ନିରାଶ କଲେ ରଣବୀର, ସୁପର୍‌ ଫ୍ଲପ୍‌ ହେଲା 'ସମଶେରା'

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ ନିରାଶ କଲେ ଅଭିନେତା ରଣବୀର କପୁର। ଦର୍ଶକଙ୍କୁ ବାନ୍ଧି ରଖି ପାରିଲେନି ସେ। ମନକୁ ଛୁଇଁଲାନି ‘ସମଶେରା’। ଧମାଲ କରିବା ବଦଳରେ ୬ ଦିନରେ ହେଲା ସୁପର ଫ୍ଲପ୍‌। ବକ୍ସ ଅଫିସରେ ଫିକା ପଡିଗଲା ତାଙ୍କ ଫିଲ୍ମ। ଦୀର୍ଘ ସମୟ ପରେ ରଣବୀର ବଡ ପରଦାକୁ ଫେରିଛନ୍ତି । ଗତ ସପ୍ତାହରେ ରିଲିଜ୍‌ ହୋଇସାରିଛି ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମଶେରା’। କିନ୍ତୁ ଏବେ ଜଣାପଡୁଛି କି ଫିଲ୍ମଟି ବକ୍ସ ଅଫିସ୍‌ରେ ସେପରି ଧମାଲ୍‌ […]

ranbir-kapoor

ranbir-kapoor

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 05:05 PM IST

Sports

Latest News

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ ନିରାଶ କଲେ ଅଭିନେତା ରଣବୀର କପୁର। ଦର୍ଶକଙ୍କୁ ବାନ୍ଧି ରଖି ପାରିଲେନି ସେ। ମନକୁ ଛୁଇଁଲାନି 'ସମଶେରା'। ଧମାଲ କରିବା ବଦଳରେ ୬ ଦିନରେ ହେଲା ସୁପର ଫ୍ଲପ୍‌। ବକ୍ସ ଅଫିସରେ ଫିକା ପଡିଗଲା ତାଙ୍କ ଫିଲ୍ମ।

ଦୀର୍ଘ ସମୟ ପରେ ରଣବୀର ବଡ ପରଦାକୁ ଫେରିଛନ୍ତି । ଗତ ସପ୍ତାହରେ ରିଲିଜ୍‌ ହୋଇସାରିଛି ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସମଶେରା'। କିନ୍ତୁ ଏବେ ଜଣାପଡୁଛି କି ଫିଲ୍ମଟି ବକ୍ସ ଅଫିସ୍‌ରେ ସେପରି ଧମାଲ୍‌ କରି ପାରି ନାହିଁ। ଏହି ଫିଲ୍ମଟି  ୬ ଦିନରେ ୫୦ କୋଟି ବି ବ୍ୟବସାୟ କରିପାରି ନାହିଁ। ଛଅ ଦିନରେ ମାତ୍ର ୩୮.୪୫ କୋଟି ଟଙ୍କା କଲେକସନ୍‌ କରିଛି। ଫିଲ୍ମର କାହାଣୀ ସମସ୍ତଙ୍କୁ ନିରାଶ କରିଛି।

ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଥମ ସପ୍ତାହରେ ଏହି ଫିଲ୍ମର କଲେକସନ୍‌ରେ ବିଶେଷ କିଛି ବୃଦ୍ଧି ଘଟିନଥିଲା। ରିଲିଜ୍‌ ହେବାର ଦ୍ୱିତୀୟ ଦିନରେ ୧୦କୋଟି ଏବଂ ରବିବାର ଦିନ ୧୧ କୋଟି ବ୍ୟବସାୟ କରିଛି। ସୋମବାର ଅର୍ଥାତ୍‌ ଚତୁର୍ଥ ଦିନରେ ୨.୮୫ କୋଟି କରିଥିବାବେଳେ ମଙ୍ଗଳବାର ୨.୫୦ କୋଟିର ଆୟ କରିଛି ଫିଲ୍ମ। ସେହିରପି ବୁଧବାର ଦିନ ଫିଲ୍ମ ୨.୧୦ କୋଟି କରିଛି। ଏଥିରୁ ଜଣାପଡୁଛି ଫିଲ୍ମଟି ସୁପର୍‌ ଫ୍ଲପ୍‌ ହେଇଛି। ଆଶା କରାଯାଉଛି ଆଗକୁ ଏହି ଫିଲ୍ମଟି ୫୦ କୋଟି ବି ଛୁଇଁ ପାରିବ ନାହିଁ।

'ସମଶେରା' ଏକ ପିରିୟଡ୍, ଡ୍ରାମା-ଆକ୍ସନ୍ ଫିଲ୍ମ। ୧୫୦ କୋଟି ଟଙ୍କା ବଜେଟ୍‌ରେ ଏହାକୁ ନିର୍ମାଣ କରିଥିଲେ ନିର୍ଦ୍ଦେଶକ କରଣ ମଲହୋତ୍ରା। ସାରା ଦେଶରେ ୪୩୫୦ ପରଦାରେ ରିଲିଜ୍‌ ହୋଇଥିଲା। କିନ୍ତୁ ପରିସ୍ଥିତି ଏପରି କି ରିଲିଜ ହେବାର ଛଅ ଦିନ ପରେ ମଧ୍ୟ ହଲ୍‌ରେ ଧମାଲ୍‌ କରିପାରି ନାହିଁ।

ଏହି ଫିଲ୍ମର ଲିଡ୍‌ ରୋଲରେ ରଣବୀର କପୁର ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ବାଣୀ କପୁର ଅଛନ୍ତି। ସେହିପରି ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ସଞ୍ଚୟ ଦତ୍ତ, ରୋନିତ ରୟ, ଆଶୁତୋଷ ରାଣା। ୟଶ୍‌ ରାଜ ବ୍ୟାନର୍‌ ତଳେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁରଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିଛି। ଫିଲ୍ମ ଜରିଆରେ ପ୍ରଥମ କରି ରଣବୀର ଓ ବାଣୀଙ୍କ ଯୋଡି ପରଦାରେ ନଜର ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story