ନିଜ ବିବାହକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସେ ତାଙ୍କ ବୟଫ୍ରେଣ୍ଡ ଜହିର ଇକବାଲଙ୍କ ସହ ଖୁବଶୀଘ୍ର ବିବାହ କରିବେ। ଏଭଳି କିଛି ଚର୍ଚ୍ଚା ଏବେ ବି-ଟାଉନରେ ଜୋର ଧରିଛି। ନିକଟରେ ସୋନାକ୍ଷୀଙ୍କ ଜନ୍ମଦିନ ଅବସରରେ ଜହିର ତାଙ୍କୁ ଶୁଭେଚ୍ଛା ଜଣାଇବ ସହ ଆଉ ଲଭ୍‌ ୟୁ କହିଥିଲେ। ଏହାପରେ ଏଭଳି କିଛି ଗୁଜବ ଆରମ୍ଭ ହୋଇଛି। ଏବେ ସୋନାକ୍ଷୀ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସୋନାକ୍ଷୀ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ […]

sonakshi-sinha

sonakshi-sinha

Madhupriya Mistry
  • Published: Wednesday, 08 June 2022
  • Updated: 08 June 2022, 04:39 PM IST

Sports

Latest News

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସେ ତାଙ୍କ ବୟଫ୍ରେଣ୍ଡ ଜହିର ଇକବାଲଙ୍କ ସହ ଖୁବଶୀଘ୍ର ବିବାହ କରିବେ। ଏଭଳି କିଛି ଚର୍ଚ୍ଚା ଏବେ ବି-ଟାଉନରେ ଜୋର ଧରିଛି। ନିକଟରେ ସୋନାକ୍ଷୀଙ୍କ ଜନ୍ମଦିନ ଅବସରରେ ଜହିର ତାଙ୍କୁ ଶୁଭେଚ୍ଛା ଜଣାଇବ ସହ ଆଉ ଲଭ୍‌ ୟୁ କହିଥିଲେ। ଏହାପରେ ଏଭଳି କିଛି ଗୁଜବ ଆରମ୍ଭ ହୋଇଛି। ଏବେ ସୋନାକ୍ଷୀ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି।

ସୋନାକ୍ଷୀ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରି ନିଜ ବିବାହକୁ ନେଇ ହେଉଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ସୋନାକ୍ଷୀ ଭିଡିଓରେ ଶାହାରୁଖ ଖାନ୍‌ଙ୍କ ଡାଏଲଗରେ ଲିପସିଙ୍କ କରୁଥିବା ଦେଖିବାକୁ ମିଳିଛି। 'ମୋତେ ଭଲ ଲାଗୁଛି, ବହୁତ ମଜା ଆସୁଛି।' ବୋଲି ଭିଡିଓରେ ସୋନାକ୍ଷୀ କହୁଛନ୍ତି। ଏଥିସହ କ୍ୟାପସନରେ 'କାହିଁକି ହାତ ଧୋଇ ମୋ ପଛରେ ପଡି ମୋ ବିବାହ କରାଇବାକୁ ଚାହୁଁଛ।' ବୋଲି ଲେଖିଛନ୍ତି।

ଏହି ଭିଡିଓକୁ ଶେଆର କରି ସୋନାକ୍ଷୀ ଗୁଜବ ସୃଷ୍ଟି କୁରଥିବା ୟୁଜର୍ସଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ବିବାହ ଖବରକୁ ନେଇ ସୋନାକ୍ଷୀଙ୍କ ଏଭଳି ପ୍ରତିକ୍ରିୟା ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ସୋଶାଲ ମିଡିଆରେ ଖୁବ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।

ସୋନାକ୍ଷୀ ସିହ୍ନା ତାଙ୍କ ଭିଡିଓରୁ ସ୍ପଷ୍ଟ କରିଛନ୍ତି ଯେ ସେ ଏବେ ବିବାହ କରୁନାହାଁନ୍ତି। କିନ୍ତୁ ଜହିର ଇକବାଲଙ୍କ ସହ ତାଙ୍କ ସମ୍ପର୍କ ଉପରେ ସେ ଏପର୍ଯ୍ୟନ୍ତ ଖୋଲାଖୋଲି କିଛି କହି ନାହାଁନ୍ତି।

View this post on Instagram

A post shared by Sonakshi Sinha (@aslisona)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story