ଆଇସିୟୁରେ ‘ଆଶିକି’ ହିରୋ

ମୁମ୍ୱାଇ : ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଆଶିକି’ରେ ଅଭିନୟ କରି ବଲିଉଡ୍‌ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ରାହୁଲ ରୟ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଛନ୍ତି। କାରଗିଲରେ ଫିଲ୍ମର ଶୁଟିଂ କରୁଥିବା ସମୟରେ ଅଚାନକ ରାହୁଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଏହାପୂର୍ବରୁ ମଧ୍ୟ ଅସୁସ୍ଥ ହେବା ଯୋଗୁଁ ୫୨ ବର୍ଷୀୟ ରାହୁଲ ନାନାବତୀ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ପ୍ରୋଗ୍ରେସିଭ୍‌ ବ୍ରେନ୍‌ ଷ୍ଟ୍ରୋକ […]

r33

r33

Hemant Lenka
  • Published: Monday, 30 November 2020
  • Updated: 30 November 2020, 08:20 AM IST

Sports

Latest News

ମୁମ୍ୱାଇ : ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଆଶିକି’ରେ ଅଭିନୟ କରି ବଲିଉଡ୍‌ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ରାହୁଲ ରୟ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଛନ୍ତି। କାରଗିଲରେ ଫିଲ୍ମର ଶୁଟିଂ କରୁଥିବା ସମୟରେ ଅଚାନକ ରାହୁଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ଏହାପୂର୍ବରୁ ମଧ୍ୟ ଅସୁସ୍ଥ ହେବା ଯୋଗୁଁ ୫୨ ବର୍ଷୀୟ ରାହୁଲ ନାନାବତୀ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ପ୍ରୋଗ୍ରେସିଭ୍‌ ବ୍ରେନ୍‌ ଷ୍ଟ୍ରୋକ ଆସିବା ଯୋଗୁଁ ରାହୁଲଙ୍କୁ ଆଇସିୟୁରେ ରଖାଯାଇଛି।  ତାଙ୍କ ଟ୍ରିଟମେଣ୍ଟ ଜାରିରହିଛି ଏବଂ ଠିକ୍‌ ହେବା ପାଇଁ ସମୟ ଲାଗିବ।

ରାହୁଲଙ୍କର ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଲିଉଡର ବିଭିନ୍ନ କଳାକାର ଓ ଫ୍ୟାନ୍ସ ରାହୁଲ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି’ରେ ରାହୁଲ ଡେବ୍ୟୁ କରିଥିଲେ। ଫିଲ୍ମଟି ସୁପରହିଟ୍ ହେବା ପରେ ରାହୁଲ ୪୭ଟି ଫିଲ୍ମରେ ସାଇନ୍‌ କରିଥିଲେ। ହେଲେ କୌଣସି ଫିଲ୍ମରେ ସଫଳତା ପାଇପାରିନଥିଲେ। ଏହାପରେ ରାହୁଲ ‘ବିଗବସ୍‌’ ସିଜନ୍‌-୧ର ଟାଇଟଲ୍‌ ଜିତି ଚର୍ଚ୍ଚାରେ ରହିଥିଲେ।

ଲମ୍ୱା ସମୟ ଧରି ଅଭିନୟଠାରୁ ଦୂରେଇ ରହିଥିବା ରାହୁଲଙ୍କୁ ଫ୍ୟାନ୍ସ ‘LAC- Live the Battle’ ଫିଲ୍ମରେ ଦେଖିବାକୁ ପାଇଥା’ନ୍ତେ। ଯାହାର ଶୁଟିଂରେ କାରଗିଲ୍‌ରେ କରାଯାଉଛି। କିନ୍ତୁ ରାହୁଲ ଅସୁସ୍ଥ ହେବା ପରେ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story