ସମନ୍ଥା କହିଲେ- ମୁଁ ବଞ୍ଚିଛି

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସେ ଏବେ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ଲାଗି ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ବଞ୍ଚିଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସମନ୍ଥା କହିଛନ୍ତି, ତାଙ୍କ ଜୀବନ […]

Samantha

Samantha

Madhupriya Mistry
  • Published: Tuesday, 08 November 2022
  • Updated: 08 November 2022, 03:07 PM IST

Sports

Latest News

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସେ ଏବେ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି।

ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ଲାଗି ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ବଞ୍ଚିଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସମନ୍ଥା କହିଛନ୍ତି, ତାଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ନାହିଁ। କିଛି ଦିନ ଭଲ ତ ଆଉ କିଛି ଦିନ ଖରାପ ଥାଏ। ମୁଁ ଯେଉଁ ପର୍ଯ୍ୟାୟରେ ଅଛି, ଏହା ଜୀନବ ପ୍ରତି ବିପଦ ନୁହେଁ। ମୁଁ ଏପର୍ଯ୍ୟନ୍ତ ମରି ନାହିଁ ବଞ୍ଚିଛି ବୋଲି ସେ କହିଛନ୍ତି।

ନିକଟରେ ସମନ୍ଥା ନିଜେ ସୋଶାଲ ମିଡିଆରେ ପୋଷ୍ଟ କରି ସେ ମାୟୋସାଇଟିମ୍ ନାମକ ଅଟୋ-ଇମ୍ୟୁନ୍ ରୋଗରେ ପୀଡିତ ଥିବା ଜଣାଇଥିଲେ। ଡାକ୍ତରଙ୍କ ମୁତାବକ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦୁର୍ବଳ ଅନୁଭବ କରନ୍ତି। ତାଙ୍କ ମାଂସପେଶୀରେ ଲଗାତର ଯନ୍ତ୍ରଣା ସମସ୍ୟା ରୁହେ । ଏଥିସହ ଶରୀରର ମାଂସପେଶୀ ଫୁଲି ମଧ୍ୟ ଯାଏ।

ସମନ୍ଥା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଯଶୋଦା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ଗୁରୁତର ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ସେ ନିଜ ଫିଲ୍ମ ପ୍ରମୋସନ କରୁଛନ୍ତି। ଏହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଓ ଅନେକ ସେଲେବ୍ରିଟି ତାଙ୍କୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story