ଛାଡ଼ପତ୍ର ପରେ ପୁଣି ଏକାଠି ହେବେ ନାଗା-ସମନ୍ଥା!

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦମ୍ପତି ସମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ। ଏ ଦୁହିଁଙ୍କ ଛାଡପତ୍ର ହୋଇସାରିଛି। ଛାଡପତ୍ର ପରେ ନାଗା ଓ ସମନ୍ଥା ପୁଣି ଏକାଠି ହେବାକୁ ଯାଉଛନ୍ତି। ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମରେ ଏଦୁହେଁ ଏକାଠି କାମ କରିବେ। ବଲିଉଡ ଲାଇଫର ରିପୋର୍ଟ ମୁତାବକ, ସମନ୍ଥା ଓ ନାଗା ଗୋଟିଏ ପ୍ରୋଜେକ୍ଟରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି। ପ୍ରଫେସନାଲ ରୂପେ ଦୁହେଁ ଗୋଟିଏ ଫିଲ୍ମରେ […]

samantha-ruth-prabhu-and-naga-chaitanya

samantha-ruth-prabhu-and-naga-chaitanya

Madhupriya Mistry
  • Published: Thursday, 10 November 2022
  • Updated: 10 November 2022, 01:24 PM IST

Sports

Latest News

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦମ୍ପତି ସମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ। ଏ ଦୁହିଁଙ୍କ ଛାଡପତ୍ର ହୋଇସାରିଛି। ଛାଡପତ୍ର ପରେ ନାଗା ଓ ସମନ୍ଥା ପୁଣି ଏକାଠି ହେବାକୁ ଯାଉଛନ୍ତି। ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମରେ ଏଦୁହେଁ ଏକାଠି କାମ କରିବେ।

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ସମନ୍ଥା ଓ ନାଗା ଗୋଟିଏ ପ୍ରୋଜେକ୍ଟରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି। ପ୍ରଫେସନାଲ ରୂପେ ଦୁହେଁ ଗୋଟିଏ ଫିଲ୍ମରେ ନଜର ଆସିବେ। ତେବେ ଉଭୟଙ୍କ ଏହି ନୂଆ ପ୍ରୋଜେକ୍ଟକୁ ନେଇ ସେଭଳି କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ସାଉଥ୍ ଷ୍ଟାର୍ ସମନ୍ଥା କିଛି ଦିନ ପୂର୍ବରୁ ‘ମାୟୋସିଟିସ୍’ ନାମକ ଏକ ରୋଗର ଲଢୁଥିବା ବିଷୟରେ ସୂଚନା ଦେଇଥିଲେ। ଅଭିନେତ୍ରୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଖୁବ୍ ଶୀଘ୍ର ସମନ୍ଥାଙ୍କୁ ଯଶୋଦା ନାମକ ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏବେ ସମନ୍ଥା ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ଅନ୍ୟପଟେ ଯେତେବେଳେ ସମନ୍ଥାଙ୍କ ରୋଗ ବିଷୟରେ ଜାଣିଲେ ନାଗା ସେତେବେଳେ ସେ ଚିନ୍ତିତ ହୋଇପଡିଥିଲେ। କୁହାଯାଉଛି କି କୁଆଡେ ନାଗା କଲ୍ କରି ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ, ପ୍ରଶଂସକମାନେ ମଧ୍ୟ ଆଶା କରୁଛନ୍ତି କି ଦୁହେଁ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ।

ଦୀର୍ଘ ଦିନର ଡେଟିଂ ପରେ ୨୦୧୭ରେ ସମନ୍ଥା ଓ ନାଗା ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ପରେ ଅର୍ଥାତ ୨୦୨୧ରେ ଦୁହେଁ ଅଲଗା ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story