ଅଭିନେତା ରାଜପାଲ ଯାଦବଙ୍କ ଗାଡ଼ି ଧକ୍କାରେ ଛାତ୍ର ଆହତ, ମାମଲା ରୁଜୁ

ମୁମ୍ବାଇ: ଆଇନ ଜାଲରେ ଫସିଲେ ବଲିଉଡର ଫେମସ ହାସ୍ୟ ଅଭିନେତା ରାଜପାଲ ଯାଦବ। ତାଙ୍କ ନାଁରେ ରୁଜୁ ହେଲା ମାମଲା। ରାଜପାଲ ଯାଦବ ଫିଲ୍ମ ଶୁଟିଂ ବେଳେ ଏକ ସ୍କୁଟର ଚଳାଉଥିଲେ। ଏହି ସ୍କୁଟର ଧକ୍କାରେ ଜଣେ ଛାତ୍ର ଆହତ ହୋଇଛି। ଏନେଇ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ରାଜପାଲ ଯାଦବ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରୟାଗରାଜରେ ଶୁଟିଂ କରୁଥିଲେ। ଏହି ସମୟରେ ତାଙ୍କୁ ସ୍କୁଟର ଚଳାଇବାକୁ ପଡିଥିଲା। ତେବେ ସ୍କୁଟର […]

Rajpal Yadav

Rajpal Yadav

Madhupriya Mistry
  • Published: Wednesday, 14 December 2022
  • Updated: 14 December 2022, 02:23 PM IST

Sports

Latest News

ମୁମ୍ବାଇ: ଆଇନ ଜାଲରେ ଫସିଲେ ବଲିଉଡର ଫେମସ ହାସ୍ୟ ଅଭିନେତା ରାଜପାଲ ଯାଦବ। ତାଙ୍କ ନାଁରେ ରୁଜୁ ହେଲା ମାମଲା। ରାଜପାଲ ଯାଦବ ଫିଲ୍ମ ଶୁଟିଂ ବେଳେ ଏକ ସ୍କୁଟର ଚଳାଉଥିଲେ। ଏହି ସ୍କୁଟର ଧକ୍କାରେ ଜଣେ ଛାତ୍ର ଆହତ ହୋଇଛି। ଏନେଇ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ରାଜପାଲ ଯାଦବ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରୟାଗରାଜରେ ଶୁଟିଂ କରୁଥିଲେ। ଏହି ସମୟରେ ତାଙ୍କୁ ସ୍କୁଟର ଚଳାଇବାକୁ ପଡିଥିଲା। ତେବେ ସ୍କୁଟର ଚଳାଇବା ବେଳେ ତାଙ୍କ ଗାଡି ଧକ୍କାରେ ଜଣେ ଛାତ୍ର ଆହତ ହୋଇଛି। ଏହି ଘଟଣା ପରେ ଛାତ୍ରଜଣକ କର୍ଣ୍ଣେଲଗଞ୍ଜ ପୁଲିସରେ ଏତଲା ଦେବା ସହ ଫିଲ୍ମର ପୂରା ଟିମ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଶୁଟିଂ ଚାଲିଥିଲା। ଏହି ସମୟରେ ଛାତ୍ରଙ୍କ ସମେତ କିଛି ଲୋକ ଫିଲ୍ମ ଶୁଟିଂରେ ବାଧା ସୃଷ୍ଟି କରୁଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି ରାଜପାଲ ଯାଦବ। କର୍ଣ୍ଣେଲଗଞ୍ଜ ପୁଲିସ ଷ୍ଟେସନର ଇନ୍‌ଚାର୍ଜ ରାମ ମୋହନ ରାୟ କହିଛନ୍ତି ଯେ, ଯେଉଁ ସ୍କୁଟର ଅଭିନେତା ଚଳାଉଥିଲେ ତାହା ପୁରୁଣା। ସ୍କୁଟରର କ୍ଲଚ୍ ତାର ଭାଙ୍ଗିବା ପରେ ଅଭିନେତା ନିୟନ୍ତ୍ରଣ ହରାଇ ଛାତ୍ରଙ୍କୁ ଧକ୍କା ଦେଇଥିଲେ। ଛାତ୍ରଙ୍କୁ ସାମାନ୍ୟ ଆଘାତ ଲାଗିଛି।

ହାସ୍ୟ ଅଭିନେତା ରାଜପାଲ ଯାଦବ ଏବଂ ତାଙ୍କ ଟିମ୍ ଲକ୍ଷ୍ମୀ ଟକିଜ୍ କ୍ରସିଂ ନିକଟରେ ସେମାନଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ସୁଟିଂ ଦେଖିବାକୁ ଛାତ୍ରଙ୍କ ସମେତ କିଛି ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story