ଇଦ୍‌ରେ ଦେଖାଦେବେନି ଭାଇଜାନ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ । ପ୍ରତିବର୍ଷ ସେ ଇଦ୍ ଅବସରରେ ନିଜ ଫ୍ୟାନ୍‌ମାନଙ୍କୁ ଭେଟନ୍ତି । ଭାଇଜାନ୍‌ଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ଘର ସାମ୍ନାରେ ଭିଡ ଜମାନ୍ତି । ଫ୍ୟାନ୍‌ମାନଙ୍କୁ ଭେଟିବା ପାଇଁ ସଲମାନ ମଧ୍ୟ ନିଜ ଘର ବାଲକୋନିକୁ ଆସନ୍ତି । ହେଲେ ଏଥର କିନ୍ତୁ ଏହା ସମ୍ଭବ ହେବନି । ଚଳିତ ଇଦ୍ ଅବସରରେ ସଲମାନ ଆଉ ଦେଖାଦେବେନି । କରୋନା ମହାମାରୀ ଓ ଲକଡାଉନ୍ […]

Salman Khan

Salman Khan

Madhupriya Mistry
  • Published: Thursday, 13 May 2021
  • Updated: 13 May 2021, 12:15 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ । ପ୍ରତିବର୍ଷ ସେ ଇଦ୍ ଅବସରରେ ନିଜ ଫ୍ୟାନ୍‌ମାନଙ୍କୁ ଭେଟନ୍ତି । ଭାଇଜାନ୍‌ଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ଘର ସାମ୍ନାରେ ଭିଡ ଜମାନ୍ତି । ଫ୍ୟାନ୍‌ମାନଙ୍କୁ ଭେଟିବା ପାଇଁ ସଲମାନ ମଧ୍ୟ ନିଜ ଘର ବାଲକୋନିକୁ ଆସନ୍ତି । ହେଲେ ଏଥର କିନ୍ତୁ ଏହା ସମ୍ଭବ ହେବନି । ଚଳିତ ଇଦ୍ ଅବସରରେ ସଲମାନ ଆଉ ଦେଖାଦେବେନି ।
କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଘରେ ରହି ଇଦ୍ ପାଳିବେ ବୋଲି ନିକଟରେ ଏକ ସାକ୍ଷାତକାରରେ ସଲମାନ କହିଛନ୍ତି । ଏଥିସହ ଇଦ୍ ଦିନ ଘର ବାହାରେ ଭିଡ ନ ଜମାଇବା ପାଇଁ ଫ୍ୟାନ୍‌ମାନଙ୍କୁ ଅପିଲ କରିଛନ୍ତି । କାରଣ ସେ ଏ ବର୍ଷ ଇଦି ଦେଇପାରିବେ ନାହିଁ କି ତାଙ୍କୁ ଭେଟିବାକୁ ଆସିପାରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ରାଧେ” ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ରିଲିଜ କରାଯାଇଛି । ସଲମାନ୍ ଖାନଙ୍କ ସହ ଫିଲ୍ମରେ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’କୁ ସଲମାନ୍ ଫିଲ୍ମସ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି । ଫିଲ୍ମକୁ ଜୀ-୫ରେ ‘ପେ୍ ପର୍‌-ଭ୍ୟୁ ସର୍ଭିସ୍ ଜୀ ପ୍ଲେକ୍ସରେ ଦେଖି ହେବ ।

ପୂର୍ବରୁ କରୋନା ମାମଲା କମିଥିବା ଦେଖି ଫିଲ୍ମଟିକୁ ହଲ୍‌ରେ ରିଲିଜ କରିବା ପାଇଁ ସଲମାନ ଘୋଷଣା କରିଥିଲେ । କିନ୍ତୁ ପରେ ପୁଣି କରୋନା ମାମଲା ବଢ଼ିବା ଯୋଗୁଁ ଏହାକୁ ମକେର୍ସଙ୍କ ସହ ମିଶି ଏହାକୁ ଓଟିଟିରେ ରିଲିଜ କରାଯାଇଛି । ତେବେ ପରିସ୍ଥିତି ସ୍ୱାଭାବିକ ହେଲେ ଫିଲ୍ମଟିକୁ ପୁଣି ଥରେ ଥିଏଟରରେ ରିଲିଜ କରାଯିବ ବୋଲି ସଲମାନ ନିଜ ଫ୍ୟାନ୍‌ମାନଙ୍କୁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story