ଆଲିଆଙ୍କ ପରେ ଏବେ ମା' ହେବାକୁ ଉଛନ ରାଖୀ

ମୁମ୍ବାଇ: ବି-ଟାଉନ୍‌ରେ ଏବେ ଆଲିଆ ଭଟ୍ଟ ମା’ ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି। ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏବେ ସମସ୍ତେ କପୁର ପରିବାରର କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ବଲିଉଡର ‘ଡ୍ରାମା କୁଇନ୍‌’ ରାଖୀ ସାୱନ୍ତ ମଧ୍ୟ ବିବାହ ନକରି ମା’ ହେବାକୁ ଉଛନ ହୋଇପଡିଛନ୍ତି। ସେ ମଧ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ […]

Raklhi Shawant

Raklhi Shawant

Madhupriya Mistry
  • Published: Wednesday, 29 June 2022
  • Updated: 29 June 2022, 12:42 PM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ରେ ଏବେ ଆଲିଆ ଭଟ୍ଟ ମା' ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି। ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏବେ ସମସ୍ତେ କପୁର ପରିବାରର କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ବଲିଉଡର ‘ଡ୍ରାମା କୁଇନ୍‌’ ରାଖୀ ସାୱନ୍ତ ମଧ୍ୟ ବିବାହ ନକରି ମା' ହେବାକୁ ଉଛନ ହୋଇପଡିଛନ୍ତି। ସେ ମଧ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା କହିଛନ୍ତି। ଭିଡିଓରେ ରାଖୀ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନଙ୍କ ସହ ହସ୍ପିଟାଲରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। ବାହାରକୁ ଆସିବା ପରେ ତାଙ୍କୁ ଫଟୋଗ୍ରାଫରମାନେ ଘେରି ଯାଉଛନ୍ତିଏବଂ ଆଲିଆଙ୍କ ଗର୍ଭଧାରଣ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ସେହି ସମୟରେ ରାଖୀ କହୁଛନ୍ତି, 'ମୁଁ କେବେ ମା' ହେବି? ମୋ ଜୀବନରେ କେବେ ଖୁସି ଖବର ଆସିବ? ବିବାହ ପୂର୍ବରୁ ଆସିଲେ ବି କୌଣସି ଅସୁବିଧା ନାହିଁ। ଖୁସିଖବର ଆସିବା ପରେ ହିଁ ମୁଁ ବିବାହ କରିବି ବୋଲି କହୁଛନ୍ତି।'

କେବଳ ସେତିକି ନୁହେଁ ତାଙ୍କ ଗର୍ଭରୁ ଜନ୍ମ ହେବା ଛୁଆ କେମିତି ହେବ ସେ ନେଇ ମଧ୍ୟ ଉତ୍ତର ରଖିଛନ୍ତି ରାଖୀ। ସେ କହିଛନ୍ତି, 'ମୁଁ କେବଳ ଜାଣେ ଯେ ମୋ ଗର୍ଭରୁ ଯିଏ ଜନ୍ମ ହେବ ସେ ଗୋଟିଏ ମହାନ ତଥା ପ୍ରଭାବଶାଳୀ ହେବ। ଯାହା ଫଳରେ ସେ ଦେଶକୁ ବଞ୍ଚାଇବ। କାରଣ ତୁମେମାନେ ଜାଣିଛ ମୁଁ ଜଣେ ଭଲ ଝିଅ।' କହିବାକୁ ଗଲେ ରାଖୀ ସାୱନ୍ତ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନ ଦୁରାନୀଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିବା ନେଇ ଏକ ବାର୍ତ୍ତାଳାପରେ ନିଶ୍ଚିତ କରିଥିଲେ। ସେ କହିଥିଲେ ଯେ ହଁ, ଆଦିଲ ଏବଂ ମୁଁ ଏକାଠି ରହୁଛି।

ରାଖୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ପୁଣି ଥରେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ଲୋକେ ରାଖୀଙ୍କ ପ୍ରଭାବଶାଳୀ ଛୁଆ ଜନ୍ମ କରିବା କଥାକୁ ନେଇ ଟାହିଟାପରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story