ରାକେଶ ଓ ଶମିତାଙ୍କ ବ୍ରେକ୍‌ଅପ୍‌, ବିଗ୍‌ ବସ୍‌ରୁ ହୋଇଥିଲା ପ୍ରେମ

ମୁମ୍ବାଇ: ଭାଙ୍ଗିଲା ଆଉ ଏକ ଯୋଡି। ଅଲଗା ହେଲେ ଆଉ ଏକ ଷ୍ଟାର୍‌ କପଲ। ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ ଅପ୍‌। ପରସ୍ପର ଠାରୁ ଅଲଗା ହୋଇଥିବା ନେଇ ଉଭୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଅଫିସିଆଲି ଘୋଷଣା କରିଛନ୍ତି। କରଣ ଜୋହରଙ୍କ ବିଗ୍‌ବସ୍‌ ଓଟିଟିରୁ ଶମିତା ଶେଟ୍ଟୀ ଓ ରାକେଶ ବାପତାଙ୍କ ରୋମାଣ୍ଟିକ ଲଭ୍‌ ଷ୍ଟୋରୀ ଆରମ୍ଭ […]

shamita-shetty-raqesh-bapat

shamita-shetty-raqesh-bapat

Madhupriya Mistry
  • Published: Wednesday, 27 July 2022
  • Updated: 27 July 2022, 12:51 PM IST

Sports

Latest News

ମୁମ୍ବାଇ: ଭାଙ୍ଗିଲା ଆଉ ଏକ ଯୋଡି। ଅଲଗା ହେଲେ ଆଉ ଏକ ଷ୍ଟାର୍‌ କପଲ। ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ ଅପ୍‌। ପରସ୍ପର ଠାରୁ ଅଲଗା ହୋଇଥିବା ନେଇ ଉଭୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଅଫିସିଆଲି ଘୋଷଣା କରିଛନ୍ତି।

Bigg Boss OTT trolled for protecting Shamita Shetty-Raqesh Bapat, their closeness raises eyebrows | Entertainment News,The Indian Express

କରଣ ଜୋହରଙ୍କ ବିଗ୍‌ବସ୍‌ ଓଟିଟିରୁ ଶମିତା ଶେଟ୍ଟୀ ଓ ରାକେଶ ବାପତାଙ୍କ ରୋମାଣ୍ଟିକ ଲଭ୍‌ ଷ୍ଟୋରୀ ଆରମ୍ଭ ହୋଇଥିଲା। ଏହି ରିଆଲିଟି ଶୋ'ରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହାପରେ ଧୀରେ ଧୀରେ ଏହି ବନ୍ଧୁତା ପ୍ରମେରେ ବଦଳି ଯାଇଥିଲା। ଉଭୟଙ୍କ ଲଭ୍‌ ଷ୍ଟୋରୀ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା।

Bigg Boss OTT lovebirds Shamita Shetty and Raqesh Bapat just made their relationship Insta-official; see romantic photo inside

ତେବେ ରିଆଲିଟି ଶୋ' ସରିବା ପରେ ମଧ୍ୟ ଏମାନଙ୍କ ପ୍ରମେ ସମ୍ପର୍କକୁ ନେଇ ଚର୍ଚ୍ଚା କମି ନଥିଲା। ଦୁହିଁଙ୍କୁ ପ୍ରାୟତଃ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସୋଶାଲ ମିଡିଆରେ ମଧ୍ୟ ଶମିତା ଆଉ ରାକେଶ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁଥିଲେ। ଏବେ କିନ୍ତୁ ଦୁହିଁଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଲାଗିଛି।

ଶମିତାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ରାକେଶ ବାପତା ସୋଶାଲ ମିଡିଆରେ ପୋଷ୍ଟ ଶେଆର କରିଛନ୍ତି। ସେ ଏଥିରେ ଲେଖିଛନ୍ତି, 'ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁ ମୁଁ ଓ ଶମିତା ଏବେ ଆଉ ଏକାଠି ନାହୁଁ। ଭାଗ୍ୟ ଆମକୁ ବହୁତ ଭିନ୍ନ ପରିସ୍ଥିତି ସହ ପରିଚିତ କରାଇଲା। ପରିବାରର ସମସ୍ତ ସମର୍ଥନ ଏବଂ ପ୍ରେମ ପାଇଁ ଧନ୍ୟବାଦ। ମୁଁ ଜାଣେ ଏହା ଜାଣିବା ପରେ ଆପଣମାନଙ୍କ ହୃଦୟ ଭାଙ୍ଗିଯିବ। କିନ୍ତୁ ମୁଁ ଆଶା କରେ ଆପଣମାନେ ଆମ ଦୁହିଁଙ୍କୁ ପୃଥକ ଭାବରେ ପ୍ରେମ କରିବ। ଆପଣମାନଙ୍କ ସମର୍ଥନ ସର୍ବଦା ଆବଶ୍ୟକ ହେବ।' ସେହିପରି ଶମିତା ମଧ୍ୟ ଇନ୍‌ଷ୍ଟାଗ୍ରାମରେ ରାକେଶଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଘୋଷଣା କରିଛନ୍ତି।

ରାକେଶ ଏବଂ ଶମିତାଙ୍କ ବ୍ରେକଅପ୍ ବିଷୟରେ ଜାଣି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଦୀର୍ଘ ଦିନ ଧରି ଶମିତା ଶେଟ୍ଟୀ ଏବଂ ରାକେଶ ବାପତାଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଥିଲା। କିନ୍ତୁ ଦମ୍ପତି ସବୁବେଳେ ଏହି ରିପୋର୍ଟକୁ ଭୁଲ ବୋଲି କହିଥିଲେ। କିନ୍ତୁ ଏବେ ଉଭୟ ଖୋଦ ନିଜ ବ୍ରେକଅପ୍‌ ବିଷୟରେ ଘୋଷଣା କରିଛନ୍ତି। ଶମିତା ଏବଂ ରାକେଶ କାହିଁକି ଅଲଗା ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story