ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ଏମିତି କହିଲେ ରିଆ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ନିକଟରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ସରିଛି। ତେବେ ତାଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସହ ଏକ ନୋଟ୍ ମଧ୍ୟ ପୋଷ୍ଟ କରିଛନ୍ତି। ରିଆ ଚକ୍ରବର୍ତ୍ତୀଙ୍କ ପାଇଁ ବର୍ଷ ୨୦୨୦ ବେଶ ଖରାପ ଥିଲା। ନିଜ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କୁ ସେ ହରାଇଥିଲେ। ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ହାତ […]

Rhea Chakraborty

Rhea Chakraborty

Madhupriya Mistry
  • Published: Wednesday, 23 June 2021
  • Updated: 23 June 2021, 01:19 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ନିକଟରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ସରିଛି। ତେବେ ତାଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସହ ଏକ ନୋଟ୍ ମଧ୍ୟ ପୋଷ୍ଟ କରିଛନ୍ତି।

ରିଆ ଚକ୍ରବର୍ତ୍ତୀଙ୍କ ପାଇଁ ବର୍ଷ ୨୦୨୦ ବେଶ ଖରାପ ଥିଲା। ନିଜ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କୁ ସେ ହରାଇଥିଲେ। ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ଅଭିଯୋଗ ଉଠିଥିଲା। ଏହି ମାମଲାରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଥିଲା। ତେବେ ଜେଲ୍‌ରୁ ବାହାରୁ ଆସିବା ପରେ ରିଆ ଲାଇମ୍ ଲାଇଟ୍ ଠାରୁ ଦୂରେଇ ରହିଛନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ମଧ୍ୟ ଏତେଟା ଆକ୍ଟିଭ ନାହାନ୍ତି। ତେବେ ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ସୋଶାଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରିବା ସହ ଏକ ସୁନ୍ଦର ନୋଟ ମଧ୍ୟ ଲେଖିଛନ୍ତି।

[caption id="attachment_653181" align="aligncenter" width="650"] ରିଆ ନିଜ ଇନ୍‌ଷ୍ଟାଗ୍ରାମରେ ନିଜ ପିଲା ଦିନର ଫଟୋ ପୋଷ୍ଟ କରିଛନ୍ତି।[/caption]

ରିଆ ନିଜ ଇନ୍‌ଷ୍ଟାଗ୍ରାମରେ ନିଜ ପିଲା ଦିନର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏମିତି ହିଁ ଦିନେ ମୁଁ ଝଡ ତୋଫାନରୁ ଉଡିବା ଶିଖିଗଲି, କାରଣ ମୁଁ ଜାଣିଛି ସକାଳ ହେବା ପୂର୍ବରୁ ଅନ୍ଧାର ହୁଏ।’ ଅନ୍ୟ ଏକ ପୋଷ୍ଟରେ ରିଆ ଲେଖିଛନ୍ତି, ‘ମୋତେ ଲାଗୁଥିଲା ମୋ ମା’ ମୋତେ ଚାଲିବା ଶିଖାଉଛନ୍ତି, କିନ୍ତୁ କାହାକୁ ଜଣାଥିଲା ଯେ, ମୁଁ ଦିନେ ଉଡିବା ଶିଖିଯିବି।’

ସୂଚନା ମୁତାବକ ୨୦୨୦ ଜୁନ୍ ୧୪ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ସୁଶାନ୍ତଙ୍କ ବାପା ଅଭିନେତ୍ରୀ ରିଆଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିଥିଲେ। ଏଥିସହ ରିଆଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ମାଲରେ ଜଡିତ ଡ୍ରଗ୍ସ କେସ୍‌ରେ ଏନ୍‌ସିବି ଗିରଫ କରିଥିଲା। ଜେଲ୍‌ରେ ମାସେ ରହିବା ପରେ ସେ ଜାମିନରେ ମୁକୁଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story