Advertisment

ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ। ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କର ପରଲୋକ ଘଟିଛି।

Advertisment

ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ। ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କର ପରଲୋକ ଘଟିଛି। ସର୍ଭିକାଲ କ୍ୟାନସର (ଗର୍ଭାଶୟ କର୍କଟ)ରେ ପୀଡିତ ହୋଇ ଆଖି ବୁଜିଛନ୍ତି ପୁନମ। ଏନେଇ ପୁନମଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ପୂନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ମ୍ୟାନେଜର ଏକ ପୋଷ୍ଟ ଶେଆର କରି ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି।

Advertisment
Poonam Pandey Dies Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe