ଡ୍ରଗ୍ସ ନେବା ବେଳେ ଧରାପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିନେତ୍ରୀଙ୍କ ନାଁ ହିନା ପାଞ୍ଚାଲ। ସେ ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ। ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା […]

heena_panchal

heena_panchal

Madhupriya Mistry
  • Published: Monday, 28 June 2021
  • Updated: 28 June 2021, 05:47 PM IST

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ଗିରଫ ଅଭିନେତ୍ରୀଙ୍କ ନାଁ ହିନା ପାଞ୍ଚାଲ। ସେ ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ।

ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା।

ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ପୁଲିସ ଏହି ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଏହି ସମୟରେ ପାର୍ଟିରେ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଇଥିବା ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ବେଳେ ପୁଲିସ ବିପୁଳ ନିଶା ଦ୍ରବ୍ୟ ଜବତ କରିଛି। ଏଥିରେ ହୁକା, ହାସିସ୍‌, ଗଞ୍ଜେଇ ଏବଂ ଡ୍ରଗ୍ସ ପାଉଡର ସାମିଲ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story