ସିବିଆଇ ଅଫିସରେ ପୁଣିଥରେ ରିଆ

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ଆଜି ପୁଣିଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ବାନ୍ଧବୀ ରିଆ ଚକ୍ରବର୍ତ୍ତୀ। ସିବିଆଇ ଯାଞ୍ଚକୁ ଆଜି ଆଠ ଦିନ ପୂରଣ ହୋଇଛି। ସିବିଆଇର ସମନ ପାଇବା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ରିଆ ଚକ୍ରବର୍ତ୍ତୀ DRDO ଗେଷ୍ଟ ହାଉସରେ ସିବିଆଇ ନିକଟରେ ପହଞ୍ଚିଛନ୍ତି। ରିଆଙ୍କୁ ପଚରାଉଚରା ଜାରି ରହିଛି। ଗୁରୁବାର ସିବିଆଇ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଧରି ମାରାଥନ୍‌ ଜେରା […]

tttt

tttt

Puspanjali Panda
  • Published: Friday, 28 August 2020
  • Updated: 28 August 2020, 11:39 AM IST

Sports

Latest News

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ଆଜି ପୁଣିଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ବାନ୍ଧବୀ ରିଆ ଚକ୍ରବର୍ତ୍ତୀ। ସିବିଆଇ ଯାଞ୍ଚକୁ ଆଜି ଆଠ ଦିନ ପୂରଣ ହୋଇଛି।

ସିବିଆଇର ସମନ ପାଇବା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ରିଆ ଚକ୍ରବର୍ତ୍ତୀ DRDO ଗେଷ୍ଟ ହାଉସରେ ସିବିଆଇ ନିକଟରେ ପହଞ୍ଚିଛନ୍ତି। ରିଆଙ୍କୁ ପଚରାଉଚରା ଜାରି ରହିଛି।

ଗୁରୁବାର ସିବିଆଇ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଧରି ମାରାଥନ୍‌ ଜେରା କରିଥିଲା। ସେହିପରି ଗତକାଲି ରିଆଙ୍କ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପଚରାଉଚରା କରିଥିଲା।

ଅନ୍ୟପଟେ ଗତକାଲି ନ୍ୟୁଜ୍‌ ଚାନେଲ୍‌ ଆଜତକ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ରିଆ ନିଜକୁ ନିର୍ଦ୍ଦୋଷୀ ବୋଲି କହି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖ ଦିନ ସୁଶାନ୍ତଙ୍କ ମୃତ୍ୟୁ ପରେ ସେଠାରେ ଉପସ୍ଥିତ ଥିବା ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ମ୍ୟାନେଜର ସାମୁଏଲ ମିରାଣ୍ଡା, ନିରଜ, କେଶବ ଓ ଦିପେଶଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିବ। ଆଗାମୀ ଦିନରେ ରିଆ ଓ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ମୁହାମୁହିଁ ଜେରା କରିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story