ବେଶରମ୍ ହେଲେ ଦୀପିକା, ଶାର୍ଟଲେସ୍ ହେଲେ ଶାହରୁଖ

ମୁମ୍ବାଇ: ବେଶରମ୍ ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ଦେଖାଇଲେ ନିଜ ବୋଲ୍ଡ ଆଉ ହଟ୍ ଅନ୍ଦାଜ। ସେପଟେ କିଙ୍ଗ ଖାନ୍ ଶାହରୁଖ ମଧ୍ୟ କିଛି କମ୍ ନୁହନ୍ତି। ଶାର୍ଟଲେସ୍ ହୋଇ ନିଜ ମସ୍‌କୁଲାର ବଡି ଦେଖାଇ ଫ୍ୟାନମାନଙ୍କୁ କଲେ ଦିୱାନା। ଦୀପିକାଙ୍କ ବୋଲ୍ଡ ଲୁକ୍ ଦେଖି ଫିଦା ହୋଇଗଲେ ଶାହରୁଖ। ରିଲିଜ ହୋଇଥିବା ପଠାନ ଫିଲ୍ମର ପ୍ରଥମ ଗୀତରେ ଏଭଳି କିଛି ରୋମାଣ୍ଟିକ ହଟ୍ ମୁଭ୍‌ରେ ନଜର ଆସିଛନ୍ତି ଦୀପିକା-ଶାହରୁଖ। ଶାହରୁଖ ଓ ଦୀପିକାଙ୍କ […]

Deepika And SharukhKhan

Deepika And SharukhKhan

Madhupriya Mistry
  • Published: Monday, 12 December 2022
  • Updated: 12 December 2022, 03:37 PM IST

Sports

Latest News

ମୁମ୍ବାଇ: ବେଶରମ୍ ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ଦେଖାଇଲେ ନିଜ ବୋଲ୍ଡ ଆଉ ହଟ୍ ଅନ୍ଦାଜ। ସେପଟେ କିଙ୍ଗ ଖାନ୍ ଶାହରୁଖ ମଧ୍ୟ କିଛି କମ୍ ନୁହନ୍ତି। ଶାର୍ଟଲେସ୍ ହୋଇ ନିଜ ମସ୍‌କୁଲାର ବଡି ଦେଖାଇ ଫ୍ୟାନମାନଙ୍କୁ କଲେ ଦିୱାନା। ଦୀପିକାଙ୍କ ବୋଲ୍ଡ ଲୁକ୍ ଦେଖି ଫିଦା ହୋଇଗଲେ ଶାହରୁଖ। ରିଲିଜ ହୋଇଥିବା ପଠାନ ଫିଲ୍ମର ପ୍ରଥମ ଗୀତରେ ଏଭଳି କିଛି ରୋମାଣ୍ଟିକ ହଟ୍ ମୁଭ୍‌ରେ ନଜର ଆସିଛନ୍ତି ଦୀପିକା-ଶାହରୁଖ।

ଶାହରୁଖ ଓ ଦୀପିକାଙ୍କ ଅପ୍‌କମିଂ ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ୍ ରଙ୍ଗ ... ରିଲିଜ ହୋଇଯାଇଛି। ତେବେ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହା ରେକର୍ଡ କରିଛି। ଏହି ଗୀତଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୀତଟି ଏକ ଘଣ୍ଟାରେ ୧ ମିଲିଅନ୍ ଲୋକେ ଦେଖିସାରିଲେଣି। ଗୀତଟି ସୋଶାଲ ମିଡଆରେ ହଇଚଇ ସୃଷ୍ଟି କରିଛି।

ଦୀପିକାଙ୍କ ସିଜଲିଂ ଅବତାର ଦେଖି ଫ୍ୟାନ୍‌ମାନେ ମତୁଆଲା ହୋଇଯାଇଛନ୍ତି। ସେପଟେ ଶାହରୁଖଙ୍କ ମସକୁଲାର ବଡି ସମସ୍ତଙ୍କୁ କରିଛି ଆଟ୍ରାକ୍ଟ। ଉଭୟଙ୍କ ଡ୍ୟାନ୍ସ ମଧ୍ୟ ରହିଛି ଜବରଦସ୍ତ।

ପ୍ରଥମେ ପୋଷ୍ଟର ତା’ପରେ ଟିଜର ଆଉ ଏବେ ପଠାନ ଫିଲ୍ମର ଗୀତ ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ଶାହରୁଖ ଦୀର୍ଘ ବର୍ଷ ପରେ ପୁଣି ଥରେ ବଡ ପରଦାକୁ କମ୍‌ବ୍ୟାକ୍ କରୁଛନ୍ତି। ଆସନ୍ତା ମାସ ୨୫ ତାରିଖରେ ଫିଲ୍ମଟି ରିଲିଜ ହେବ। ଏଥିରେ ଦୀପିକା ଓ ଶାହରୁଖଙ୍କ ବ୍ୟତୀତ ଜନ୍ ଅବ୍ରାହମଙ୍କୁ ମଧଥ୍‌ୟ ଦେଖିବାକୁ ମିଳିବ।

https://youtu.be/huxhqphtDrM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story