ଫିଲ୍ମ 'ରାଧେ'କୁ ନେଇ ବଡ଼ ଘୋଷଣା କଲେ ସଲମାନ୍ ଖାନ୍

ମୁମ୍ବାଇ: ସଲମାନ୍ ଖାନଙ୍କ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’କୁ ତାଙ୍କ ଫ୍ୟାନମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଛନ୍ତି। ଇଦ୍ ରିଲିଜ୍ ପରମ୍ପରା ବଜାୟ ରଖି ସଲମାନ୍ ଖାନ୍ ଫିଲ୍ମସ୍ ଓ ଜୀ ଷ୍ଟୁଡିଓ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ପାଇଁ ମେଗା ରିଲିଜର ଯୋଜନା ପ୍ରସ୍ତୁତ କରିଛି। ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ବହୁପ୍ରତୀକ୍ଷିତ ଫିଲ୍ମ ମେ’ ୧୩ ତାରିଖରେ ସିନେମା ହଲ୍ ସହିତ ପେ-ପର୍-ଭ୍ୟୁ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ଏକାଠି […]

radhe

radhe

Ranjit Kumar Jena
  • Published: Wednesday, 21 April 2021
  • Updated: 21 April 2021, 04:54 PM IST

Sports

Latest News

ମୁମ୍ବାଇ: ସଲମାନ୍ ଖାନଙ୍କ ଫିଲ୍ମ 'ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ'କୁ ତାଙ୍କ ଫ୍ୟାନମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଛନ୍ତି। ଇଦ୍ ରିଲିଜ୍ ପରମ୍ପରା ବଜାୟ ରଖି ସଲମାନ୍ ଖାନ୍ ଫିଲ୍ମସ୍ ଓ ଜୀ ଷ୍ଟୁଡିଓ 'ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ' ପାଇଁ ମେଗା ରିଲିଜର ଯୋଜନା ପ୍ରସ୍ତୁତ କରିଛି। ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ବହୁପ୍ରତୀକ୍ଷିତ ଫିଲ୍ମ ମେ' ୧୩ ତାରିଖରେ ସିନେମା ହଲ୍ ସହିତ ପେ-ପର୍-ଭ୍ୟୁ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ଏକାଠି ରିଲିଜ୍ କରାଯିବ। ଫିଲ୍ମର ଟ୍ରେଲର୍ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୨୨ ତାରିଖରେ ରିଲିଜ୍ ହେବ।

ନିକଟରେ ସଲମାନ୍ ଖାନ୍ ନିଜ ଫିଲ୍ମ 'ରାଧେ'ର ପ୍ରଥମ ପୋଷ୍ଟର୍ ରିଲିଜ୍ କରିଥିଲେ। ଫିଲ୍ମର ପୋଷ୍ଟର ରିଲିଜ୍ କରି ସଲମାନ୍ ଖାନ୍ ଫ୍ୟାନଙ୍କୁ କହିଥିଲେ, 'ଇଦ୍ କା ୱାଦା ଥା, ଇଦ୍ ପର୍ ହିଁ ଆୟେଙ୍ଗେ', କ୍ୟୁଁକି ଏକ୍ ବାର୍ ଜୋ ମେନେ...।' ସଲମାନ୍ ଖାନ୍ ନିଜର ଚିରାଚରିତ ଢଙ୍ଗରେ ଫ୍ୟାନଙ୍କ ସହ ଫିଲ୍ମର ଏହି ପୋଷ୍ଟର୍ ରିଲିଜ୍ କରିଥିଲେ।

https://twitter.com/SKFilmsOfficial/status/1384780257144623108?s=20

ଦେଶରେ କରୋନା ମାମଲା ଲଗାତର ବଢ଼ୁଥିବାରୁ ସୀମିତ ସିନେମା ହଲରେ ଫିଲ୍ମ ରିଲିଜ୍ ହେବ। ଯାହାଦ୍ୱାରା ସଲମାନଙ୍କ ବହୁ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିପାରେ। ଜୀ ଷ୍ଟୁଡିଓ ଫିଲ୍ମର ରିଲିଜ୍ ପାଇଁ ଏକାସାଙ୍ଗରେ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରିଛି। 'ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ' ଏବେ ସାରା ଦୁନିଆର ସିନେମା ହଲରେ ରିଲିଜ୍ ହେବ। ତେବେ ରିଲିଜ୍ ସମୟରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ପ୍ରୋଟୋକଲର କଡ଼ାକଡ଼ି ପାଳନ କରାଯିବ।

'ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ'ରେ ସଲମାନଙ୍କ ବ୍ୟତୀତ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମକୁ ସଲମାନ୍ ଖାନ୍ ଫିଲ୍ମସ୍ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି। ସଲମା ଖାନ୍, ସୋହେଲ୍ ଖାନ୍ ଓ ରିଲ୍ ଲାଇଫ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଫିଲ୍ମ ମେ' ୧୩ ତାରିଖରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story