ଇଣ୍ଡିଗୋ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା

ମୁମ୍ବାଇ: ବିମାନ କମ୍ପାନୀ ଇଣ୍ଡିଗୋ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡ଼େ। ଇଣ୍ଡିଗୋ କର୍ମଚାରୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି। ଏ ସମ୍ପର୍କରେ ପୂଜା ଏକାଧିକ ଟ୍ୱିଟ୍‌ କରି ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ନାଁ ମଧ୍ୟ ନେଇଛନ୍ତି।  ସେହି ବ୍ୟକ୍ତି ଜଣକ ବିନା କାରଣରେ ଧମକପୂର୍ଣ୍ଣ ଗଳାରେ କଥା କହିବା ସହ ଅହଙ୍କାରୀ ସ୍ୱଭାବର ବୋଲି ପୂଜା ଟ୍ୱିଟ୍ କରି କହିଛନ୍ତି। କୌଣସି ସମସ୍ୟା ସୃଷ୍ଟି କରିବାକୁ […]

Puja Hegde

Puja Hegde

Tapas Behera
  • Published: Thursday, 09 June 2022
  • Updated: 09 June 2022, 10:30 PM IST

Sports

Latest News

ମୁମ୍ବାଇ: ବିମାନ କମ୍ପାନୀ ଇଣ୍ଡିଗୋ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡ଼େ। ଇଣ୍ଡିଗୋ କର୍ମଚାରୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି। ଏ ସମ୍ପର୍କରେ ପୂଜା ଏକାଧିକ ଟ୍ୱିଟ୍‌ କରି ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ନାଁ ମଧ୍ୟ ନେଇଛନ୍ତି।  ସେହି ବ୍ୟକ୍ତି ଜଣକ ବିନା କାରଣରେ ଧମକପୂର୍ଣ୍ଣ ଗଳାରେ କଥା କହିବା ସହ ଅହଙ୍କାରୀ ସ୍ୱଭାବର ବୋଲି ପୂଜା ଟ୍ୱିଟ୍ କରି କହିଛନ୍ତି। କୌଣସି ସମସ୍ୟା ସୃଷ୍ଟି କରିବାକୁ ସେ ଏହି ଟ୍ୱିଟ୍ କରି ନାହାନ୍ତିଂ ବରଂ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ସେ ଟ୍ୱିଟ୍ କରିଛନ୍ତି ବୋଲି ପୂଜା କହିଛନ୍ତି।

ପୂଜା ଟ୍ୱିଟ୍ କରି ଲେଖିଛନ୍ତି ଇଣ୍ଡିଗୋ କର୍ମଚାରୀଙ୍କ ଦୁର୍ବ୍ୟବହାର ମୋତେ ମର୍ମାହତ କରିଛି। ଆଜି ମୁମ୍ବାଇରୁ ଫ୍ଲାଇଟ୍‌ରୁ ବାହାରିବା ପରେ ବିପୁଲ ନକ୍ସେ ନାକମ ଜଣେ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା କହିଛନ୍ତି। । ସାଧାରଣତଃ ଏଭଳି ଘଟଣାକୁ ନେଇ ମୁଁ କେବେ ଟ୍ୱିଟ୍ କରେ ନାହିଁ। ହେଲେ ଏହି ଘଟଣା ବାସ୍ତବରେ ଚିନ୍ତାଜନକ ବୋଲି ସେ ଲେଖିଛନ୍ତି।

ଏହି ଘଟଣା ପରେ ଇଣ୍ଡିଗୋ ପୂଜାଙ୍କ ଟ୍ୱିଟ୍‌ର ଜବାବ ରଖିଛି । ଇଣ୍ଡିଗୋ ପକ୍ଷରୁ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ କରାଯିବ ବୋଲି କହିଛି। ପୂର୍ବରୁ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନ ଯାତ୍ରା ପାଇଁ ବାରଣ କରି ଚର୍ଚ୍ଚାରେ ଥିଲା ଇଣ୍ଡିଗୋ। ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରୀୟା ସୃଷ୍ଟି ହୋଇଥିଲା। ଏବେ ଆଉ ଏକ ଅଭିଯୋଗ ଇଣ୍ଡିଗୋର  ଛବିକୁ ମଳିନ କରିବ ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story