ରଣବୀର-ଆଲିଆଙ୍କୁ ଘାରିଲା ଫୁଟବଲ୍ ଫିବର୍‌

ମୁୁମ୍ବାଇ: ବଲିଉଡର ପାୱାରଫୁଲ୍ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ। ନିକଟରେ ମା-ବାପା ହୋଇଥିବା ଏହି ଷ୍ଟାର୍ କପଲଙ୍କୁ ଏବେ ଘାରିଛି ଫୁଟବଲ ଫିବର୍। ଫୁଟବଲ ଷ୍ଟାଡିୟମ୍‌ରେ ଏକାଠି ନଜର ଆସିଛନ୍ତି ରଣବୀର-ଆଲିଆ। ନିକଟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଇଣ୍ଡିଆନ ସୁପର ଲିଗ ଅଫ ଇଣ୍ଡିଆର ଏକ ମ୍ୟାଚ୍ ମୁମ୍ବାଇ ଏଫ୍ସି ବନାମ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିଲା। ରଣବୀର-ଆଲିଆ ମୁମ୍ବାଇ ଏଫସିର ମନୋବଳ […]

ranbir-and-alia

ranbir-and-alia

Madhupriya Mistry
  • Published: Monday, 09 January 2023
  • Updated: 09 January 2023, 04:28 PM IST

Sports

Latest News

ମୁୁମ୍ବାଇ: ବଲିଉଡର ପାୱାରଫୁଲ୍ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ। ନିକଟରେ ମା-ବାପା ହୋଇଥିବା ଏହି ଷ୍ଟାର୍ କପଲଙ୍କୁ ଏବେ ଘାରିଛି ଫୁଟବଲ ଫିବର୍। ଫୁଟବଲ ଷ୍ଟାଡିୟମ୍‌ରେ ଏକାଠି ନଜର ଆସିଛନ୍ତି ରଣବୀର-ଆଲିଆ।

ନିକଟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଇଣ୍ଡିଆନ ସୁପର ଲିଗ ଅଫ ଇଣ୍ଡିଆର ଏକ ମ୍ୟାଚ୍ ମୁମ୍ବାଇ ଏଫ୍ସି ବନାମ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିଲା। ରଣବୀର-ଆଲିଆ ମୁମ୍ବାଇ ଏଫସିର ମନୋବଳ ବଢାଇବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରଣବୀର ଫୁଟବଲକୁ ବହୁତ ଭଲ ପାଆନ୍ତି। ଆଇଏସଏଲ ଆରମ୍ଭ ସମୟରେ ରଣବୀର ମୁମ୍ବାଇ ଫୁଟବଲ ଦଳ କିଣିଥିଲେ। ସେ ତାଙ୍କ ଫୁଟବଲ ଦଳକୁ ଚିୟର୍ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ରଣବୀରଙ୍କ ସହ ଆଲିଆ ମଧ୍ୟ ଉପସ୍ଥିତ ଥିଲେ। ମୁମ୍ବାଇ ଏଫସିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଉଭୟଙ୍କ ଫଟୋ ଶେୟାର କରାଯାଇଛି।

ରଣବୀର ମୁମ୍ବାଇ ଏଫସିର ଜ୍ୟାକେଟ, କ୍ୟାପ, ବ୍ଲୁ ଜିନ୍ସ ଏବଂ ଧଳା ସ୍ନିକର୍ ପିନ୍ଧିଛନ୍ତି। ଅନ୍ୟପକ୍ଷରେ, ଆଲିଆ ମଧ୍ୟ କଳା ଜ୍ୟାକେଟ୍‌, ଜିନ୍ସ ଏବଂ ଧଳା ସ୍ନିକର୍ ପିନ୍ଧିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରଣବୀରଙ୍କ ଦଳ ଜିତିଛି। ମୁମ୍ବାଇ ଦଳ କେରଳ ଦଳକୁ ୪-୦ରେ ପରାସ୍ତ କରିଛି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story