Advertisment

ମହଲ ଛାଡ଼ି ଛେଳି ଚରାଉଛନ୍ତି ସାରା!

ମୁମ୍ବାଇ: ପଟୌଦି ବଂଶର ରାଜକୁମାରୀ ତଥା ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଏବେ ରାଜଉଆସ ଛାଡି ପଡିଆରେ ବୁଲୁଛନ୍ତି। ପୂରା ଦେଶୀ ଲୁକ୍‌ରେ ପଡିଆ ବୁଲି ସେ ଚରାଉଛନ୍ତି ଛେଳି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡର ନିଜ ଦମଦାର ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟ ଜିତି ସାରିଥିବା ସାରା ଅଲ୍ଲି ଖାନ୍‌ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ତାଙ୍କୁ କେତେବେଳେ ନିଜ ମନପସନ୍ଦ […]

ଅଦ୍ୟତନ ହୋଇଛି
ମହଲ ଛାଡ଼ି ଛେଳି ଚରାଉଛନ୍ତି ସାରା!

Sara ali khan

Advertisment

ମୁମ୍ବାଇ: ପଟୌଦି ବଂଶର ରାଜକୁମାରୀ ତଥା ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଏବେ ରାଜଉଆସ ଛାଡି ପଡିଆରେ ବୁଲୁଛନ୍ତି। ପୂରା ଦେଶୀ ଲୁକ୍‌ରେ ପଡିଆ ବୁଲି ସେ ଚରାଉଛନ୍ତି ଛେଳି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବଲିଉଡର ନିଜ ଦମଦାର ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟ ଜିତି ସାରିଥିବା ସାରା ଅଲ୍ଲି ଖାନ୍‌ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ତାଙ୍କୁ କେତେବେଳେ ନିଜ ମନପସନ୍ଦ ଗେମ୍‌ 'ନକ୍‌ ନକ୍‌' ଖେଳୁଥିବା ଦେଖିବାକୁ ମିଳେ ତ ଆଉ କେତେବେଳେ ସେ ବ୍ଲଗିଙ୍ଗ କରୁଥିବା ନଜର ଆସିନ୍ତୁ। ନିକଟରେ ସାରାଙ୍କ କିଛି ସୋଶାଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଏହି ଫଟୋରେ ପଟୌଦି ଷ୍ଟାର ସାରା ଅଲ୍ଲି ଖାନ୍‌ ଛେଳି ଚରାଉଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ରାଜଉଆସ ଛାଡି ସାରା ଚାଷ ଜମିରେ ଟ୍ରାକ୍ଟର ବୁଲାଉଥିବା ମଧ୍ୟ ଦେଖିବାକୁ ମିଳିଛି।

सिर पर घास की गठरी उठाये नजर आईं सारा अली खान, फैन्स को कराया दिल्ली से  लेकर बिहार तक का दर्शन | sara ali khan seen with ghas ki gathri on her

ବାସ୍ତବରେ ସାରା ନିଜ ଅପ୍‌କମିଂ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଫ୍ରି-ଟାଉନରେ ମସ୍ତି କରୁଥିବା ନଜର ଆସିଛନ୍ତି।  ସାରା ଛେଳି ଚରାଇବା ବେଳର ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, 'ଛେଳି ଚରାଇବା, ଟ୍ରାକ୍ଟର ଚଳାଇବା, କେବଳ ଫଟୋ ଉଠାଇବା ପାଇଁ ବାହାନା ଥିଲା ନା ସାରା ପ୍ରକୃତରେ ଚାହୁଁଥିଲା।' ସେ ଏବେ ଉତ୍ତରପ୍ରଦେଶର ଚାକିଆ ଗାଁରେ ଶୁଟିଂ କରୁଛନ୍ତି। ସାରାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି।

Advertisment

ସୂଚନା ମୁତାବକ, ସାରା ଅଲ୍ଲି ଖାନ୍‌ଙ୍କ ଶେଷ ଥର ପାଇଁ ତାଙ୍କ ଫିଲ୍ମ 'ଅତରଙ୍ଗୀ ରେ'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଲିଡ୍‌ ରୋଲରେ ସାରାଙ୍କ ଅପୋଜିଟ୍‌ରେ ସାଉଥ ସୁପରଷ୍ଟାର ଧନୁଷ ଓ ଅକ୍ଷୟ କୁମାର ଥିଲେ। ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe