‘ସର୍କସ’ କରିବେ ପୂଜା!

ମୁମ୍ବାଇ: ସାଉଥ ସୁନ୍ଦରୀ ପୂଜା ହେଗଡେ । ସେ ପ୍ୟାନ୍‌-ଇଣ୍ଡିଆର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହି ବ୍ୟସ୍ତ ଅଭିନେତ୍ରୀ ଜଣକ ଏବେ ‘ସର୍କସ’ କରିବେ । ତେବେ ସତ ସତିକା ସର୍କସ ନୁହେଁ ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ସର୍କସ’ରେ ତାଙ୍କୁ ଦେଖିବାକୁ ମିଳିବି । କରୋନାର ଦ୍ୱିତୀୟ ଲହର ଏବଂ ଲକଡାଉନ ପୂର୍ବରୁ , ପୂଜା ନିଜ ଫିଲ୍ମ ପାଇଁ ନନ୍‌ଷ୍ଟପ୍ ସୁଟିଂରେ ବ୍ୟସ୍ତ ଥିଲେ । ସେହି ଫିଲ୍ମ ମଧ୍ୟରୁ […]

Puja Hegde

Puja Hegde

Madhupriya Mistry
  • Published: Friday, 28 May 2021
  • Updated: 28 May 2021, 04:23 PM IST

Sports

Latest News

ମୁମ୍ବାଇ: ସାଉଥ ସୁନ୍ଦରୀ ପୂଜା ହେଗଡେ । ସେ ପ୍ୟାନ୍‌-ଇଣ୍ଡିଆର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହି ବ୍ୟସ୍ତ ଅଭିନେତ୍ରୀ ଜଣକ ଏବେ ‘ସର୍କସ’ କରିବେ । ତେବେ ସତ ସତିକା ସର୍କସ ନୁହେଁ ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ସର୍କସ’ରେ ତାଙ୍କୁ ଦେଖିବାକୁ ମିଳିବି ।

କରୋନାର ଦ୍ୱିତୀୟ ଲହର ଏବଂ ଲକଡାଉନ ପୂର୍ବରୁ , ପୂଜା ନିଜ ଫିଲ୍ମ ପାଇଁ ନନ୍‌ଷ୍ଟପ୍ ସୁଟିଂରେ ବ୍ୟସ୍ତ ଥିଲେ । ସେହି ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ରୋହିତ ସେଟ୍ଟିଙ୍କ ‘ସର୍କସ’ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପୂଜାଙ୍କୁ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିବ ।

ନିକଟରେ ପୂଜା ଏହି ଫିଲ୍ମକୁ ନେଇ ନିଜ ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ଏହି ଫିଲ୍ମରେ କାମ କରିବା ମୋ ପାଇଁ ଏକ ପାର୍ଟିରେ ଯୋଗ ଦେବା ଭଳି ଥିଲା । ମୁଁ କେବେବି କୌଣସି ଫିଲ୍ମ ସେଟ୍‌ରେ ଏତେ ହସି ନାହିଁ । ଏହି ପୂରା ଫିଲ୍ମ ସେଟ୍ ଏବଂ ଫିଲ୍ମରେ କାମ କରିବା ପାଇଁ ମୋତେ ବେଶ୍ ଭଲ ଲାଗିଲା ବୋଲି ପୂଜା କହିଛନ୍ତି ।

ଅଭିନେତ୍ରୀ ପୂଜା ହେଗଡେ କେବଳ ବଲିଉଡ ଫିଲ୍ମ ନୁହେଁ ତେଲୁଗୁ ଏବଂ ତାମିଲ ଫିଲ୍ମରେ ମଧ୍ୟ ବେଶ୍ ସକ୍ରିୟ । ରଣବୀର ସିଂହଙ୍କ ‘ସର୍କସ’ ବ୍ୟତୀତ ଆଗକୁ ପୂଜା ଅନେକ ବିଗ୍ ବଜେଟ୍ ଫିଲ୍ମରେ ନଜର ଆସିବେ । ସଳମାନଙ୍କ ସହ ‘କଭି ଇଦ୍ କଭି ଦିୱାଲି’, ପ୍ରଭାସଙ୍କ ସହ ‘ରାଧେ ଶ୍ୟାମ’, ରମଚରଣଙ୍କ ସହ ‘ଆଚାର୍ଯ୍ୟ’, ଅଖିଲ ଅକିନେନିଙ୍କ ସହ ‘ମୋଷ୍ଟ ଏଲିଜିବଲ ବ୍ୟାଚଲର’ ଏବଂ ତାମିଲ ସୁରଷ୍ଟାର ବିଜୟଙ୍କ ସହ ‘ଥଲାପତି-୬୫’ରେ ନଜର ଆସିବେ ପୂଜା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story