ବିବାହର ୪ ଦିନ ପୂର୍ବରୁ ଶୁଟିଂ ସେଟ୍‌ରେ ଗଳି ପଡ଼ିଲେ ଅଭିନେତା ନାଗା

ହାଇଦ୍ରାବାଦ: ଶୁଟିଂ ସେଟ୍‌ରେ ଗଳି ପଡିଲେ ଅଭିନେତା। ବିବାହର ୪ ଦିନ ପୂର୍ବରୁ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡିଗଲେ ସାଉଥ ସୁପରଷ୍ଟାର ନାଗା ସୌର୍ଯ୍ୟ। ଫିଲ୍ମ ଶୁଟିଂ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଯିବାରୁ ଏଭଳି ହୋଇଥିବା କୁହାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ନାଗା ତାଙ୍କ ଅପ୍‌କମିଂ ଫିଲ୍ମ ଏନ୍‌ଏସ୍‌-୨୪ର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍ ଶୁଟିଂ ସେଟ୍‌ରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି […]

south-actor-naga-shaurya

south-actor-naga-shaurya

Madhupriya Mistry
  • Published: Thursday, 17 November 2022
  • Updated: 17 November 2022, 02:51 PM IST

Sports

Latest News

ହାଇଦ୍ରାବାଦ: ଶୁଟିଂ ସେଟ୍‌ରେ ଗଳି ପଡିଲେ ଅଭିନେତା। ବିବାହର ୪ ଦିନ ପୂର୍ବରୁ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡିଗଲେ ସାଉଥ ସୁପରଷ୍ଟାର ନାଗା ସୌର୍ଯ୍ୟ। ଫିଲ୍ମ ଶୁଟିଂ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଯିବାରୁ ଏଭଳି ହୋଇଥିବା କୁହାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

ନାଗା ତାଙ୍କ ଅପ୍‌କମିଂ ଫିଲ୍ମ ଏନ୍‌ଏସ୍‌-୨୪ର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍ ଶୁଟିଂ ସେଟ୍‌ରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଥିଲେ। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାଗାଙ୍କୁ ହାଇ ଗ୍ରେଡ୍ ଭାଇରାଲ ଫିବର ଏବଂ ଡିହାଇଡ୍ରେସନ ହୋଇଥିବା ଜଣାପଡିଛି। ତୁରନ୍ତ ତାଙ୍କୁ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରଲୋଜିରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସାରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ଲାଗିଛନ୍ତି।

ଏନ୍‌ଏସ୍‌-୨୪ ଫିଲ୍ମ ପାଇଁ ତାଙ୍କୁ ଖାସ୍ ଫିଟନେସ୍ ବନାଇବାକୁ ପଡିଛି। ଏଥିପାଇଁ ତାଙ୍କୁ ବିଶେଷ ଡାଏଟ୍ ଫଲୋ କରିବାକୁ ପଡୁଛି। ଏଥିପାଇଁ ସେ ନୋ ୱାଟର ଡାଏଟ୍‌ରେ ମଧ୍ୟ ଥିଲେ। ଏହାର ଅର୍ଥ ସେ କୌଣସି ପ୍ରକାରର ତରଳ ଖାଦ୍ୟ ଖାଉନଥିଲେ। ନନ୍ ଲିକ୍ୱିଡ ଡାଏଟ୍‌ରେ ରହିବା ସହ ସେ ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ୱାର୍କଆଉଟ୍ ମଧ୍ୟ କରୁଥିଲେ। ଫିଲ୍ମ ପାଇଁ ସିକ୍ସ ପ୍ୟାକ୍ ଆବଶ୍ୟକ ଥିବାରୁ ଅତ୍ୟଧିକ ୱାକଆଉଟ୍ ଯୋଗୁଁ ତାଙ୍କୁ ଏଭଳି ସମସ୍ୟା ହୋଇଛି ବୋଲି କୁହାଯାଉଛି।

ଆସନ୍ତା ୨୦ ତାରିଖରେ ଅଭିନେତା ନାଗା ସୌର୍ଯ୍ୟ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହର ୪ ଦିନ ପୂର୍ବରୁ ହିଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି। ନାଗା ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଅନୁଷା ଶେଟ୍ଟୀଙ୍କୁ ବିବାହ କରିବେ। ନିକଟରେ ନାଗା ଓ ଅନୁଷାଙ୍କ ୱେଡିଂ କାର୍ଡ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ୨୦୧୧ରେ ନାଗା ସାଉଥ ଫିଲ୍ମ ଗାର୍ଲସ୍ ଆଣ୍ଡ ବିୟର ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ନାଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story