ଜଙ୍ଗଲ ଭିତରେ ଫସିଲେ ରଣବୀର, ପଛରେ ପଡ଼ିଲା ଭାଲୁ

ମୁମ୍ବାଇ: ଘଞ୍ଚ ଜଙ୍ଗଲ ଭିତରେ ଫସିଲେ ବଲିଉଡର ବାଜିରାଓ। ଜଙ୍ଗଲର ପଶୁପକ୍ଷୀଙ୍କ ମଧ୍ୟରେ ରଣବୀର ସିଂହ ଫସିଗଲେ। ବି-ଟାଉନର ଚାକଚମକ ଷ୍ଟାରଡମ୍‌ ପରେ ଏବେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛି ଆଡଭେଞ୍ଚର। କେତେବେଳେ ସେ ପାହାଡ ଚଢ଼ୁଛନ୍ତି ତ ଆଉ କେତେବେଳେ ଜଙ୍ଗଲୀ ଭାଲୁ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏବେ ଜଙ୍ଗଲ ଭିତରେ ସର୍‌ଭାଇବ୍‌ କରିବେ ରଣବୀର। କେବଳ ସେତିକି ନୁହେଁ ତାଙ୍କର ରିଅଲ ଷ୍ଟଣ୍ଟ […]

Ranveer Singh

Ranveer Singh

Madhupriya Mistry
  • Published: Saturday, 11 June 2022
  • Updated: 11 June 2022, 03:04 PM IST

Sports

Latest News

ମୁମ୍ବାଇ: ଘଞ୍ଚ ଜଙ୍ଗଲ ଭିତରେ ଫସିଲେ ବଲିଉଡର ବାଜିରାଓ। ଜଙ୍ଗଲର ପଶୁପକ୍ଷୀଙ୍କ ମଧ୍ୟରେ ରଣବୀର ସିଂହ ଫସିଗଲେ। ବି-ଟାଉନର ଚାକଚମକ ଷ୍ଟାରଡମ୍‌ ପରେ ଏବେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛି ଆଡଭେଞ୍ଚର। କେତେବେଳେ ସେ ପାହାଡ ଚଢ଼ୁଛନ୍ତି ତ ଆଉ କେତେବେଳେ ଜଙ୍ଗଲୀ ଭାଲୁ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏବେ ଜଙ୍ଗଲ ଭିତରେ ସର୍‌ଭାଇବ୍‌ କରିବେ ରଣବୀର। କେବଳ ସେତିକି ନୁହେଁ ତାଙ୍କର ରିଅଲ ଷ୍ଟଣ୍ଟ ମଧ୍ୟ ଦେଖିବାକୁ ମିଳିବ। କୁଲ୍‌ ସ୍ୱାଗ୍‌ ଓ ଫେମ୍‌ ପାଇଁ ପ୍ରସିଦ୍ଧ ଥିବା ରଣବୀର ସିଂହଙ୍କ ଡେରିଂ ଅନ୍ଦାଜ ଆପଣମାନେ ଏହା ପୂର୍ବରୁ କେବେ ଦେଖିନଥିବେ। ଖୁବଶୀଘ୍ର ରଣବୀର ମୋଷ୍ଟ ପପୁଲାର ବେୟର ଗ୍ରିଲ୍ସଙ୍କ ଶୋ' 'ମ୍ୟାନ୍‌ ଭର୍ସେଜ୍‌ ୱାଇଲ୍ଡ'ରେ ନଜର ଆସିବେ। ଏଥିପାଇଁ ସ୍ୱତନ୍ତ୍ର ରୂପେ ଏହି ଶୋ'ର ନାକୁ ଏବେ 'ରଣବୀର ଭର୍ସେଜ ୱାଇଲ୍ଡ' ନାଁ ଦିଆଯାଇଛି। ଯେଉଁଠି ବେୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଚକ୍କର ଫସିଯାଇଛନ୍ତି ରଣବୀର।

ରଣବୀର ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଶୋ'ର ପ୍ରଥମ ଟିଜର ଶେଆର କରିଛନ୍ତି। ଟିଜରରେ ରଣବୀର ନିଜର ଦେଶୀ ସ୍ୱାଗ୍‌ ଦେଖାଉଥିବା ନଜର ଆସିଛନ୍ତି। ଜଙ୍ଗଲୀ ପଶୁଙ୍କ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ରଣବୀର କସ୍‌ରତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବେୟର ଗ୍ରିଲ୍ସଙ୍କ ଏହି ଆଡଭେଞ୍ଚର ଶୋ' ପାଇଁ ତାଙ୍କ ଅବସ୍ଥା ଢ଼ିଲା ହୋଇଯାଇଛି। କେତେବେଳେ ସେ ଭୟଭୀତ ହୋଇପଡୁଥିବା ନଜର ଆସିଛନ୍ତି ତ ଆଉ କେତେବେଳେ ସେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରମୋରେ ରଣବୀର  ଡ୍ୟାନ୍ସ କରିବା ସହ 'ବଟନ୍‌ ଦବାନ୍ତୁ ଓ ମୋ ଜୀବନ ବଞ୍ଚାନ୍ତୁ' କହିଛନ୍ତି।

ଆସନ୍ତା ଜୁଲାଇ ୮ ତାରିଖରୁ 'ରଣବୀର ସିଂହ ଭର୍ସେଜ ୱାଇଲ୍ଡ' ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବ। ଏହି ଶୋ'ର ଶୁଟିଂ ପାଇଁ ରଣବୀର ଜୁଲାଇ ୨୦୨୧ରେ ସର୍ବିଆ ଯାଇଥିଲେ। ରଣବୀରଙ୍କ ପୂର୍ବରୁ ବେୟର ଗ୍ରିଲ୍ସଙ୍କ ଶୋ'ରେ ରଜନୀକାନ୍ତ, ଅକ୍ଷୟ କୁମାର, ଅଜୟ ଦେବଗନ, ବିକି କୌଶଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନଜର ଆସି ସାରିଛନ୍ତି।

View this post on Instagram

A post shared by Netflix India (@netflix_in)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story