ସୀମା ଟପିଲେ ରାଜୁଙ୍କ ଫ୍ୟାନ୍‌, ଆଇସିୟୁ ଭିତରେ ଧସେଇ ପଶିଲେ

ନୂଆଦିଲ୍ଲୀ: ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ସେ ଦୀର୍ଘ ଦିନ ହେବ ଅସୁସ୍ତ ଅଛନ୍ତି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି। ଲଗାତାର ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧକ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛନ୍ତି। ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ତାହା ଜାଣିବା ପାଇଁ ସୋଶାଲ ମିଡିଆରେ ଫ୍ୟାନ୍‌ମାନେ ମଧ୍ୟ ଉତ୍ସୁକ ଅଛନ୍ତି। ଏଯାଏଁ କମେଡିଆନ୍‌ ରାଜୁଙ୍କ ଚେତା ଫେରିନି। ଏହାରି ଭିତରେ ରାଜୁଙ୍କ ଜଣେ ହାର୍ଡକୋର୍‌ ଫ୍ୟାନ୍ ସୀମା ଟପିଛନ୍ତି। […]

Raju shrivastav

Raju shrivastav

Madhupriya Mistry
  • Published: Wednesday, 24 August 2022
  • Updated: 24 August 2022, 01:50 PM IST

Sports

Latest News

ନୂଆଦିଲ୍ଲୀ: ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ସେ ଦୀର୍ଘ ଦିନ ହେବ ଅସୁସ୍ତ ଅଛନ୍ତି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି। ଲଗାତାର ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧକ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛନ୍ତି। ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ତାହା ଜାଣିବା ପାଇଁ ସୋଶାଲ ମିଡିଆରେ ଫ୍ୟାନ୍‌ମାନେ ମଧ୍ୟ ଉତ୍ସୁକ ଅଛନ୍ତି। ଏଯାଏଁ କମେଡିଆନ୍‌ ରାଜୁଙ୍କ ଚେତା ଫେରିନି। ଏହାରି ଭିତରେ ରାଜୁଙ୍କ ଜଣେ ହାର୍ଡକୋର୍‌ ଫ୍ୟାନ୍ ସୀମା ଟପିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ପାଖକୁ ଯିବା ପାଇଁ ଆଇସିୟୁ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ଦିନ ରାଜୁ ଶ୍ରୀବାସ୍ତବ ଯେଉଁ ଆଇସିୟୁରେ ଭର୍ତ୍ତି ଥିଲେ, ସେଠାକୁ ଜଣେ ଅଜଣା ବ୍ୟକ୍ତି ବିନା କହାର ଅନୁମତିରେ ପ୍ରବେଶ କରିଥିଲେ। କେବଳ କଥା ଏତିକିରେ ସରିନଥିଲା, ସେ ରାଜୁ ଶ୍ରୀବାସ୍ତବଙ୍କ ସହ ସେଲ୍ଫି ଉଠାଇବା ପାଇଁ ମଧ୍ୟ ଚେଷ୍ଠା କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ହସ୍ପିଟାଲ ଷ୍ଟାଫ୍‌ ତାଙ୍କୁ ଏଭଳି କରିବା ପାଇଁ ଅଟକାଇଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ଘଟଣା ପରେ ଆଇସିୟୁର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଉକ୍ତ ବ୍ୟକ୍ତି ଜଣକ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍‌ ବୋଲି ନିଜକୁ କହୁଥିବା ସୂଚନା ମିଳିଛି।

ସେପଟେ କମେଡିଆନ୍‌ ରାଜୁଙ୍କୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ରାଜୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି, ସେ ରେସ୍‌ପଣ୍ଡ କରୁଛନ୍ତି। ତାଙ୍କ ଶରୀରର ମୁଭମେଣ୍ଟ ପୂର୍ବାପେକ୍ଷା ଭଲ ରହିଛି। ତାଙ୍କ ରକ୍ତଚାପ ମଧ୍ୟ ଠିକ୍‌ ଅଛନ୍ତି। ଅକ୍ସିଜେନ୍‌ ସପ୍ଲାଏକୁ ମଧ୍ୟ ୧୦ ପ୍ରତିଶତ କମ୍‌ କରି ଦିଆଯାଇଛି।

ଅଗଷ୍ଟ ୧୦ ତାରିଖରୁ ରାଜୁ ଶ୍ରୀବାସ୍ତ ଅସୁସ୍ଥ ଅଛନ୍ତି। ହୃଦ୍‌ଘାତ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଗତ କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କେହି ଜଣେ ସୋସାଲ ମିଡିଆରେ ଗୁଜବ ସୃଷ୍ଟି କରିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଏଭଳି ଗୁଜବ ସୃଷ୍ଟି ନକରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଭିଡିଓ ଜାରି କରି ସେ ସୁସ୍ଥ ଥିବା ନେଇ ସେମାନେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story