ସଲମାନଙ୍କ ବିରୋଧରେ ମାର୍‌ପିଟ୍ ଅଭିଯୋଗ ଆଣିଲେ ଏକ୍ସ-ଗାର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ରିଲେସନ୍‌ସିପ୍‌ରେ ଥିବା ବେଳେ ସଲମାନ କୁଆଡେ ନିଜ ଏକ୍ସ-ଗାର୍ଲଫ୍ରେଣ୍ଡଙ୍କୁ ମାର୍‌ପିଟ୍ କରୁଥିବା ଅଭିଯୋଗ ହୋଇଛି। ୯୦ ଦଶକର ଜଣାଶୁଣା ଅଭିନେତ୍ରୀ ସୋମି ଅଲି। ସେ ପ୍ରାୟତଃ ସଲମାନଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥାନ୍ତି। ନିକଟରେ ସେ ସୋଶାଲ ମିଡିଆରେ ପୋଷ୍ଟ ଜରିଆରେ ସଲମାନଙ୍କ ବିରୋଧ ଏକ ନୂଆ ଅଭିଯୋଗ ଆଣି […]

Somi ali and salman

Somi ali and salman

Madhupriya Mistry
  • Published: Saturday, 07 January 2023
  • Updated: 07 January 2023, 04:54 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ରିଲେସନ୍‌ସିପ୍‌ରେ ଥିବା ବେଳେ ସଲମାନ କୁଆଡେ ନିଜ ଏକ୍ସ-ଗାର୍ଲଫ୍ରେଣ୍ଡଙ୍କୁ ମାର୍‌ପିଟ୍ କରୁଥିବା ଅଭିଯୋଗ ହୋଇଛି।

୯୦ ଦଶକର ଜଣାଶୁଣା ଅଭିନେତ୍ରୀ ସୋମି ଅଲି। ସେ ପ୍ରାୟତଃ ସଲମାନଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥାନ୍ତି। ନିକଟରେ ସେ ସୋଶାଲ ମିଡିଆରେ ପୋଷ୍ଟ ଜରିଆରେ ସଲମାନଙ୍କ ବିରୋଧ ଏକ ନୂଆ ଅଭିଯୋଗ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ସେ କହିଛନ୍ତି, ସଲମାନ ଖାନ୍ ତାଙ୍କୁ ମାର୍‌ପିଟ୍ କରୁଥିଲେ। କେଳବ ସେତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିଲେ। ସୋମିଙ୍କ କହିବା ମୁତାବକ, ସଲମାନ ତାଙ୍କୁ ସିଗାରେଟ୍‌ରେ ଚେଙ୍କ ଲଗାଉଥିଲେ। ସେ ଯନ୍ତ୍ରଣାରେ ଥିବା ଦେଖି ସଲମାନ ହସୁଥିଲେ। ସମସ୍ତ ସାଙ୍ଗସାଥୀଙ୍କ ଆଗରେ ତାଙ୍କୁ ଇନ୍‌ସଲ୍ଟ କରାଉଥିଲେ। କେବଳ ସେତିକି ନୁହେଁ ସଲମାନ ଅନେକ ଅଭିନେତ୍ରୀଙ୍କ କ୍ୟାରିୟର ବର୍ବାଦ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତିି।

ଏଭଳି ଅଭିଯୋଗ ଆଣିବା ବିଷୟରେ ସୋମି କହିଛନ୍ତି, ‘୨୦ବର୍ଷ ପରେ ମୁଁ ଚାହୁଁଛି ଯେ, ସଲମାନ ମୋତେ ଏଥିପାଇଁ କ୍ଷମା ମାଗନ୍ତୁ। ପୂର୍ବରୁ ମୁଁ ତାଙ୍କୁ କିଛି କହିନଥିଲି। ତାଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା। ହେଲେ ୨୦ବର୍ଷ ପରେ ‌ସେ ପୁଣି ମୋ ପଛରେ ଲାଗିଛନ୍ତି। ସଲମାନ ପ୍ଲସରେ ପ୍ରସାରିତ ହେଉଥିବା ମୋର ସୋ’ ଫାଇଟ୍ ଆଣ୍ଡ ପ୍ଲାଇଟ୍‌କୁ ଭାରତରେ ବ୍ୟାନ୍ କରିବା ପାଇଁ ନିଜର ସବୁ ପରିଶ୍ରମ ଲଗାଇ ଦେଇଛନ୍ତି। ଫାଇଟ୍ ଆଣ୍ଡ ଫ୍ଲାଇଟ୍ ଜରିଆରେ ଆମେ ଅନେକ ଛୋଟ ଛୁଆ, ମହିଳା ଓ ପୁରୁଷଙ୍କ ଜୀବନ ରକ୍ଷା କରିପାରିଥାନ୍ତୁ। କିନ୍ତୁ ସଲମାନ ଏହା ଘଟିବାକୁ ଦେଇନଥିଲେ। ଏହା ଦେଖି ମୁଁ କହିବାକୁ ସାହସ ପାଇଲି, ନଚେତ୍ ମୁଁ ତାଙ୍କ ବିରୁଦ୍ଧରେ କଦାପି କହି ନ ଥା'ନ୍ତି।’

ସୋମି ଅଲିଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କୁ ଏବେ ସୋଶାଲ ମିଡିଆ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଚର୍ଚ୍ଚିତ ହେବା ପାଇଁ ସୋମି, ସଲମାନଙ୍କ ଉପରେ ଏଭଳି ଆରୋପ ଲଗାଉଥିବା କହି ସଲମାନଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିଥିଲେ। ଖୁବଶୀଘ୍ର କ୍ଷମା ମାଗିବାକୁ ୟୁଜର୍ସମାନେ ଦାବି କରିଛନ୍ତି।

ସେପଟେ ସୋମି ଅଲି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ ଚର୍ଚ୍ଚିତ ହେବା ପାଇଁ ମୁଁ କିଛି କରିନାହିଁ। କିଛି ବର୍ଷ ତଳେ ପାକିସ୍ତାନର ଜଣେ ରୋଷେୟା ମୋ ସହ ଅସଦାଚରଣ କରିଥିଲେ, ଯାହାକୁ ମୁଁ ବିରୋଧ କରିଥିଲି। ଯଦି ମୁଁ କେବଳ ସୁପରଷ୍ଟାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିବାକୁ ଚାହିଁଥାନ୍ତି, ତେବେ ଜଣେ ସାଧାରଣ ରୋଷେୟା ବିରୋଧରେ ମୁହଁ ଖୋଲିନଥାନ୍ତି। ମୋ ସହ କମ ବୟସରେ ଯାହା ଘଟିଥିଲା, ତାହା କାହା ସହ ନଘଟୁ ବୋଲି ମୁଁ ଚାହୁଁଥିବାରୁ ‘ନୋ ମ‌ୋର ଟିୟର୍ସ’ ନାମକ ଏନଜିଓ ଆରମ୍ଭ କରିଥିଲି। ଏହି ଏନଜିଓ ମାଧ୍ୟମରେ ମୁଁ ମାନବ ଚାଲାଣ ଏବଂ ଘରୋଇ ହିଂସାର ଶିକାର ହୋଇଥିବା ଶିଶୁ ଏବଂ ମହିଳାମାନଙ୍କୁ ମୁଁ ଉଦ୍ଧାର କରୁଛି। ଏଭଳି ହିଂସାକୁ ନେଇ ମୁଁ ଡିସ୍କଭରୀ ପ୍ଲସରେ ‘ଫାଇଟ୍ ଅର୍ ଫ୍ଲାଇଟ’ ସିରିଜ୍ ଆରମ୍ଭ କରିଥିଲି। ହେଲେ ସଲମାନ ଏହାକୁ ବନ୍ଦ କରିଦେଲେ।’

ସେପଟେ ସୋମିଙ୍କ ଏହି ଅଭିଯୋଗ ନେଇ ଏ ଯାଏଁ ସଲମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

View this post on Instagram

A post shared by Somy Ali (@realsomyali)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story