ସଲମାନଙ୍କ ‘ରାଧେ’କୁ ନେଇ ହାଇକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ: ଇଦ୍‌ରେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ବଲିଉଡ ଭାଇଜାନ ସଲମାନ ଖାନ । ରିଲିଜ ହୋଇଥିଲା ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ତେବେ ଫିଲ୍ମ ରିଲିଜ ପୂର୍ବର ଏହାର ପାଇରେସି ନକରିବା ପାଇଁ ସଲମାନ ଅପିଲ କରିଥିଲେ। ତେବେ ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ପରେ ଅନେକ ପ୍ଲାଟଫର୍ମ ମାଧ୍ୟରେ ଲିକ୍ ହୋଇଥିଲା । ପାଇରେଟେଡ […]

Delhi HC on Radhe

Delhi HC on Radhe

Madhupriya Mistry
  • Published: Tuesday, 25 May 2021
  • Updated: 25 May 2021, 02:06 PM IST

ନୂଆଦିଲ୍ଲୀ: ଇଦ୍‌ରେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ବଲିଉଡ ଭାଇଜାନ ସଲମାନ ଖାନ । ରିଲିଜ ହୋଇଥିଲା ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ତେବେ ଫିଲ୍ମ ରିଲିଜ ପୂର୍ବର ଏହାର ପାଇରେସି ନକରିବା ପାଇଁ ସଲମାନ ଅପିଲ କରିଥିଲେ ତେବେ ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ପରେ ଅନେକ ପ୍ଲାଟଫର୍ମ ମାଧ୍ୟରେ ଲିକ୍ ହୋଇଥିଲା ।

ପାଇରେଟେଡ କପିକୁ ହ୍ୱାଟସ ଆପ୍ ଜରିଆରେ ବିକ୍ରି କରାଯାଉଥିଲା । ଏହାକୁ ନେଇ ଓଟିଟି ପ୍ଲାଟଫର୍ମ ଜି’ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲା । ଏହାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ହ୍ୱାଟସଆପ୍‌କୁ କଡା ତାଗିଦ କରିଛନ୍ତି । ହ୍ୱାଟସଆପ ୟୁଜର୍ସଙ୍କୁ ଏହି ଫିଲ୍ମର କପି ସେଆର କରିବା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପାଇରେଟେଡ କପି ସେଆର କରୁଥିବା ଲୋକଙ୍କ ନମ୍ପର ରଦ୍ଦ କରିବା ପାଇଁ ହ୍ୱାଟସଆପ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶର ପ୍ରମୁଖ ଟେଲିକମ୍ ଅପରେଟର ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍‌ଙ୍କୁ ମଧ୍ୟ ଅପରାଧିକ ଗ୍ରାହକଙ୍କ ସୂଚନା ଦେବା ପାଇ କୋର୍ଟ କହିଛନ୍ତି ।

ସେପଟେ ସଲମାନ ଖାନ ମଧ୍ୟ ରିଲିଜ ପରେ ଫିଲ୍ମର ବେଆଇ ଷ୍ଟ୍ରିମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ସେ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି।

ସୂଚନାମୁତାବକ, ସଲମାନ ଖାନ ଏବଂ ଦିଶା ପାଟନୀଙ୍କ ଅଭିନୀତ ଫିଲ୍ମ ‘ରାଧେ’ ୧୩ ମେରେ ରିଲିଜ୍ ହୋଇଥିଲା। ଜି-୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ପେ-ଫର-ଭ୍ୟୁ ଆଧାରରେ ରିଲିଜ୍ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story