ଦୀପିକାଙ୍କ ପାଇଁ ଚିନ୍ତିତ ପ୍ରଭାସ

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କୁ ନେଇ ଚିନ୍ତାରେ ବାହୁବଳୀ ସୁପରଷ୍ଟାର ପ୍ରଭାସ। ତାଙ୍କୁ ଘାରିଛି ଏବେ ଦୀପିକାଙ୍କ ସ୍ୱାସ୍ଥ୍ୟ ଚିନ୍ତା। ସେ କିଭଳି ସୁସ୍ଥ ରହିବେ ସେଥିପାଇଁ ପ୍ରଭାସ ତତ୍ପର ହୋଉ ଉଠିଛନ୍ତି। ଏଥିପାଇଁ ପ୍ରଭାସ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସୁଟିଂ ସେଟ୍‌ରେ ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦ୍‌ ସ୍ପନ୍ଦନ ବଢ଼ି ଯାଇଥିବା ନେଇ ସମସ୍ୟା ରହିଛି। କିନ୍ତୁ ପରେ […]

Prabhas and deepika

Prabhas and deepika

Madhupriya Mistry
  • Published: Thursday, 16 June 2022
  • Updated: 16 June 2022, 02:17 PM IST

Sports

Latest News

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କୁ ନେଇ ଚିନ୍ତାରେ ବାହୁବଳୀ ସୁପରଷ୍ଟାର ପ୍ରଭାସ। ତାଙ୍କୁ ଘାରିଛି ଏବେ ଦୀପିକାଙ୍କ ସ୍ୱାସ୍ଥ୍ୟ ଚିନ୍ତା। ସେ କିଭଳି ସୁସ୍ଥ ରହିବେ ସେଥିପାଇଁ ପ୍ରଭାସ ତତ୍ପର ହୋଉ ଉଠିଛନ୍ତି। ଏଥିପାଇଁ ପ୍ରଭାସ ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ସୁଟିଂ ସେଟ୍‌ରେ ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦ୍‌ ସ୍ପନ୍ଦନ ବଢ଼ି ଯାଇଥିବା ନେଇ ସମସ୍ୟା ରହିଛି। କିନ୍ତୁ ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରିଦିଆ ଯାଇଥିଲା। ଏବେ କିନ୍ତୁ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତଥାପି ଦୀପିକାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଗୁଆ ପଦକ୍ଷେପ ନେଇଛନ୍ତି ସାଉଥ ଅଭିନେତା ପ୍ରଭାସ। ଅପକମିଂ ଫିଲ୍ମ 'ପ୍ରୋଜେକ୍ଟ-କେ'ର ଶୁଟିଂକୁ ଘୁଞ୍ଚାଇବା ଲାଗି ସେ ଫିଲ୍ମ ମେକର୍ସଙ୍କୁ ଅନୁରୋଧ କରିଛନ୍ତି।

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ପ୍ରଭାସ ଫିଲ୍ମ ମେକର୍ସଙ୍କୁ ଶୁଟିଂକୁ ଏକ ସପ୍ତାହ ପାଇଁ ସ୍ଥଗତି ରଖିବା ପାଇଁ ଅନୁରୋଧ କରିଛନ୍ତି। ହାଇଦ୍ରାବାଦରେ ପ୍ରଭାସ ଓ ଦୀପିକାଙ୍କ ମଧ୍ୟରେ 'ପ୍ରଜେକ୍ଟ-କେ' ଫିଲ୍ମର କିଛି ମହତ୍ତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟିଂ କରାଯାଉଥିଲା। କିନ୍ତୁ ଏତିକି ବେଳେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏବେ ସିନ୍‌କୁ ରି-ଶୁଟ୍‌ କରିବା ପାଇଁ ପ୍ରଭାସ ଫିଲ୍ମ ମେକର୍ସଙ୍କୁ କିଛି ସମୟ ବିରତି ଦେବାକୁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, 'ପ୍ରଜେକ୍ଟ-କେ' ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ନାଗ ଅଶ୍ୱିନୀ କର ଦେଉଛନ୍ତି। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ୪୦୦ କୋଟି ବଜେଟରେ ତିଆରି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story