ହେଲ୍ପଲେସ୍ ହେଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ । କରୋନା କାଳରେ ସେ ପାଲଟିଛନ୍ତି ସଙ୍କଟ ମୋଚକ । କରୋନା ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ରୋଗିମାନଙ୍କ ପାଇଁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ, ଔଷଧ ଓ ଆମ୍ବୁଲାନ୍ସ ସବୁ କିଛି ଯୋଗାଉଛନ୍ତି । ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗିଙ୍କୁ ବଞ୍ଚାଇ ପାରୁନଥିବା ଯୋଗୁ ସୋନୁ ଦୁଃଖ ପ୍ରକାଶ କରିଛନ୍ତି । […]

Sonu sood

Sonu sood

Madhupriya Mistry
  • Published: Monday, 24 May 2021
  • Updated: 25 May 2021, 02:13 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ । କରୋନା କାଳରେ ସେ ପାଲଟିଛନ୍ତି ସଙ୍କଟ ମୋଚକ । କରୋନା ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ରୋଗିମାନଙ୍କ ପାଇଁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ, ଔଷଧ ଓ ଆମ୍ବୁଲାନ୍ସ ସବୁ କିଛି ଯୋଗାଉଛନ୍ତି । ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗିଙ୍କୁ ବଞ୍ଚାଇ ପାରୁନଥିବା ଯୋଗୁ ସୋନୁ ଦୁଃଖ ପ୍ରକାଶ କରିଛନ୍ତି ।

ଭାବୁକ ହୋଇପଡିଛନ୍ତି ଅଭିନେତା ସୋନୁ ସୁଦ୍ । ନିକଟରେ ଟୁଇଟ କରି ନିଜକୁ ହେଲ୍ପଲେସ୍ ଫିଲ୍ କରୁଥିବା ସେ କହିଛନ୍ତି । ସୋନୁ ନିଜ ଟୁଇଟ୍‌ରେ ଲେଖିଛନ୍ତି, ଯେଉଁ ରୋଗିମାନଙ୍କୁ ତୁମେ ବଂଚାଇବାକୁ ଚେଷ୍ଟା କରୁଛ, ତାଙ୍କୁ ହରାଇଦେବା ନିଜ ଲୋକଙ୍କୁ ହରାଇବାଠାରୁ କମ୍ ନୁହେଁ । ଯେଉଁ ପରିବାର ଲୋକଙ୍କୁ ଆପଣ ଜୀବନ ବଂଚାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିବେ, ସେହି ପରିବାର ଲୋକଙ୍କ ସହ ଆଖିରେ ଆଖି ମିଶାଇବା କଷ୍ଟକର ହୋଇପଡେ । ଆଜି ସେମିତି କିଛି ଲୋକଙ୍କୁ ମୁଁ ହରାଇଦେଇଛି । ନିଜକୁ ଅସହାମ ମନେ କରୁଛି ବୋଲି ସୋନୁ ଲେଖିଛନ୍ତି । ସୋନୁଙ୍କ ଏହି ଟୁଇଟ୍ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି।

https://twitter.com/SonuSood/status/1396528278140162049?s=20

ସୋନୁ ଏବେ ଚୀନ୍‌, ଫ୍ରାନ୍ସ ଓ ତାଇୱାନ ସହ ମିଳିତ ସହଯୋଗରେ ଭାରତରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାରେ ବ୍ୟସ୍ତ ଅଛନ୍ତି । ଫ୍ରାନ୍ସଠାରୁ ଅକ୍ସିଜେନ ପ୍ଲାଣ୍ଟ ଏବଂ ଉପକରଣ କିଣି ଦେଶର ଦିଲ୍ଲୀ, ପଂଜାବ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶକୁ ଅକ୍ସିଜେନ ଯୋଗାଣ ନେଇ ଉଦ୍ୟମ ଜାରି ରଖିଛନ୍ତି । ସୋନୁଙ୍କ ଟିମ୍‌ରେ ଏବେ ୪୦୦ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇ ଗାଁ ଗାଁରେ ଲୋକଙ୍କ ସହାୟତା ଜାରି ରଖିଛନ୍ତି ।

ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖିବା ପାଇଁ ସୋନୁ ଉଦ୍ୟମ ଚଳାଇଛନ୍ତି । ଅକ୍ସିଜେନ ଅଭାବରୁ ଯେପରି କାହାର ଜୀବନ ନଯାଉ ସେଥିପ୍ରତି ମଧ୍ୟ ସଜାଗ ହେଉଛନ୍ତି ସୋନୁ । ଏଥିଲାଗି ପର୍ଯ୍ୟାପ୍ତ ପରିମାଣରେ କରୋନା ପ୍ଲାଣ୍ଟ ବସାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଅଭିନେତା ସୋନୁ ସୁଦ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story