ମାନହାନି ଅଭିଯୋଗ ଆଣିଲେ ଭାଇଜାନ

ମୁମ୍ବାଇ: ରାଗିଗଲେ ବଲିଉଡର ଭାଇଜାନ । କୋର୍ଟର ଦ୍ୱାରସ୍ଥ ହେଲୋ ସଲମାନ । ଆଣିଲେ ମାନହାନି ଅଭିଯୋଗ । ଅଭିନେତା କମାଲ ଆର୍ ଖାନ୍‌ଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ନିକଟରେ ଇଦ୍ ଅବସରରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ରାଧେ’କୁ ନେଇ କମାଲ ଆର ଖାନ୍ ଖରାପ ରିଭ୍ୟୁ କରଥିଲେ । ଏଥିରେ ସଲମାନ ରାଗି ଯାଇ ମୁମ୍ବାଇ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି । ଗୁରୁବାର ଦିନ […]

salman

salman

Madhupriya Mistry
  • Published: Wednesday, 26 May 2021
  • Updated: 26 May 2021, 11:57 AM IST

ମୁମ୍ବାଇ: ରାଗିଗଲେ ବଲିଉଡର ଭାଇଜାନ । କୋର୍ଟର ଦ୍ୱାରସ୍ଥ ହେଲୋ ସଲମାନ । ଆଣିଲେ ମାନହାନି ଅଭିଯୋଗ । ଅଭିନେତା କମାଲ ଆର୍ ଖାନ୍‌ଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ନିକଟରେ ଇଦ୍ ଅବସରରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ରାଧେ’କୁ ନେଇ କମାଲ ଆର ଖାନ୍ ଖରାପ ରିଭ୍ୟୁ କରଥିଲେ । ଏଥିରେ ସଲମାନ ରାଗି ଯାଇ ମୁମ୍ବାଇ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି ।

ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ । ନୋଟିସ ମୁତାବକ ସଲମାନ ଖାନଙ୍କ ଲିଗାଲ ଟିମ୍ ଗୁରୁବାର ସିଭିଲ୍ କୋର୍ଟର ଆଡିଶନାଲ ସେସନ୍ ଜଜ୍‌ଙ୍କ ନିକଟରେ ଏହି ମାମଲାର ତତ୍‌କାଳ ଶୁଣାଣି ପାଇଁ ନିବେଦନ କରିବେ ।

ସେପଟେ କମାଲ ଆର୍ ଖାନ୍ ମଧ୍ୟ ସଲମାନଙ୍କ ଏଭଳି ମାନହାନି ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, “ଡିଅର୍ ସଲମାନ ଖାନ୍‌, ଏହି ମାନହାନି କେସ୍ ଆପଣଙ୍କ ହାତାଶ ଏବଂ ନିରାଶ ହେବାର ପ୍ରମାଣ । ମୁଁ ମୋ ଫଲୋଅର୍ସଙ୍କ ପାଇଁ ରିଭ୍ୟୁ କରେ ଏବଂ ନିଜ କାମ କରୁଛି । ମୋତେ ଆପଣଙ୍କ ପିଲ୍ମ ରିଭ୍ୟୁ କରିବା ପାଇଁ ଅଟକାଇବା ବଦଳରେ ଆପଣ କିଛି ଭଲ ଫିଲ୍ମ ତିଆରି କରନ୍ତୁ । ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କମାଲ ଖାନ୍ କହିଛନ୍ତି ।”

ସୂଚନା ମୁତାବକ, ସଲମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ ଚଳିତ ମାସ ୧୩ ତାରିଖାରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ ହୋଇଥିଲା । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ସଲମାନ ଖାନ୍‌ଙ୍କ ବ୍ୟତୀତ ଦିଶା ପଟନି, ରଣଦୀପ ହୁଡ୍ଡା, ଜ୍ୟାକି ସ୍ରଫ, ଗୌତମ ଗୁଲାଟି ପ୍ରମୁଖ ଅଛନ୍ତି ।

https://twitter.com/kamaalrkhan/status/1397181935370260485?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story