ଅଲୀ-ରୁଚାଙ୍କ ପଡିବ ହାତଗଣ୍ଠି: ରାଜସ୍ଥାନରୁ ଆସିଲା ମେହେନ୍ଦୀ

ମୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବାକୁ ଯାଉଛନ୍ତି ଅଭିନେତା ଅଲୀ ଫେଜଲ୍‌ ଓ ରୁଚା ଚଡ୍ଡା। ଆଉ ଦୁଇ ଦିନ ପରେ ପଡିବ ହାତଗଣ୍ଠି। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ତେବେ ମେହେନ୍ଦୀ ପ୍ରୋଗ୍ରାମ ପାଇଁ ରାଜସ୍ଥାନରୁ ମେହେନ୍ଦୀ ଆସିଛି। ସ୍ୱତନ୍ତ୍ର ବରାଦ ଦେଇ ରାଜସ୍ଥାନରୁ ମେହେନ୍ଦୀ କଳାକାରଙ୍କୁ ଡକାଯାଇଛି। ଆସନ୍ତାକାଲି ମେହେନ୍ଦୀ ସେରେମୋନି ଆୟୋଜିତ ହେବ। ସେହିପରି ପୁରୁଣା ଦିଲ୍ଲୀରୁ ଆସିଛି ମିଠେଇ। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଚାଟ୍‌, ଟିକ୍କି […]

richa-chadha-ali-fazal

richa-chadha-ali-fazal

Madhupriya Mistry
  • Published: Thursday, 29 September 2022
  • Updated: 29 September 2022, 01:30 PM IST

Sports

Latest News

ମୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବାକୁ ଯାଉଛନ୍ତି ଅଭିନେତା ଅଲୀ ଫେଜଲ୍‌ ଓ ରୁଚା ଚଡ୍ଡା। ଆଉ ଦୁଇ ଦିନ ପରେ ପଡିବ ହାତଗଣ୍ଠି। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି।

ତେବେ ମେହେନ୍ଦୀ ପ୍ରୋଗ୍ରାମ ପାଇଁ ରାଜସ୍ଥାନରୁ ମେହେନ୍ଦୀ ଆସିଛି। ସ୍ୱତନ୍ତ୍ର ବରାଦ ଦେଇ ରାଜସ୍ଥାନରୁ ମେହେନ୍ଦୀ କଳାକାରଙ୍କୁ ଡକାଯାଇଛି। ଆସନ୍ତାକାଲି ମେହେନ୍ଦୀ ସେରେମୋନି ଆୟୋଜିତ ହେବ। ସେହିପରି ପୁରୁଣା ଦିଲ୍ଲୀରୁ ଆସିଛି ମିଠେଇ। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଚାଟ୍‌, ଟିକ୍କି ଓ ଅନେକଗୁଡିଏ ଷ୍ଟ୍ରିଟ୍‌ ଫୁଡ୍‌ କାଉଣ୍ଟର କରାଯାଇଛି।

ରୁଚା ଓ ଅଲୀଙ୍କ ସଙ୍ଗୀତ ସମାରୋହରେ ୧୦୦ ଜଣ ବନ୍ଧୁ ବାନ୍ଧବ ସାମିଲ ହେବା ସମ୍ଭାବନା ରିହଛି। କକ୍‌ଟେଲ ପାର୍ଟିରେ ୧୫୦ରୁ ୨୦୦ ବନ୍ଧୁବାନ୍ଧବ ସାମିଲ ହେବେ। ମେହେନ୍ଦୀ ସେରେମୋନି ବେଳେ ଲୋକ ଗାୟକମାନେ ମଧ୍ୟ ଉପସ୍ଥିତ ରହିବେ। ଆଜିଠୁ ଏହି ଦୁଇ ଷ୍ଟାର୍‌ କପଲ୍‌ଙ୍କ ବିବାହ ସମାରୋହ ଆରମ୍ଭ ହେବାକୁ ଯାଉଛି।

ଅଲୀ-ରୁଚା ବିବାହ ପରେ ମୁମ୍ବାଇରେ ରିସେପ୍‌ସନ୍‌ ପାର୍ଟି ଦେବେ। ଏଥିରେ ବହୁ ବଲିଉଡ କଳାକାରଙ୍କ ସମେତ ହଲିଉଡର ଷ୍ଟାର୍‌ ଜୁଡି ଡେଞ୍ଚ ଓ ଜେରାର୍ଡ ବଟଲର୍‌ ସାମିଲ ହେବା ନେଇ ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story