ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଆସୁନି କୌଣସି ସୁଧାର

ମୁମ୍ବାଇ: ହୃଦଘାତର ଶିକାର ହୋଇ ହସ୍ପିଟାଲର ଭେଣ୍ଟିଲେଟର୍‌ରେ ଥିବା ବର୍ଷିୟାନ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପୂରା ଦେଶ ପ୍ରାର୍ଥନା କରୁଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପ୍ରକାରର ସୁଧାର ଆସୁନାହିଁ। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମସ୍ତିଷ୍କ ଠିକ ଭାବେ କାମ କରୁନାହିଁ। ଯେତେ ପ୍ରକାରର ଚିକିତ୍ସା କରାଯାଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାରିବାର […]

Raju

Raju

Hemant Lenka
  • Published: Saturday, 13 August 2022
  • Updated: 13 August 2022, 12:38 PM IST

Sports

Latest News

ମୁମ୍ବାଇ: ହୃଦଘାତର ଶିକାର ହୋଇ ହସ୍ପିଟାଲର ଭେଣ୍ଟିଲେଟର୍‌ରେ ଥିବା ବର୍ଷିୟାନ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପୂରା ଦେଶ ପ୍ରାର୍ଥନା କରୁଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପ୍ରକାରର ସୁଧାର ଆସୁନାହିଁ। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମସ୍ତିଷ୍କ ଠିକ ଭାବେ କାମ କରୁନାହିଁ। ଯେତେ ପ୍ରକାରର ଚିକିତ୍ସା କରାଯାଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାରିବାର ନାଁ ଧରୁନି ବୋଲି ଆଜି ତାଙ୍କର ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ପରିବାର ଲୋକ ଅଗଷ୍ଟ ୧୦ ତାରିଖରୁ ଏମ୍ସରେ ଅଛନ୍ତି। ଦିନକୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜନକ ଖବର ଆସୁଥିବାରୁ ଆଜି ପୂରା ପରିବାର ସଦସ୍ୟ ଦିଲ୍ଲୀରେ ଥିବା ଗୋଟିଏ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଦେଶବାସୀଙ୍କୁ ରାଜୁଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ଜଣେ ସମ୍ପର୍କୀୟ ପ୍ରଶାନ୍ତ କହିଛନ୍ତି, ଆମ ପରିବାରର ସବୁ ସଦସ୍ୟ ଏମ୍ସରେ ଉପସ୍ଥିତ ରହିଛନ୍ତି। ପୂର୍ବରୁ ରାଜୁଙ୍କ ଅବସ୍ଥା ଯାହା ଥିଲା ଏବେ ସେଇଆ ଅଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ହେଲେ ଏଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।

ତାଙ୍କୁ ଯେତେ ପ୍ରକାରର ଚିକତ୍ସା ସୁବିଧା ଯୋଗାଇ ଦିଆଗଲେ ମଧ୍ୟ କୌଣସି ଲାଭ ମିଳୁନି। ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ସେ ସୂଚନା ଦେଇଛନ୍ତି।

ପ୍ରଶାନ୍ତଙ୍କ ପୂର୍ବରୁ ରାଜୁ ଶ୍ରୀବାସ୍ତବଙ୍କ ବିଜନେସ ମ୍ୟାନେଜର ଗୋଟିଏ ବିବୃତି ଜାରି କରିଥିଲେ। ଏଥିରେ ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉ ନଥିବା କୁହାଯାଇଥିଲା। ଏବେ ବି ସେ ଭେଣ୍ଟିଲେଟର୍‌ରେ ଅଛନ୍ତି ଓ ତାଙ୍କ ମସ୍ତିଷ୍କ କାମ କରୁ ନଥିବାରୁ ଡାକ୍ତରମାନେ କେବଳ ଅପେକ୍ଷା କରିବାକୁ କହୁଥିବା ବିବୃତିରେ ସୂଚନା ଦିଆଯାଇଥିଲା।

ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ କିଛି ବିଶିଷ୍ଟ ରାଜନେତାଙ୍କୁ ସାକ୍ଷାତ କରିବା ପାଇଁ ନୂଆଦିଲ୍ଲୀ ଯାଇଥିଲେ। ସେଠାରେ ହୋଟେଲରେ ରହୁଥିବା ରାଜୁ ୧୦ ତାରିଖ ସକାଳେ ଜିମ୍‌ ଯାଇଥିଲେ। ଟ୍ରେଡମିଲ୍‌ରେ ୱର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ସେ ପଡ଼ି ଯାଇଥିଲେ। ଏହାଦେଖି ଟ୍ରେନର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାରେ ୧୦ ତାରିଖରୁ ସେ ଭେଣ୍ଟିଲେଟର୍‌ରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story