ଜମି ମାଫିଆଙ୍କ କବ୍‌ଜାରେ ଲକି ଅଲ୍ଲିଙ୍କ ଫାର୍ମ ହାଉସ, ସାହାଯ୍ୟ ମାଗିଲେ ସିଙ୍ଗର୍

ମୁମ୍ବାଇ: ସମସ୍ୟାରେ ଜଣାଶୁଣା ସିଙ୍ଗର ଲକି ଅଲ୍ଲି। ବାଙ୍ଗାଲୁରୁରେ ଥିବା ତାଙ୍କ ଫାର୍ମ ହାଉସକୁ ଅବୈଧ ରୂପେ ଜମି ମାଫିଆମାନେ କବ୍‌ଜା କରି ନେଇଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିନାହିଁ। ତେଣୁ ସେ ବାଧ୍ୟ ହୋଇ କର୍ଣ୍ଣାଟକ ଡିଜିପିଙ୍କୁ ଗୁହାରି କରିବା ସହ ଜନସାଧାରଣଙ୍କ ଆଗରେ ନିଜ ସମସ୍ୟା ବଖାଣିଛନ୍ତି। ସୋଶାଲ ମିଡିଆ ପୋଷ୍ଟ କରି ସେ ଡିଜିପିଙ୍କୁ ଅଭିଯୋଗ କରିି କହିଛନ୍ତି, ବେଙ୍ଗାଲୁରୁର ଲ୍ୟାଣ୍ଡ ମାଫିଆମାନେ ତାଙ୍କ […]

-lucky-ali

-lucky-ali

Madhupriya Mistry
  • Published: Monday, 05 December 2022
  • Updated: 05 December 2022, 01:46 PM IST

Sports

Latest News

ମୁମ୍ବାଇ: ସମସ୍ୟାରେ ଜଣାଶୁଣା ସିଙ୍ଗର ଲକି ଅଲ୍ଲି। ବାଙ୍ଗାଲୁରୁରେ ଥିବା ତାଙ୍କ ଫାର୍ମ ହାଉସକୁ ଅବୈଧ ରୂପେ ଜମି ମାଫିଆମାନେ କବ୍‌ଜା କରି ନେଇଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିନାହିଁ। ତେଣୁ ସେ ବାଧ୍ୟ ହୋଇ କର୍ଣ୍ଣାଟକ ଡିଜିପିଙ୍କୁ ଗୁହାରି କରିବା ସହ ଜନସାଧାରଣଙ୍କ ଆଗରେ ନିଜ ସମସ୍ୟା ବଖାଣିଛନ୍ତି।

ସୋଶାଲ ମିଡିଆ ପୋଷ୍ଟ କରି ସେ ଡିଜିପିଙ୍କୁ ଅଭିଯୋଗ କରିି କହିଛନ୍ତି, ବେଙ୍ଗାଲୁରୁର ଲ୍ୟାଣ୍ଡ ମାଫିଆମାନେ ତାଙ୍କ ଫାର୍ମ ହାଉସ ଉପରେ ଅବୈଧ ରୂପେ କବ୍‌ଜା କରିବାକୁ ଚେଷ୍ଟା କରୁଛନ୍ତି। ଏହି ମାମଲରେ ଜମି ମାଫିଆଙ୍କୁ ଜଣେ ମହିଳା ଆଇଏସ୍ ଅଧିକାରୀ ଓ ସ୍ଥାନୀୟ ପୁଲିସ ମଧ୍ୟ ସାହାଯ୍ୟ କରୁଥିବା ସିଙ୍ଗର ଦାବି କରିଛନ୍ତି।

ମୋ ପରିବାର ଓ ପିଲାମାନେ ଏକା ଅଛନ୍ତି । ସ୍ଥାନୀୟ ପୁଲିସଠାରୁ ମଧ୍ୟ ମୋତେ କୌଣସି ସହାୟତା ମିଳୁନି। ତେଣୁ ଏହି ଅବୈଧ କବ୍‌ଜାକୁ ରୋକିବା ପାଇଁ ଆପଣଙ୍କ ସହାୟତା ଲୋଡା। ବର୍ତ୍ତମାନ ମୁଁ ଦୁବାଇରେ ଅଛି । ଦୟାକରି ମୋତେ ସାହାଯ୍ୟ କରନ୍ତୁ ବୋଲି ନିଜ ପୋଷ୍ଟରେ ଲକି ଅଲ୍ଲି କହିଛନ୍ତି।

ଉଲ୍ଲେଖଯୋଗ, ଯେଉଁ ଜମିକୁ ନେଇ ବିବାଦ ଲାଗିଛି ସେଠାରେ ବଲିଉଡର ଭେଟେରାନ ସିଙ୍ଗର ଲକି ଅଲ୍ଲି ଗତ ୫୦ ବର୍ଷ ହେଲା ରହୁଛନ୍ତି। ତେଣୁ କର୍ଣ୍ଣାଟକ ଡିଜିପିଙ୍କୁ ଏହି ଅବୈଧ କବ୍‌ଜାକୁ ରୋକିବାକୁ ସେ ଗୁହାରି କରିଛନ୍ତି। ବର୍ତ୍ତମାନ ଲକି ଅଲ୍ଲି ଦୁବାଇରେ ଅଛନ୍ତି। ସେ ବି-ଟାଉନ୍ ବହୁ ବର୍ଷ ପୂର୍ବେ ଛାଡି ସାରିଛନ୍ତି। ଏବେ ସେ ବିଭିନ୍ନ ମ୍ୟୁଜିକ କନ୍‌ସର୍ଟରେ ବ୍ୟସ୍ତ ଅଛନ୍ତି।

ସେପଟେ ଲକି ଅଲ୍ଲିଙ୍କ ଏହି ଗୁହାରି ଶୁଣିବା ପରେ ଫ୍ୟାନମାନେ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିଜ ପ୍ରିୟ ସିଙ୍ଗରଙ୍କୁ ସମସ୍ୟାରେ ଦେଖି ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି। ଫ୍ୟାନ୍‌ମାନେ ତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଖୁବଶୀଘ୍ର ସିଙ୍ଗର ଲକି ଅଲ୍ଲିଙ୍କ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story