ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ନୂଆଦିଲ୍ଲୀ : ଭାରତ-ଚୀନ୍‌ ବିବାଦ ପରେ କେନ୍ଦ୍ର ସରକାର ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶବାସୀ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବଲିଉଡ୍‌ର ଅନେକ ସେଲେବ୍ରିଟିଙ୍କ ସହିତ ସିଙ୍ଗର୍‌ ସୋନୁ ନିଗମ୍‌ ମଧ୍ୟ ଚାଇନିଜ୍‌ ଆପ୍‌ ବ୍ୟାନକୁ ସମର୍ଥନ ଜଣାଇବା ସହିତ ଚାଇନିଜ୍‌ ଜିନିଷକୁ ବହିଷ୍କାର କରିବା ପାଇଁ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି। ସୋଶାଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରି ସୋନୁ କହିଛନ୍ତି, ‘ନମସ୍କାର, ମୁଁ ଭାରତବାସୀ […]

sonu33

sonu33

Puspanjali Panda
  • Published: Wednesday, 01 July 2020
  • Updated: 01 July 2020, 02:07 PM IST

Sports

Latest News

ନୂଆଦିଲ୍ଲୀ : ଭାରତ-ଚୀନ୍‌ ବିବାଦ ପରେ କେନ୍ଦ୍ର ସରକାର ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶବାସୀ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବଲିଉଡ୍‌ର ଅନେକ ସେଲେବ୍ରିଟିଙ୍କ ସହିତ ସିଙ୍ଗର୍‌ ସୋନୁ ନିଗମ୍‌ ମଧ୍ୟ ଚାଇନିଜ୍‌ ଆପ୍‌ ବ୍ୟାନକୁ ସମର୍ଥନ ଜଣାଇବା ସହିତ ଚାଇନିଜ୍‌ ଜିନିଷକୁ ବହିଷ୍କାର କରିବା ପାଇଁ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି।

ସୋଶାଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରି ସୋନୁ କହିଛନ୍ତି, ‘ନମସ୍କାର, ମୁଁ ଭାରତବାସୀ ମଧ୍ୟରୁ ଜଣେ। ଭାରତୀୟ ସେନା ଲଦାଖକୁ ବର୍ଡରକୁ ଯାଉଥିବା ଗତକାଲି ମୁଁ ଏକ ଭିଡିଓରେ ଦେଖିଲି। ଯେଉଁଥିରେ ଜଣେ ଯବାନ କହିଛନ୍ତି, ଆପଣମାନେ ନିଜ ଘରେ ଆରାମ କରନ୍ତୁ, ଶାନ୍ତିରେ ଶୁଅନ୍ତୁ। ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କର ରକ୍ଷା କରିବୁ। ଏହି ଭିଡିଓ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଛି। ଯବାନମାନେ କେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇ ଆମର ରକ୍ଷା କରୁଛନ୍ତି, ସେ ବିଷୟରେ ଭାରତୀୟମାନେ ଅନଭିଜ୍ଞ ଅଛନ୍ତି। ଦୁର୍ଭାଗ୍ୟର କଥା ଏହା ଯେ ଚୀନ୍‌ ବୁଝାମଣା କିମ୍ୱା ପ୍ରେମର ଭାଷା ବୁଝି ପାରୁନାହିଁ। ଆମ ଦେଶବାସୀ ଓ ଯବାନକୁ ସେ ଆହ୍ୱାନ ଦେଉଛି।’

https://www.instagram.com/tv/CB98coIhe-l/?utm_source=ig_web_copy_link

‘ମୋର କେବଳ ଆପଣମାନଙ୍କ ନିକଟରେ ଗୋଟିଏ ଅନୁରୋଧ ଚାଇନିଜ୍‌ ଜିନିଷର ବହିଷ୍କାର କରନ୍ତୁ। ଆମ ବୀର ଯବାନ ଓ ଦେଶ ପାଇଁ ଆମେ ଏସବୁ ନିଶ୍ଚିନ୍ତ କରିପାରିବା। ଯବାନ ସୀମାକୁ ଯାଇ ନିଜର ଜୀବନ ଦେଉଛି। କ’ଣ ଆମେ ଏହି ଛୋଟ କାମ କରିପାରିବା ନାହିଁ। ମୁଁ ଜାଣେ ଏପରି କିଛି ଜିନିଷ ନାହିଁ, ଯାହାକୁ ତ୍ୟାଗ କରିବା ପାଇଁ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡ଼ିବ। ଯଦି ଆମେ ଦୃଢ଼ ନିଷ୍ପତ୍ତି ନେବା ଏସବୁ ସମ୍ଭବ ହୋଇପାରିବ।’

ସୋନୁ ନିଗମ୍‌ ଆହୁରି ମଧ୍ୟ କହିଛନ୍ତି, ‘ ଜୁମ୍‌ କଲ୍‌ ମୁଁ ମଧ୍ୟ ବ୍ୟବହାର କରୁଛି ଏବଂ ଏହି ଆପ୍‌ର ବ୍ୟବହାର ବନ୍ଦ କରିବା ପାଇଁ ମୁଁ ପୂରା ଚେଷ୍ଟା କରିବି। ଯଦି ଆପଣ ଚାଇନିଜ୍‌ ପ୍ରଡକ୍ଟ କିଣିଛନ୍ତି, ତେବେ ସେଗୁଡ଼ିକୁ ଭାଙ୍ଗନ୍ତୁ ନାହିଁ। ଏହାଦ୍ୱାରା ଆମର ଓ ଦେଶର ହିଁ କ୍ଷତି ହେବ। ହେଲେ ଯେ କୌଣସି ନୂଆ ଜିନିଷ ନେବା ପୂର୍ବରୁ ଏହାର ଚାଇନିଜ୍‌ କିମ୍ୱା ନୁହେଁ, ତାହା ଚେକ୍ କରି ଆଣନ୍ତୁ।

ସୂଚନାଯୋଗ୍ୟ, କରୋନା ଲକଡାଉନ୍‌ ପାଇଁ ସୋନୁ ନିଗମ୍‌ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ଜଡ଼ିତ ରହିଛନ୍ତି। ନିକଟରେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ବିରୋଧ କରି ସେ ଚର୍ଚ୍ଚାରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story