ପ୍ରିୟଙ୍କା ମିସ୍ ୱାର୍ଲ୍ଡ ଜିତିବା ଧୋକ୍କା ଥିଲା, ଆସିଲା ସଙ୍ଗୀନ୍ ଅଭିଯୋଗ

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଓରଫ୍ ଦେଶୀ ଗାର୍ଲ। ସେ କେବଳ ବଲିଉଡ ଅଭିନେତ୍ରୀ ନୁହନ୍ତି ବରଂ ସେ ଏବେ ଜଣେ ଗ୍ଲୋବାଲ ଷ୍ଟାର୍ ପାଲଟି ଯାଇଛନ୍ତି। ଭାରତ ତଥା ଅନ୍ତର୍ଜାତୀୟ ସିନେମା ଜଗତରେ ପ୍ରିୟଙ୍କାଙ୍କ ରହିଛି ବେଶ୍ ଦବ୍‌ଦବା। ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ହାତେଇବା ପରେ ଲାଇମ୍ ଲାଇଟ୍‌କୁ ଆସିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ଏହି ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। […]

Priyanka Chopra

Priyanka Chopra

Madhupriya Mistry
  • Published: Friday, 04 November 2022
  • Updated: 04 November 2022, 04:07 PM IST

Sports

Latest News

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଓରଫ୍ ଦେଶୀ ଗାର୍ଲ। ସେ କେବଳ ବଲିଉଡ ଅଭିନେତ୍ରୀ ନୁହନ୍ତି ବରଂ ସେ ଏବେ ଜଣେ ଗ୍ଲୋବାଲ ଷ୍ଟାର୍ ପାଲଟି ଯାଇଛନ୍ତି। ଭାରତ ତଥା ଅନ୍ତର୍ଜାତୀୟ ସିନେମା ଜଗତରେ ପ୍ରିୟଙ୍କାଙ୍କ ରହିଛି ବେଶ୍ ଦବ୍‌ଦବା। ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ହାତେଇବା ପରେ ଲାଇମ୍ ଲାଇଟ୍‌କୁ ଆସିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ଏହି ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ।

Miss World 2000 was 'rigged' in 'unlikeable' Priyanka Chopra's favour, claims former Miss Barbados

୨୦୦୦ ମସିହାରେ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ପ୍ରିୟଙ୍କା ଜିତିବ ପୂର୍ବରୁ ଧୋକ୍କା ଥିଲା ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ମିସ୍ ବାରବାଡୋସ୍ ଲିଲାନୀ ମ୍ୟାକ୍କନେ। ୨୦୦୦ ମସିହାର ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଲିଲାନୀ ମଧ୍ୟ ଭାଗ ନେଇଥିଲେ।

ଲିଲାନୀ ନିଜ ଅଭିଯୋଗରେ କହିଛନ୍ତି, ଗତ ବର୍ଷ ହୋଇଥିବା ପ୍ରତିଯୋଗୀତାରେ ମଧ୍ୟ ମିସ୍ ଇଣ୍ଡିଆ ହିଁ ଜିତି ଥିଲେ। ସେତେବେଳେ ମଧ୍ୟ ସ୍ପନ୍ସର କରିଥିଲା ଜି ଟିଭି, ଯାହା ଏକ ଭାରତୀୟ କେବୁଲ ଟିଭି ଷ୍ଟେସନ୍। ସେ ପୂରା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ସ୍ପନ୍ସର କରିଥିଲା। ୨୦୦୦ ମସିହାରେ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ପାତର ଅନ୍ତର କରାଯାଇଥିଲା। ପ୍ରିୟଙ୍କାଙ୍କୁ ବିଶେଷ ସୁବିଧା ମିଳୁଥିଲା। ଏପରିକି ତାଙ୍କୁ ତାଙ୍କ ରୁମ୍‌ରେ ହିଁ ଡିନର୍ ଖାଇବାକୁ ମିଳୁଥିଲା। ଅନ୍ୟ ପ୍ରତିଯୋଗୀ କିନ୍ତୁ ଡିନର୍ ଟେବୁଲକୁ ଆସି ଖାଉଥିଲେ।

କେବଳ ସେତିକି ନୁହେଁ ପ୍ରତିଯୋଗିତା ମଧ୍ୟ ଭାଗରେ ହିଁ ପ୍ରିୟଙ୍କା ଫଟୋ ସୁଟ୍ କରୁଥିଲେ। ତାଙ୍କ ଡ୍ରେସ୍ ମଧ୍ୟ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଭିନ୍ନ ହେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଲିଲାନୀଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ୨୨ ବର୍ଷ ପରେ ଲିଲାନୀ କାହିଁକି ଏଭଳି ଅଭିଯୋଗ ଆଣିଲେ ବୋଲି କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି ତ ଆଉ କିଛି ତାଙ୍କୁ ସମର୍ଥନ ଜଣାଇଛନ୍ତି। ସେପଟେ ଏହି ଅଭିଯୋଗକୁ ନେଇ ପ୍ରିୟଙ୍କାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story