ଲେଡି ସିଙ୍ଘମ ସାଜିବେ ଦୀପିକା

ମୁମ୍ବାଇ: ଏଥର ଆଉ ଲଟକେ ଝଟକେ ନୁହେଁ ପୁଲିସ ପୋଷାକରେ ହୁକୁମ ଚଳାଇବେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍। ଡ୍ୟାନ୍ସ ନୁହେଁ ଏଥର ଦେଖାଇବେ ଆକ୍ସନ। ଲେଡି ସିଙ୍ଘମ ସାଜିବେ ଏହି ଡିମ୍ପଲ ଗାର୍ଲ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଲୋକପ୍ରିୟ ସିରିଜ୍ ‘କପ୍ ୟୁନିଭର୍ସ’ରେ ଏଣ୍ଟ୍ରି କରିଛନ୍ତି ଦୀପିକା ପାଦୁକୋନ। ପ୍ରଥମ ଥର ପାଇଁ ଏହି କପ୍ ୟୁନିଭର୍ସ ସିରିଜରେ ଜଣେ ମହିଳା ପୁଲିସ ଭାବେ ସେ ନଜର ଆସିବେ। ସେହିପରି ଫିଲ୍ମ ‘ସିଙ୍ଘମ୍ […]

rohit-shetty-deepika-padukone

rohit-shetty-deepika-padukone

Madhupriya Mistry
  • Published: Thursday, 08 December 2022
  • Updated: 08 December 2022, 06:27 PM IST

Sports

Latest News

ମୁମ୍ବାଇ: ଏଥର ଆଉ ଲଟକେ ଝଟକେ ନୁହେଁ ପୁଲିସ ପୋଷାକରେ ହୁକୁମ ଚଳାଇବେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍। ଡ୍ୟାନ୍ସ ନୁହେଁ ଏଥର ଦେଖାଇବେ ଆକ୍ସନ। ଲେଡି ସିଙ୍ଘମ ସାଜିବେ ଏହି ଡିମ୍ପଲ ଗାର୍ଲ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଲୋକପ୍ରିୟ ସିରିଜ୍ ‘କପ୍ ୟୁନିଭର୍ସ’ରେ ଏଣ୍ଟ୍ରି କରିଛନ୍ତି ଦୀପିକା ପାଦୁକୋନ। ପ୍ରଥମ ଥର ପାଇଁ ଏହି କପ୍ ୟୁନିଭର୍ସ ସିରିଜରେ ଜଣେ ମହିଳା ପୁଲିସ ଭାବେ ସେ ନଜର ଆସିବେ।

ସେହିପରି ଫିଲ୍ମ ‘ସିଙ୍ଘମ୍ ଏଗେନ୍‌’ରେ ପୁଣିଥରେ ବାଜିରାଓ ସିଙ୍ଘମ ଭୂମିକାରେ ନଜର ଆସିବେ ଅଜୟ ଦେବଗନ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଜୟ ଓ ଦୀପିକା ଏକାଠି ନଜର ଆସିବେ। ଦୀପିକାଙ୍କୁ ଏଥିରେ ଲେଡି ସିଙ୍ଘମ ଭୂମିକାରେ ଦେଖିବାକୁ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ଦୀପିକାଙ୍କ ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି।

୨୦୧୧ରେ ଅଜୟ ଦେବଗନ୍‌ଙ୍କ ଫିଲ୍ମ ସିଙ୍ଘମରୁ କପ୍ ୟୁନିଭର୍ସ ସିରିଜର ଆରମ୍ଭ ହୋଇଥିଲା। ଏଥିରେ ସେ ବାଜିରାଓ ସିଂଘମଙ୍କ ଭୂମିକାରେ ଅଭିନୟ କରି ସାରା ଦେଶରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ। ୨୦୧୪ରେ ‘ସିଂଘମ ରିଟର୍ଣ୍ଣସ’ ବି ଆସିଲା। ଏଥିରେ ଅଜୟଙ୍କ ସହ ନଜର ଆସିଥିଲେ କରୀନା କପୁର ଖାନ୍‌। ତେବେ କରୀନା ସେଥିରେ କେବଳ ଜଣେ ଅଭିନେତ୍ରୀ ଭାବେ ନଜର ଆସିଥିଲେ। ପ୍ରଥମ ଥର ପାଇଁ ଜଣେ ମହିଳା ରୋହିତଙ୍କ ଏହି ‘କପ୍ ୟୁନିଭର୍ସ’ରେ ପୁଲିସ୍ ଭୂମିକା ଅଭିନୟ କରିବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଛି।

ଦୀପିକାଙ୍କ ପୂର୍ବରୁ ରଣବୀର ସିଂହ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ସଂଗ୍ରାମ ଭାଲିରାଓ ଭୂମିକାରେ ନଜର ଆସିଥିଲେ। ସେହିପରି ଫିଲ୍ମ ‘ସୂର‌୍ୟ୍ୟବଂଶୀ’ରେ ପୁଲିସ୍ ଭୂମିକା‌ରେ ନଜର ଆସିଥିଲେ ଅକ୍ଷୟ କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story