ବାଜିବ ଶାହାନାଇ, ବିବାହ କରିବେ ରିଚା-ଅଲ୍ଲି

ମୁମ୍ବାଇ: ବଲିଉଡରେ ପୁଣି ବାଜିବ ଶାହାନାଇ। ବିବାହ କରିବେ ଦୁଇ ଷ୍ଟାର୍‌ କପଲ। ହାତକୁ ଦି ହାତ ହେବେ ଅଭିନେତ୍ରୀ ରିଚା ଚଡ୍ଡା ଓ ଅଲ୍ଲି ଫୈଜଲ। ଚଳିତ ମାସରେ ହିଁ ସାତ ଫେରା ନେବେ ଏହି ଯୋଡି। ଏଥିପାଇଁ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି। ରିଚା ଚଡ୍ଡା ଏବଂ ଅଲ୍ଲି ଫୈଜଲ ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲେ। ସେମାନଙ୍କ ବିବାହର ଖବର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛି। ଗତ ବର୍ଷ କୁହାଯାଉଥିଲା ଯେ ଉଭୟ […]

Richa and Alli

Richa and Alli

Madhupriya Mistry
  • Published: Wednesday, 07 September 2022
  • Updated: 07 September 2022, 01:33 PM IST

Sports

Latest News

ମୁମ୍ବାଇ: ବଲିଉଡରେ ପୁଣି ବାଜିବ ଶାହାନାଇ। ବିବାହ କରିବେ ଦୁଇ ଷ୍ଟାର୍‌ କପଲ। ହାତକୁ ଦି ହାତ ହେବେ ଅଭିନେତ୍ରୀ ରିଚା ଚଡ୍ଡା ଓ ଅଲ୍ଲି ଫୈଜଲ। ଚଳିତ ମାସରେ ହିଁ ସାତ ଫେରା ନେବେ ଏହି ଯୋଡି। ଏଥିପାଇଁ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି।

ରିଚା ଚଡ୍ଡା ଏବଂ ଅଲ୍ଲି ଫୈଜଲ ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲେ। ସେମାନଙ୍କ ବିବାହର ଖବର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛି। ଗତ ବର୍ଷ କୁହାଯାଉଥିଲା ଯେ ଉଭୟ ବିବାହ ବନ୍ଧନ ବାନ୍ଧି ହେବେ। କିନ୍ତୁ ପରେ କରୋନା ଯୋଗୁଁ ଉଭୟଙ୍କ ବିବାହ ବାତିଲ ହୋଇଥିଲା। ଏବେ ପୁଣିଥରେ ସେମାନଙ୍କ ବିବାହର ଖବର ଚର୍ଚ୍ଚାକୁ ଆସିଛି। ଚଳିତ ମାସ ଶେଷ ସୁଦ୍ଧା ଏମାନେ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଉତ୍ସବ ୫ ଦିନ ଧରି ଚାଲିବ। ଏହା ବ୍ୟତୀତ ଉଭୟ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ମଧ୍ୟ ଦେବେ।

Ali Fazal, Richa Chadha's wedding reception to host around 400 guests. More  details inside - Movies News

ରିପୋର୍ଟ ଅନୁଯାୟୀ, ବିବାହ ଉତ୍ସବ ଦିଲ୍ଲୀରୁ ଆରମ୍ଭ ହେବ ଏବଂ ମୁମ୍ବାଇ ଯାଏଁ ଚାଲିବ। ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପ୍‌ସନ୍‌। ସେପ୍ଟେମ୍ବର ଶେଷ ଆଡକୁ ଆରମ୍ଭ ହୋଇ ଏହି ବିବାହ ଉତ୍ସବ ଅକ୍ଟୋବର ପ୍ରଥମ ସପ୍ତାହ ଯାଏଁ ଚାଲିବ। ବିବାହ ବ୍ୟତୀତ ଦୁହେଁ ପରିବାର ଓ ସାଙ୍ଗସାଥୀଙ୍କ ପାଇଁ ସଂଗୀତ ଏବଂ ମେହେନ୍ଦି ସମାରୋହର ଯୋଜନା କରିଛନ୍ତି। ସାଉଥ୍ ମୁମ୍ବାଇର ଏକ ଗ୍ରାଣ୍ଡ ହୋଟେଲରେ ଏହି ରିସେପ୍ସନ୍ ଅନୁଷ୍ଠିତ ହେବ। ଯେଉଁଥିରେ ୩୫୦-୪୦୦ ଅତିଥି ଯୋଗଦେବେ। ବଡ ବଡ ବଲିଉଡ ସେଲିବ୍ରେଟ୍ ମଧ୍ୟ ଏହି ରିସେପ୍‌ସନ୍‌ରେ ସାମିଲ୍‌ ହେବା ନେଇ ସୂଚନା ରହିଛି।

Are Richa Chadha and Ali Fazal planning to tie the knot in March 2022?  Details inside… | Hindi Movie News - Times of India

ଶେଷ ଥର ପାଇଁ 'ଲାହୋର କନଫିଡେଣ୍ଟାଲ୍' ଫିଲ୍ମରେ ନଜର ଆସିଥିଲେ ରିଚା। ସେ ଆଗକୁ ଫୁକ୍‌ରେ-୩ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଅନ୍ୟପଟେ  ଅଲ୍ଲିଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ହଲିଉଡ ଫିଲ୍ମ 'ଡେଥ୍ ଅଫ୍ ଦି ନାଇଲ୍‌'ରେ ଦେଖିବାକୁ ମିଳିଥିଲା । ଅଲ୍ଲିଙ୍କୁ ବର୍ତ୍ତମାନ 'ଫୁକ୍‌ରେ-୩' ଏବଂ 'ଖୁଫିଆ'ରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story