ଅନ୍‌ଲାଇନ୍‌ରେ ମଦ ମଗାଇବା ନିଶା ଉତୁରିଗଲା

ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଏବେ ପ୍ରାୟତଃ ମଦ ଦୋକାନ ବନ୍ଦ ରହିଛି। ହେଲେ ମଦ ପ୍ରେମିଙ୍କ ପାଇଁ ଜାରି ରହିଛି ମଦର ହୋମ୍ ଡେଲିଭରୀ। ଅନ୍‌ଲାଇନ୍‌ରେ ମଦ ମଗାଇ ଲୋକେ ଏହାର ମଜା ନେଉଛନ୍ତି। ଏଭଳି ହିଁ କିଛି କରିବାକୁ ଚେଷ୍ଟା କରିଥିଲେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ। ହେଲେ ତାଙ୍କ ଅନ୍‌ଲାଇନ୍‌ରେ ମଦ ମଗାଇ ପିଇବା ନିଶା ପୂରାପୁରି ଉତୁରି ଯାଇଛି। ସେ ଅନ୍‌ଲାଇନ୍ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ନିଜେ […]

shabana-azmi

shabana-azmi

Madhupriya Mistry
  • Published: Friday, 25 June 2021
  • Updated: 25 June 2021, 11:04 AM IST

ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଏବେ ପ୍ରାୟତଃ ମଦ ଦୋକାନ ବନ୍ଦ ରହିଛି। ହେଲେ ମଦ ପ୍ରେମିଙ୍କ ପାଇଁ ଜାରି ରହିଛି ମଦର ହୋମ୍ ଡେଲିଭରୀ। ଅନ୍‌ଲାଇନ୍‌ରେ ମଦ ମଗାଇ ଲୋକେ ଏହାର ମଜା ନେଉଛନ୍ତି। ଏଭଳି ହିଁ କିଛି କରିବାକୁ ଚେଷ୍ଟା କରିଥିଲେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ। ହେଲେ ତାଙ୍କ ଅନ୍‌ଲାଇନ୍‌ରେ ମଦ ମଗାଇ ପିଇବା ନିଶା ପୂରାପୁରି ଉତୁରି ଯାଇଛି। ସେ ଅନ୍‌ଲାଇନ୍ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

ଗୁରୁବାର ସକାଳେ ସେ ଠକେଇର ଶିକାର ହୋଇଥିବା ନେଇ ନିଜ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛନ୍ତି। ଏଥିସହ ଅନ୍‌ଲାଇନ୍ କିଣାକିଣି କାଳରେ ଠକଙ୍କ ପ୍ରତି ସାବଧାନ ରହିବାକୁ ଶବାନା ସତର୍କ କରାଇଦେଇଛନ୍ତି।

ଶବାନା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ସାବାଧାନ ମୁଁ ଏହି ଲୋକଙ୍କ ଦ୍ୱାରା ଠକେଇର ଶିକାର ହୋଇଛି। କମ୍ପାନୀର ନାଁ ଲିଭିଂ ଲିକ୍ୱିଡ୍। ମୁଁ ତାଙ୍କୁ ପେଟିଏମ୍ ସାହାଯ୍ୟରେ ପୂରା ଟଙ୍କା ପଇଠ କରିଦେଇଥିଲେ । ଅର୍ଡର କିନ୍ତୁ ମୋତେ ରିସିଭ୍ ହୋଇନଥିଲା। ଏଥିସହ ଡେଲିଭରି ହେବା ଆଗକୁ ସେମାନେ ମୋ ଫୋନ୍ ମଧ୍ୟ ଉଠାଇନଥିଲେ।’

https://twitter.com/AzmiShabana/status/1407911496588226560?s=20

ଏହି ଟୁଇଟ୍‌ରେ ସେ ନିଜର ଯେଉଁ ଆକାଉଣ୍ଟରୁ ଯାହାଙ୍କୁ ଟଙ୍କା ଟ୍ରାନ୍ସଫର କରିଛନ୍ତି, ତା’ର ଆଇଏଫ୍‌ଏସ୍ କୋଡ ସହ ନମ୍ବର ମଧ୍ୟ ଉଲ୍ଲେଖ ରହିଛି। ଶବାନାଙ୍କ ଏହି ଟୁଇଟ୍ ଏବେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ତୁରନ୍ତ ଏନେଇ ପୁଲିସରେ ଅଭିଯୋଗ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ଧେରୀ ଲୋଖଣ୍ଡୱାଲା ଓସିୱରା ସିଟିଜେନ୍ସ ଅର୍ଗାନାଇଜେସନ ଶବାନାଙ୍କୁ ସହଯୋଗର ହାତ ବଢାଇଛନ୍ତି। ଗୁଗଲରେ ଯେଉଁ ସବୁ ନମ୍ବର ଉପଲବ୍ଧ ତାହା ଫେକ୍ ଓ ଅନ୍‌ଲାଇନ ଠକଙ୍କର ବୋଲି ସୂଚିତ କରିଛନ୍ତି।

ସେପଟେ ତଦନ୍ତରୁ ଜଣାପଡିଛି ଯେ, ଏହା ଏକ ଲିଭିଂ ଲିକ୍ୱିଡ୍ କମ୍ପାନୀ ନାଁରେ କିଛି ଠକ ବ୍ୟକ୍ତି ମୁମ୍ବାଇରେ ଏଭଳି ଲୋକଙ୍କୁ ଠକି ଆସୁଛନ୍ତି। ଯେଉଁମାନେ ଶବାନାଙ୍କୁ ସହ ଠକାମୀ କରିଛନ୍ତି ତାଙ୍କର ଲିଭିଂ ଲିକ୍ୱିଡ୍ କମ୍ପାନୀ ସହ କୌଣସି ସମ୍ପର୍କ ନାହିଁ। ତେଣୁ ଶବାନା ଏଭଳି ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁମ୍ବାଇ ପୁଲିସକୁ ନିବେଦନ କରିଛନ୍ତି।

https://twitter.com/AzmiShabana/status/1408042329542328323?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story