ନିରାମିଷ ଖାଦ୍ୟ ନମିଳିବାରୁ ରାଗିଗଲେ ଶାହିଦଙ୍କ ପତ୍ନୀ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ। ସେ ବଲିଉଡ ଫିଲ୍ମରେ କାମ କରୁନଥିଲେ ବି ସର୍ବଦା ଲାଇମଲାଇଟ୍‌ରେ ରୁହନ୍ତି। ଏବେ ମୀରା ନିଜ ପରିବାର ସହ ଇଟାଲୀ ବୁଲିବାକୁ ଯାଇଛନ୍ତି। ତେବେ ଏହି ଇଟାଲୀ ଟ୍ରିପ ବେଳେ କିଛି ଏଭଳି ଘଟଣା ଘଟିଛି, ଯାହାକୁ ନେଇ ସେ ନିଜ ରାଗ ଉପରେ ଆଉ କଣ୍ଟ୍ରୋଲ କରିପାରିନାହାନ୍ତି। ଯେବେଠାରୁ ମୀରା ରାଜପୁତ ଇଟାଲୀରେ ପହଞ୍ଚିଛନ୍ତି, ସେବେଠାରୁ ସେ ସୋଶାଲ ମିଡିଆରେ ଲଗାତାର ଫଟୋ ଏବଂ […]

Mira and sahid

Mira and sahid

Madhupriya Mistry
  • Published: Wednesday, 29 June 2022
  • Updated: 29 June 2022, 11:56 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ। ସେ ବଲିଉଡ ଫିଲ୍ମରେ କାମ କରୁନଥିଲେ ବି ସର୍ବଦା ଲାଇମଲାଇଟ୍‌ରେ ରୁହନ୍ତି। ଏବେ ମୀରା ନିଜ ପରିବାର ସହ ଇଟାଲୀ ବୁଲିବାକୁ ଯାଇଛନ୍ତି। ତେବେ ଏହି ଇଟାଲୀ ଟ୍ରିପ ବେଳେ କିଛି ଏଭଳି ଘଟଣା ଘଟିଛି, ଯାହାକୁ ନେଇ ସେ ନିଜ ରାଗ ଉପରେ ଆଉ କଣ୍ଟ୍ରୋଲ କରିପାରିନାହାନ୍ତି।

ଯେବେଠାରୁ ମୀରା ରାଜପୁତ ଇଟାଲୀରେ ପହଞ୍ଚିଛନ୍ତି, ସେବେଠାରୁ ସେ ସୋଶାଲ ମିଡିଆରେ ଲଗାତାର ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି। ସବୁ କିଛି ଠିକ୍‌ ଥିଲା କେବଳ ଅଭାବ ଥିଲା ନିରାମିଷ ଖାଦ୍ୟର। ସହିଦ କପୁରଙ୍କ ପତ୍ନୀ ଜଣେ ଶାକାହାରୀ। ଦୁଃଖର ବିଷୟ ଯେ ସେ ଯେବେଠାରୁ ଇଟାଲୀ ପହଞ୍ଚିଛନ୍ତି ସେବେଠାରୁ ତାଙ୍କୁ ଭଲ ନିରାମିଶ ଖାଦ୍ୟ ଖାଇବାକୁ ମିଳିନି। ଏହାକୁ ନେଇ ସେ ରାଗି ଯାଇଛନ୍ତି। ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ ରାଗ ଜାହିର କରିଛନ୍ତି।

ସେ ଲେଖିଛନ୍ତି, ଯଦି ଆପଣ ନିରାମିଶାସି ତେବେ ଇଟାଲୀ ଯାଆନ୍ତୁ ନାହିଁ। ଯେଉଁ ହୋଟେଲରେ ସେ ରହିଥିଲେ ସେହି ହୋଟେଲ ବିଷୟରେ ସେ ଅଭିଯୋଗ ଆଣିଛନ୍ତି। ସେଠାକାର ଖାଦ୍ୟ ଓ ବେଡ୍‌ସିଟ୍‌କୁ ତାଙ୍କୁ ଭଲ ଲାଗିନଥିବା ସେ ତାଙ୍କ ପୋଷ୍ଟରେ କହିଛନ୍ତି।

ଏହା ପ୍ରଥମ ଥର ନୁହେଁ ମୀରା ରାଜପୁର ସୋଶାଲ ମିଡିଆରେ ଯେକୌଣସି ପ୍ରସଙ୍ଗରେ ଖୋଲାଖୋଲି କଥା ରଖନ୍ତି। ଯେବେବି କିଛି ଭୁଲ୍‌ ଘଟଣା ଘଟେ ମୀରା ତୁରନ୍ତୁ ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ନିଜ ମନ୍ତବ୍ୟ ରଖନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story