କିଏ ଏହି 'ବସ୍‌ ଲେଡି'? ଚିହ୍ନନ୍ତୁ

ମୁମ୍ବାଇ: ବେଶ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ବସିଛନ୍ତି ବସ୍‌ ଲେଡି। ଷ୍ଟାଇଲ୍‌ ସାଙ୍ଗକୁ ସ୍ୱାଗ୍‌ ବି କିଛି କମ୍‌ ନୁହେଁ। ଗାଉନ୍‌ ଓ ହେବି ମେକ୍‌ଅପ୍‌ ସାଙ୍ଗକୁ ଜୁଏଲାରୀ। ସେହିପରି ଗୋଟିଏ ହାତରେ ଲାଗିଛି ରକ୍ତ। ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି। ପ୍ରକୃତରେ ଏହି ବସ୍‌ ଲେଡି ଜଣକ ଅଭିନେତା ନା ଅଭିନେତ୍ରୀ। କିଛି ଜଣାପଡୁନାହିଁ। ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ ‘ହଡ୍ଡି’ର ମୋସନ ପୋଷ୍ଟର। ରିଲିଜର ଅଳ୍ପ ସମୟ ମଧ୍ୟରେ ହିଁ ସୋଶାଲ ମିଡିଆରେ ହଇଚଇ […]

nawazuddin-siddiqui

nawazuddin-siddiqui

Madhupriya Mistry
  • Published: Tuesday, 23 August 2022
  • Updated: 23 August 2022, 05:20 PM IST

Sports

Latest News

ମୁମ୍ବାଇ: ବେଶ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ବସିଛନ୍ତି ବସ୍‌ ଲେଡି। ଷ୍ଟାଇଲ୍‌ ସାଙ୍ଗକୁ ସ୍ୱାଗ୍‌ ବି କିଛି କମ୍‌ ନୁହେଁ। ଗାଉନ୍‌ ଓ ହେବି ମେକ୍‌ଅପ୍‌ ସାଙ୍ଗକୁ ଜୁଏଲାରୀ। ସେହିପରି ଗୋଟିଏ ହାତରେ ଲାଗିଛି ରକ୍ତ। ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି। ପ୍ରକୃତରେ ଏହି ବସ୍‌ ଲେଡି ଜଣକ ଅଭିନେତା ନା ଅଭିନେତ୍ରୀ। କିଛି ଜଣାପଡୁନାହିଁ।

ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ 'ହଡ୍ଡି'ର ମୋସନ ପୋଷ୍ଟର। ରିଲିଜର ଅଳ୍ପ ସମୟ ମଧ୍ୟରେ ହିଁ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଏହି ମୋସନ ପୋଷ୍ଟର। ପୋଷ୍ଟର୍‌ରେ ଯେଉଁ ବସ୍‌ ଲେଡି ଜଣକ ନଜର ଆସିଛନ୍ତି ତାଙ୍କୁ ଦେଖି ଅନେକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ପ୍ରକୃତରେ ଏହି କଳାକାର ଜଣକ କିଏ?

ପ୍ରଥମ ଦେଖାରେ ଅର୍ଚନା ପୁରନ୍‌ ସିଂହ ଭଳି ଦେଖାଯାଉଥିବା ଏହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ତାଙ୍କର ଏହି ନୂଆ ଲେଡି ଲୁକ୍‌ ଏବେ ସମସ୍ତଙ୍କୁ ଘାଇଲା କରିଛି। ନୱାଜଙ୍କ ଏହି ନୂଆ ଲୁକ୍‌ ଦେଖି ଫ୍ୟାନ୍‌ମାନେ ମଧ୍ୟ ପାଗଳ। ରିଭେଞ୍ଜ ଡ୍ରାମା ଉପରେ ଆଧାରିତ ଫିଲ୍ମ 'ହଡ୍ଡି'ରେ ନୱାଜୁଦ୍ଦିନଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ।

https://twitter.com/ZeeStudios_/status/1561951049237544961?s=20&t=SNvENDPWN2gZKepdb4561A

ନିଜ ଅପ୍‌କମିଂ ଫିଲ୍ମକୁ ନେଇ ନୱାଜୁଦ୍ଦିନ କହିଛନ୍ତି, 'ମୁଁ ଅନେକ ଭିନ୍ନ ଭିନ୍ନ ଏବଂ ଆକର୍ଷଣୀୟ ଚରିତ୍ର ଅଭିନୟ କରିଛି, କିନ୍ତୁ 'ହଡ୍ଡି' ସବୁଠାରୁ ଅନନ୍ୟ ଏବଂ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଆପଣ ମୋତେ ଏହି ଅବତାରରେ କେବେ ଦେଖି ନାହାଁନ୍ତି। ଏହା ମୋତେ ଅଭିନେତା ଭାବରେ ଆଗକୁ ବଢ଼ିବା ପାଇଁ ମଧ୍ୟ ସାହାଯ୍ୟ କରିବ।'

ମେକର୍ସ ଫିଲ୍ମର ମୋସନ ପୋଷ୍ଟର୍‌କୁ ଶେଆର କରିବା ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଚାଲିଛି। ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିବ। ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏହି ଫିଲ୍ମକୁ ଅକ୍ଷତ ଅଜୟ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଫିଲ୍ମରେ ନୱାଜୁଦ୍ଦିନ କେଉଁ ଚରିତ୍ରରେ ନଜର ଆସିବେ ସେ ନେଇ କିଛି ରିଭିଲ କରାଯାଇ ନାହିଁ। କିନ୍ତୁ ତାଙ୍କର ଯେଉଁ ଲୁକ୍‌ ସାମ୍ନାକୁ ଆସିଛି ତାକୁ ନେଇ ଫ୍ୟାନ୍‌ମାନଙ୍କ ଏକ୍ସାଇଟ୍‌ମେଣ୍ଟ ବଢ଼ିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story