ବିଗ୍‌ ବସ୍‌ ଯିବେ ରାଜ କୁନ୍ଦ୍ରା! କଲେ ହାଇ ଡିମାଣ୍ଡ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ତେବେ ଏଥର କୌଣସି କେସ୍‌ କିମ୍ବା ମାମଲାକୁ ନେଇ ନୁହେଁ, ସେ କୁଆଡେ ବିଗ୍‌ ବସ୍‌ରେ ଭାଗ ନେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜ କୁନ୍ଦ୍ରା ଲାଇମ୍‌ ଲାଇଟ୍‌ ଓ ସୋଶାଲ ମିଡିଆରୁ ଦୂରେଇ ରହିଛନ୍ତି। କିନ୍ତୁ ଏହାରି ଭିତରେ ସେ ସଲମାନ ଖାନ୍‌ଙ୍କ ଶୋ’ ବିଗ୍‌ ବସ୍‌ର ଅପ୍‌କମିଂ ସିଜନର୍‌ ଭାଗ ନେବାକୁ ଯାଉଥିବା ଶୁଣିବାକୁ […]

Raj Kundra

Raj Kundra

Madhupriya Mistry
  • Published: Thursday, 22 September 2022
  • Updated: 22 September 2022, 04:26 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ତେବେ ଏଥର କୌଣସି କେସ୍‌ କିମ୍ବା ମାମଲାକୁ ନେଇ ନୁହେଁ, ସେ କୁଆଡେ ବିଗ୍‌ ବସ୍‌ରେ ଭାଗ ନେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜ କୁନ୍ଦ୍ରା ଲାଇମ୍‌ ଲାଇଟ୍‌ ଓ ସୋଶାଲ ମିଡିଆରୁ ଦୂରେଇ ରହିଛନ୍ତି। କିନ୍ତୁ ଏହାରି ଭିତରେ ସେ ସଲମାନ ଖାନ୍‌ଙ୍କ ଶୋ' ବିଗ୍‌ ବସ୍‌ର ଅପ୍‌କମିଂ ସିଜନର୍‌ ଭାଗ ନେବାକୁ ଯାଉଥିବା ଶୁଣିବାକୁ ମିଳିଛି। ଏଥିରେ ଭାଗ ନେଇ କୁନ୍ଦ୍ର ତାଙ୍କ ଜୀବନର ଅନେକ ଖୁଲାସା କରିବେ।

ବିଗ୍‌ ବସ୍‌ର ମେକର୍ସମାନେ ରାଜ କୁନ୍ଦ୍ରା ଚଳିତ ସିଜିନ୍‌ରେ ଭାଗ ନିଅନ୍ତୁ ବୋଲି ଚାହୁଁଛନ୍ତି। ତେବେ ଏଥିପାଇଁ କୁଆଡେ ରାଜ କୁନ୍ଦ୍ର ହାଇ ଡିମାଣ୍ଡ କରିଛନ୍ତି। ସେ ଏଥିରେ ଭାଗ ନେବାକୁ ୩୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି। ହେଲେ ଏନେଇ ରାଜଙ୍କ ଠାରୁ କି ଶିଳ୍ପାଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇ ନାହିଁ।

ବଲିଉଡ ଲାଇଫର ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ରାଜ ଏବଂ ନିର୍ମାତାଙ୍କ ମଧ୍ୟ ଆଲୋଚନା ଚାଲିଛି। ରାଜ ପୂରା ସିଜିନ୍‌ ପାଇଁ ଅତି କମ୍‌ରେ ୨୦ କୋଟିରୁ ଅଧିକ ମାଗିଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ଦାବି ମଧ୍ୟ ଅଛି ଯେ ସେ ଶୋ’ରେ ଅଧିକ ସମୟ ରହିବାକୁ ଚାହୁଁଛନ୍ତି। ସେ ନିଜ ପାଇଁ ଶୋ’ରୁ କୌଣସି ଟଙ୍କା ନେବାକୁ ଚାହୁଁନାହାଁନ୍ତି। ତାଙ୍କ ପାଖରେ ଏବଂ ଶିଳ୍ପାଙ୍କର ବହୁତ ଟଙ୍କା ଅଛି। ଏହି ଶୋ'ରୁ ସେ ଯେଉଁ ଟଙ୍କା ନେବେ ସେ ସବୁକୁ ଏକ ଏନ୍‌ଜିଓକୁ ଡୋନେଟ୍‌ କରିବେ ବୋଲି କହିଥିବା ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଜଣାପଡିବ ଏହି ଖବର କେତେ ଦୂର ସତ।

ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଫସିବା ପରେ ତାଙ୍କ ଭାବମୂର୍ତ୍ତି ଲୋକଙ୍କ ଆଗରେ ଖରାପ ହୋଇସାରିଛି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ହୋଇ ରାଜ୍‌ ଜେଲରୁ ବାହାରି ପ୍ରାୟ ୧ ବର୍ଷ ହୋଇଗଲାଣି। ହେଲେ ଏ ଯାଏଁ ସେ କ୍ୟାମେରା ସାମ୍ନାକୁ ଆସୁନାହାନ୍ତି। ଏପରିକି ଫଟୋଗ୍ରାଫରକୁ ଦେଖିଲେ ସେ ମୁହଁ ଲୁଚାଇ ପଳାଉଛନ୍ତି। ପ୍ରାୟତଃ ସେ ଏକ ମାସ୍କ ଜରିଆରେ ନିଜ ମୁହଁକୁ ଲୁଚାଇ ରଖନ୍ତି। ସେ ସୋସିଆଲ୍‌ ମିଡିଆରୁ ମଧ୍ୟ ଦୂରେଇ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story