ଆମୀରଙ୍କ ପରେ ସଲମାନଙ୍କ ପାଳି, 'ବୟକଟ୍‌ ଟାଇଗର୍‌-୩' ଦାବି

ମୁମ୍ବାଇ: ବଲିଉଡ ଉପରେ ଲାଗିଛି ଏବେ ‘ବୟକଟ୍‌’ ଗ୍ରହଣ। ବି-ଟାଉନ୍‌କୁ ଗ୍ରାସ କରିଛି ‘ବୟକଟ୍‌’ ଟ୍ରେଣ୍ଡ। ବଲିଉଡ ଫିଲ୍ମକୁ ବୟକଟ୍‌ ପାଇଁ ଦାବି ଜୋର୍‌ ଧରିଛି। ପ୍ରଥମେ ‘ଲାଲ ସିଂହ ଚଡ୍ଡା’, ‘ପଠାନ’ ଏବଂ ‘ରକ୍ଷା ବନ୍ଧନ’କୁ ବୟକଟ୍‌ କରିବା ପାଇଁ ଦାବି ହୋଇଥିଲା। ଏହାପରେ ହ୍ରିତିକ ରୋସନଙ୍କ ଫିଲ୍ମକୁ ମଧ୍ୟ ବୟକଟ୍‌ କରିବା ପାଇଁ ଦାବି ଉଠିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘ଟାଇଗର-୩’ ମଧ୍ୟ ସାମିଲ ହୋଇଛି। ଆମୀର […]

Salman Khan

Salman Khan

Madhupriya Mistry
  • Published: Thursday, 18 August 2022
  • Updated: 18 August 2022, 01:43 PM IST

ମୁମ୍ବାଇ: ବଲିଉଡ ଉପରେ ଲାଗିଛି ଏବେ 'ବୟକଟ୍‌' ଗ୍ରହଣ। ବି-ଟାଉନ୍‌କୁ ଗ୍ରାସ କରିଛି 'ବୟକଟ୍‌' ଟ୍ରେଣ୍ଡ। ବଲିଉଡ ଫିଲ୍ମକୁ ବୟକଟ୍‌ ପାଇଁ ଦାବି ଜୋର୍‌ ଧରିଛି। ପ୍ରଥମେ 'ଲାଲ ସିଂହ ଚଡ୍ଡା', 'ପଠାନ' ଏବଂ 'ରକ୍ଷା ବନ୍ଧନ'କୁ ବୟକଟ୍‌ କରିବା ପାଇଁ ଦାବି ହୋଇଥିଲା। ଏହାପରେ ହ୍ରିତିକ ରୋସନଙ୍କ ଫିଲ୍ମକୁ ମଧ୍ୟ ବୟକଟ୍‌ କରିବା ପାଇଁ ଦାବି ଉଠିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମ 'ଟାଇଗର-୩' ମଧ୍ୟ ସାମିଲ ହୋଇଛି। ଆମୀର ଖାନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କ ପରେ ସଲମାନ ଖାନ ଏବେ ସୋସାଲ ମିଡିଆରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି।

ଆସନ୍ତାବର୍ଷ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ 'ଟାଇଗର-୩'। ତେବେ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଭିତରେ ଫିସିଛି। ସୋଶାଲ ମିଡିଆରେ ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି 'ବୟକଟ୍‌ ଟାଇଗର-୩' ଟ୍ରେଣ୍ଡ। ଟାଇଗର-୩କୁ ବିରୋଧ କରି କିଛି ୟୁଜର୍ସ ଜୋରଦାର କମେଣ୍ଟ କରିଛନ୍ତି। କେବଳ ସେତିକି ନୁହେଁ ସଲମାନଙ୍କ ପୁରୁଣା ପୋଷ୍ଟକୁ ନେଇ ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି।

https://twitter.com/SSRMU1986TOF/status/1559773709673840640?s=20&t=zPHIx3vQfV29eXqyCkTggw

ୟୁଜର୍ସଙ୍କ କହିବା ମୁତାବକ, ଖୁବଶୀଘ୍ର ବଲିଉଡରୁ ଭାଇଜାନ, ବାଦଶାହ ଓ ମିଷ୍ଟର ପରଫେକ୍ସନିଷ୍ଟଙ୍କ ଖେଳ ଶେଷ ହେବ। ଆଉ କିଛି ଲୋକେ ସଲମାନଙ୍କ ଅପରାଧ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆର୍ମସ୍‌ ଆକ୍ଟ ଠାରୁ ଆରମ୍ଭ କରି କୃଷ୍ଣସାର ମୃଗ ଶିକାର ମାମଲା ଯାଏଁ ପୂରା ଅପରାଧ ତାଲିକା ପୋଷ୍ଟ କରି ସଲମାନଙ୍କୁ ଟ୍ରୋଲ କରାଯାଉଛି।

କେବଳ ସେତିକି ନୁହେଁ ସଲମାନଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଜୋରସୋର୍‌ରେ ଭାଇରାଲ ହେଉଛି, ଯେଉଁଥିରେ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥାକୁ ସେ ଖଣ୍ଡନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ୟୁଜର୍ସ ତାଙ୍କୁ ଟାର୍ଗେଟ୍‌ କରି ଏହାକୁ କେବେବି ଆମେ ଭୁଲି ପାରିବୁ ନାହିଁ ବୋଲି କହିଛନ୍ତି।

https://twitter.com/sushantify/status/1559071138571067392?s=20&t=EndJ22nLp4vF1S4i9-9mEg

ଗତକିଛି ଦିନ ହେବ ଲଗାତର ବଲିଉଡ ଫିଲ୍ମଗୁଡିକୁ ବୟକଟ୍‌ ପାଇଁ କିଛି ଲୋକ ଦାବି କରିଆସୁଛନ୍ତି। ଏହାର ପ୍ରଭାବ ଏବେ ବକ୍ସ ଅଫିସ ଉପରେ ପଢ଼ିଛି। ନିକଟରେ କେବଳ ଗୋଟିଏ କିମ୍ବା ଦୁଇଟି ଫିଲ୍ମକୁ ଛାଡି ଦେଲେ ଅଧିକାଂଶ ହିନ୍ଦୀ ଫିଲ୍ମ ଫ୍ଲପ୍‌ ହୋଇଛି। ସେହିପରି ବିଗ୍‌ ବଜେଟ୍‌ ଫିଲ୍ମଗୁଡିକ ମଧ୍ୟ ଭଲ ଆୟ କରିପାରିନାହିଁ।

https://twitter.com/zurange_mahesh/status/1559182697352011776?s=20&t=dZLZ0oxELZBIDMINEmq4OQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story