ପ୍ରିୟଙ୍କାଙ୍କୁ କଳା ବିଲେଇ ଡାକୁଥିଲେ ଲୋକେ, ନିଜେ କଲେ ଖୁଲାସା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ତଥା ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା। ସେ ବଲିଉଡ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ଆଜି ସେ ବଡ ବଡ ହଲିଉଡର ଫିଲ୍ମର ଲିଡ୍ ଅଭିନେତ୍ରୀ। ପ୍ରିୟଙ୍କା କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ସେ ଜଣେ ନିର୍ଦ୍ଦେଶିକା ଓ ବିଜନେସ୍ ୱୁମେନ୍ ମଧ୍ୟ। କଠିନ ପରିଶ୍ରମ ବଳରେ ସାରା ବିଶ୍ୱରେ ସେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଏଭଳି ବି ଦିନ ଥିଲା […]

priyanka-chopra

priyanka-chopra

Madhupriya Mistry
  • Published: Wednesday, 07 December 2022
  • Updated: 07 December 2022, 06:27 PM IST

Sports

Latest News

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ତଥା ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା। ସେ ବଲିଉଡ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ଆଜି ସେ ବଡ ବଡ ହଲିଉଡର ଫିଲ୍ମର ଲିଡ୍ ଅଭିନେତ୍ରୀ। ପ୍ରିୟଙ୍କା କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ସେ ଜଣେ ନିର୍ଦ୍ଦେଶିକା ଓ ବିଜନେସ୍ ୱୁମେନ୍ ମଧ୍ୟ। କଠିନ ପରିଶ୍ରମ ବଳରେ ସାରା ବିଶ୍ୱରେ ସେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଏଭଳି ବି ଦିନ ଥିଲା ଲୋକେ ତାଙ୍କୁ ଘୃଣା କରୁଥିଲେ। ତାଙ୍କ ଶ୍ୟାମଳ ରଙ୍ଗ ଯୋଗୁ ତାଙ୍କୁ ଲୋକେ କାଳି, ବ୍ଲାକ୍ କ୍ୟାଟ୍ ତଥା କଳା ବିଲେଇ ବୋଲି ଡାକୁଥିଲେ। ଏନେଇ ନିକଟରେ ସେ ଖୋଦ୍ ଖୁଲାସା କରିଛନ୍ତି।

୨୦୦୦ ମସିହାରେ ମିସ୍ ଇଣ୍ଡିଆ ମୁକୁଟ ହାତେଇ ଥିଲେ ପ୍ରିୟଙ୍କା ଚୋପ୍ରା। ତେବେ ଏହି ଭାରତ ସୁନ୍ଦରୀ ଦିନେ ବର୍ଣ୍ଣବୈଷମ୍ୟର ବି ଶିକାର ହୋଇଥିଲେ। ନିକଟରେ ଦେଇଥିବା ଏକ ସାକ୍ଷାତକାର୍‌ରେ ପ୍ରିୟଙ୍କା ଏନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ତାଙ୍କ ଶରୀରର ରଙ୍ଗ ଯୋଗୁଁ ଅନେକ ସମସ୍ୟା ଭୋଗିବାକୁ ପଡିଛି। ଲୋତେ ତାଙ୍କୁ କଳା ବିଲେଇ, କାଳି ବୋଲି କହୁଥିଲେ। ମୁଁ ଭାବୁଥିଲି ଯେ ପ୍ରତିଭାବାନ ହୋଇଥିଲେ ମଧ୍ୟ ମୋତେ ଗୋରା ଲୋକଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ। ସେହି ସମୟରେ ଏହି ସବୁ ଜିନିଷ ସଠିକ୍ ମନେ ହେଉଥିଲା କାରଣ ଲାଗୁଥିଲା ଯାହା ଘଟୁଛି ସ୍ୱାଭାବିକ।

ପ୍ରିୟଙ୍କା ଆହୁରି କହିଛନ୍ତି, କଳା ରଙ୍ଗ ଯୋଗୁ କେବେ କୌଣସି ଫିଲ୍ମ ପାଇଁ ହିରୋ ସହ ସମାନ ପାରିଶ୍ରମିକ ତାଙ୍କୁ ମିଳୁନଥିଲା। ସେ ପ୍ରାୟ ୬୦ ଟି ଫିଲ୍ମରେ କାମ କରିଛନ୍ତି, କିନ୍ତୁ କେଉଁ ଫିଲ୍ମରେ ମଧ୍ୟ ତାଙ୍କୁ ଅଭିନେତାଙ୍କ ଭଳି ଦରମା ମିଳିନାହିଁ।

ପ୍ରୟଙ୍କା ଆଜି ଜଣେ ସଫଳ ଅଭିନେତ୍ରୀ ହେବା ସହ ଜଣେ ଗ୍ଲୋବାଲ ଷ୍ଟାର୍। ତେବେ ଏତେ ବଡ ଷ୍ଟାର୍ ହେବା ପରେ ବି ନିଜ ପଛ କଥା ମନେପକାଇ ଲୋକଙ୍କ ସାମ୍ନାରେ ସେ ସତର ଖୁଲାସା କରିଛନ୍ତି । କିନ୍ତୁ ଏବେବି ଇଣ୍ଡଷ୍ଟ୍ରିରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏକି ଚୁପ୍ ବସିଛନ୍ତି। ସେପଟେ ପ୍ରିୟଙ୍କାଙ୍କ ଏହି ଖୁଲାସା ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି। ଅନେକ ତାଙ୍କର ସାହସ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story