ବିିବାଦ ପରେ ୬ ମାସ ପାଇଁ ଘୁଞ୍ଚିଲା ପ୍ରଭାସଙ୍କ ଫିଲ୍ମ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ଆଦିପୁରୁଷକୁ ନେଇ ତୁଟୁନି ବିବାଦ। ଏହା ଉଗ୍ର ରୂପ ନେବାପରେ ଏବେ ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦେଇଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ। ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି ଯେ ଟେକ୍‌ନିକାଲ୍ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ସୂଚନା ମୁତାବକ, ଏହି ଫିଲ୍ମ ଆଗାମୀ ବର୍ଷ ଜୁନ୍ ୧୬ […]

Prabhas

Prabhas

Madhupriya Mistry
  • Published: Monday, 07 November 2022
  • Updated: 07 November 2022, 01:31 PM IST

Sports

Latest News

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ଆଦିପୁରୁଷକୁ ନେଇ ତୁଟୁନି ବିବାଦ। ଏହା ଉଗ୍ର ରୂପ ନେବାପରେ ଏବେ ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦେଇଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ।

ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି ଯେ ଟେକ୍‌ନିକାଲ୍ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ସୂଚନା ମୁତାବକ, ଏହି ଫିଲ୍ମ ଆଗାମୀ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ।

ନିକଟରେ ‘ଆଦିପୁରୁଷ’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜର୍ ଦେଖି ଲୋକେ ତାହାର ଆନିମେସନ୍ ଓ ଭିଜୁଆଲ୍ ଇଫେକ୍ଟକୁ ନେଇ ଖୁବ୍ ଟ୍ରୋଲ୍ କରିଥିଲେ। ଏହି କାରଣରୁ ନିର୍ମାତା ଫିଲ୍ମଟି ଉପରେ ଆଉ କିଛି ଦିନ କାମ କରିବା ପାଇଁ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଫିଲ୍ମଟି ପୂର୍ବରୁ ୨୦୨୩ ଜାନୁଆରି ୧୨ରେ ରିଲିଜ ହେବାକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ୬ ମାସ ପାଇଁ ହୋଲ୍ଡ କରିଦିଆଯାଇଛି।

ପୂର୍ବରୁ ଟିଜର ରିଲିଜ ପ‌ରେ ୫୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ‘ଆଦିପୁରୁଷ’କୁ ବିରୋଧ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଫିଲ୍ମର ଟିଜରରେ ଥିବା ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିରୋଧ କରିଥିଲେ।

View this post on Instagram

A post shared by Om Raut (@omraut)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story