Advertisment

ବଲିଉଡ ଫିଲ୍ମ 'ଏମଏସ ଧୋନୀ'ର କଳାକାରଙ୍କ ଆତ୍ମହତ୍ୟା

ମୁମ୍ୱାଇ: ବଲିଉଡ କଳାକାର ସନ୍ଦୀପ ନାହାର ଆତ୍ମହତ୍ୟା କରିଛନ୍ତିଏମଏସ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସନ୍ଦୀପ ନାହର ଆତ୍ମହତ୍ୟା କରିଛନ୍ତି। । ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହି ଅଭିନେତା ନିଜ ଫେସବୁକ୍ ପେଜରେ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରି ନିଜ ଆତ୍ମହତ୍ୟା ବାବଦରେ ସୂଚନା ଦେଇଥିଲେ। ପୁଲିସ ଏବେ ଏହି ଆତ୍ମହତ୍ୟା ମାମଲାର ତଦନ୍ତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବଲିଉଡ ଫିଲ୍ମ 'ଏମଏସ ଧୋନୀ'ର କଳାକାରଙ୍କ ଆତ୍ମହତ୍ୟା

sandeep nair

ମୁମ୍ୱାଇ: ବଲିଉଡ କଳାକାର ସନ୍ଦୀପ ନାହାର ଆତ୍ମହତ୍ୟା କରିଛନ୍ତିଏମଏସ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସନ୍ଦୀପ ନାହର ଆତ୍ମହତ୍ୟା କରିଛନ୍ତି। । ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହି ଅଭିନେତା ନିଜ ଫେସବୁକ୍ ପେଜରେ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରି ନିଜ ଆତ୍ମହତ୍ୟା ବାବଦରେ ସୂଚନା ଦେଇଥିଲେ। ପୁଲିସ ଏବେ ଏହି ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି।

Advertisment

ଅଭିନେତା ଜଣଙ୍କ ମୃତ୍ୟୁ ପୂର୍ବରୁ ଲେଖିଥିଲେ ଯେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି। ସେ ତାଙ୍କ ସ୍ତ୍ରୀ ଓ ଶାଶୂଙ୍କ ପାଇଁ ମାନସିକ ଭାବରେ ଚାପରେ ଥିଲେ ବୋଲି କହିଛନ୍ତି। ହେଲେ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି। ତାଙ୍କ ସ୍ତ୍ରୀ କାଞ୍ଚନ ଶର୍ମା ରାଗି ପ୍ରକୃତିର। ହେଲେ ତାଙ୍କ ଚରିତ୍ର ଓଲଟା। ଏହି କାରଣ ପାଇଁ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ସନ୍ଦୀପ ତାଙ୍କ ଫେସବୁକ ଭିଡିଓରେ କହିଛନ୍ତି।