ଗାଏବ୍‌ ହୋଇଗଲା ଶାହାରୁଖଙ୍କ ୨୫ ଲକ୍ଷ ଟଙ୍କାର 'ମନ୍ନତ' ନେମ୍‌ ପ୍ଲେଟ୍‌

ମୁମ୍ବାଇ: ଗାଏବ ହୋଇଗଲା ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ଘରର ନେମ୍‌ ପ୍ଲେଟ୍‌। ଉଭେଇ ଗଲା ୨୫ ଲକ୍ଷ ଟଙ୍କାର ‘ମନ୍ନତ’ ନାମ ଫଳକ। କିଏ ନେଲା, କୁଆଡେ ଗଲା? ତାକୁ ନେଇ ଏବେ କିଙ୍ଗ ଖାନ୍‌ଙ୍କ ଫ୍ୟାନ୍‌ମାନେ ଚିନ୍ତାରେ। ଥମୁନି କିଙ୍ଗ ଖାନ୍‌ ଶାହାରୁଖଙ୍କୁ ନେଇ ଚର୍ଚ୍ଚା। ପ୍ରଥମେ ପୁଅ ଆଉ ଏବେ ନିଜ ଘରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌। ଗତ କିଛି ଦିନ ତଳେ ତାଙ୍କ ଘରର ନୂଆ ନେମ୍‌ […]

Sharukh Khan

Sharukh Khan

Madhupriya Mistry
  • Published: Saturday, 28 May 2022
  • Updated: 28 May 2022, 05:09 PM IST

Sports

Latest News

ମୁମ୍ବାଇ: ଗାଏବ ହୋଇଗଲା ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ଘରର ନେମ୍‌ ପ୍ଲେଟ୍‌। ଉଭେଇ ଗଲା ୨୫ ଲକ୍ଷ ଟଙ୍କାର 'ମନ୍ନତ' ନାମ ଫଳକ। କିଏ ନେଲା, କୁଆଡେ ଗଲା? ତାକୁ ନେଇ ଏବେ କିଙ୍ଗ ଖାନ୍‌ଙ୍କ ଫ୍ୟାନ୍‌ମାନେ ଚିନ୍ତାରେ।

25 lakh new nameplate of Shah Rukh's 'Mannat' missing; Stolen or removed? Shah  rukh Khan

ଥମୁନି କିଙ୍ଗ ଖାନ୍‌ ଶାହାରୁଖଙ୍କୁ ନେଇ ଚର୍ଚ୍ଚା। ପ୍ରଥମେ ପୁଅ ଆଉ ଏବେ ନିଜ ଘରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌। ଗତ କିଛି ଦିନ ତଳେ ତାଙ୍କ ଘରର ନୂଆ ନେମ୍‌ ପ୍ଲେଟ୍‌କୁ ନେଇ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। କୁହାଯାଇଥିଲା ଯେ ତାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ରହିଛି। ତେବେ ବର୍ତ୍ତମାନ ଶାହରୁଖ ଖାନଙ୍କ ଘରର ନୂଆ ନାମପ୍ଲେଟ ଆଉ ନାହିଁ। ଶାହାରୁଖଙ୍କ ଟିମ୍‌ ନେମ୍‌ପ୍ଲେଟକୁ ଅସ୍ଥାୟୀ ଭାବେ ହଟାଇ ଦେଇଛନ୍ତି। ହଟାଇବା ପଛର କାରଣ ହେଉଛି ନେମ୍‌ପ୍ଲେଟ୍‌ରୁ ଗୋଟିଏ ହୀରା ତଳେ ଗଳି ପଡିଛି।

https://twitter.com/TeamSRKWarriors/status/1529792975500324865?s=20&t=YY_LBeew0dJe9ImRyqweeg

ବଲିଉଡ ବାଦଶାହ ଶାହାରୁଖ ଖାନ୍‌ଙ୍କ ବଙ୍ଗଳା ମୁମ୍ବାଇର ବ୍ରାନ୍ଦା ସ୍ଥିତ ବେଣ୍ଡ ଷ୍ଟାଣ୍ଡରେ ଅବସ୍ଥିତ। କିଙ୍ଗ ଖାନ୍‌ଙ୍କ ଗୋଟିଏ ଝଲକ୍‌ ପାଇବା ପାଇଁ ଅଧିକାଂଶ ସଂଖ୍ୟାରେ ଫ୍ୟାନ୍‌ମାନେ ତାଙ୍କ ଘର ଆଖପାଖରେ ପଇଁତରୂା ମାରନ୍ତି। ସର୍ବଦା ସେଠାରେ ଉପସ୍ଥିତ ରହିଥାଆନ୍ତ ଶାହାରୁଖଙ୍କ ଫ୍ୟାନ୍‌। ତେବେ ନିକଟରେ ଶାହାରୁଖଙ୍କ ବଙ୍ଗଳା ବାହାରେ ଲାଗିଥିବା ମନ୍ନତ ନେମ୍‌ ପ୍ଲେଟ୍‌ ଗାଏବ ହୋଇଯାଇଥିବା ନେଇ ଫ୍ୟାନ୍‌ମାନେ ନୋଟିସ୍‌ କରିଥିଲେ। ଏହା ଏହି ଖବର ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, “ନେମ୍‌ପ୍ଲେଟରୁ ଏକ ହୀରା ଖସିଯାଇଥିବାରୁ ଏହାକୁ ମରାମତି ପାଇଁ ହଟାଇ ଦିଆଯାଇଛି। ଏହାକୁ ଘର ଭିତରେ ରଖାଯାଇଛି। ଏହି ନେମପ୍ଲେଟ୍ ଘରର ବଗିଚାରେ ରଖାଯାଇଛି ଏବଂ ଏହାର ମରାମତି ପରେ ଏହାକୁ ପୁଣି ମନ୍ନତ ବାହାରେ ରଖାଯିବ। କୁହାଯାଉଛି କି 'ଏହି ନେମ୍‌ପ୍ଲେଟକୁ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍‌ ଡିଜାଇନ୍ କରିଥିଲେ।' ସେହିପରି ଆଉ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଶାହାରୁଖ ଘରର ମରାମତି କାମ ଚାଲିଛି। ଏହି କାରଣ ଯୋଗୁ ନେମ ପ୍ଲେଟ୍‌କୁ ହଟାଇ ଦିଆଯାଇଛି।

ମନ୍ନତ ଘର ବାହାରୁ ଗାଏବ ହୋଇଯାଇଥିବା ନେମ୍‌ ପ୍ଲେଟ୍‌ର ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରେ ଭାଇରାଲ ହେବାରେ ଲାଗିଛି। ମନ୍ନତର ନେମ୍‌ ପ୍ଲେଟ୍‌ ଚୋରି ହୋଇଯାଇଥିବା ନେଇ କିଛି ଟ୍ୱିଟ୍‌ ୟୁଜସୟ କହୁଛନ୍ତି। ତେବେ ଏଥିରେ କେତେ ସତ ଅଛି ତାହା ଆଗମୀ ସମୟରେ ହିଁ ଜଣାପଡିଛି। ଶାହାରୁଖ ଖାନ୍‌ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ 'ପଠାନ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story