ଆସିଲା ସଲମାନଙ୍କ ଫିଲ୍ମର ‘ରାଧେ’ର ଟାଇଟଲ୍ ଟ୍ରାକ୍‌

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ଦିଶା ପାଟନୀ ଷ୍ଟାରର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟାଇଟଲ୍ ଟ୍ରାକ୍ ଆଜି ରିଲିଜ୍ ହୋଇଛି । ଏହି ଗୀତକୁ ଫ୍ୟାନ୍ ବହୁତ ଦିନ ଧରି ଅପେକ୍ଷା କରି ରହିଥିଲେ । ଗୀତରେ ଗୋଟିଏ ପଟେ ଭାଇଜାନଙ୍କ ସ୍ୱାଗ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦିଶା ପାଟନୀ ମଧ୍ୟ ନିଜ ଡାନ୍ସ ଦ୍ୱାରା ଫ୍ୟାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି । ଗୀତର ଲିରିକ୍ସ ଓ […]

Radhe

Radhe

Ranjit Kumar Jena
  • Published: Wednesday, 05 May 2021
  • Updated: 05 May 2021, 03:50 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ଦିଶା ପାଟନୀ ଷ୍ଟାରର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟାଇଟଲ୍ ଟ୍ରାକ୍ ଆଜି ରିଲିଜ୍ ହୋଇଛି । ଏହି ଗୀତକୁ ଫ୍ୟାନ୍ ବହୁତ ଦିନ ଧରି ଅପେକ୍ଷା କରି ରହିଥିଲେ । ଗୀତରେ ଗୋଟିଏ ପଟେ ଭାଇଜାନଙ୍କ ସ୍ୱାଗ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦିଶା ପାଟନୀ ମଧ୍ୟ ନିଜ ଡାନ୍ସ ଦ୍ୱାରା ଫ୍ୟାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି ।

ଗୀତର ଲିରିକ୍ସ ଓ ମ୍ୟୁଜିକ୍ ଜବରଦସ୍ତ ରହିଛି । ଭିଡିଓରେ ସଲମାନ ଦିଶା ପାଟନୀଙ୍କ ସହ କୁଲ୍ ଅନ୍ଦାଜରେ ଡାନ୍ସ କରୁଛନ୍ତି । ଏହି ଗୀତ ଏବେ ସୋଶାଲ ମିଡିଆରେ ଧମାଲ୍ କରୁଛି । ଏହି ଗୀତକୁ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ରିଲିଜ୍ ହେବା ସହ ଏହି ଗୀତ ସୋଶାଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି । ରାଧେର ଟାଇଟଲ୍ ଟ୍ରାକକୁ କମ୍ପୋଜ କରିଛନ୍ତି ସାଜିଦ୍‌-ୱାଜିଦଙ୍କ ଯୋଡ଼ି । ସାଜିଦ୍ ଗୀତକୁ ଲେଖିଥିବା ବେଳେ ନିଜେ ମଧ୍ୟ ଗାଇଛନ୍ତି ।

ଏହା ପୂର୍ବରୁ ସଲମାନ ଫିଲ୍ମର ରାଧେର ଟ୍ରେଲର ବ୍ୟତୀତ ଦୁଇଟି ଗୀତକୁ ମଧ୍ୟ ରିଲିଜ୍ କରାଯାଇଥିଲା । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ରାଧେରେ ସଲମାନ୍ ଓ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମଧ୍ୟ ଅଛନ୍ତି । ମେ’ ୧୩ ତାରିଖରେ ଫିଲ୍ମ ସିନେମା ହଲ୍ ସହ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story