ଆଖି ବୁଜିଲେ ଅଭିନେତା, ଚାଲିଗଲେ ପ୍ରଭାସଙ୍କ ଅଙ୍କଲ୍‌

ହାଇଦ୍ରାବାଦ: ଆଖି ବୁଜିଲେ ଅଭିନେତା। ଆଉ ନାହାନ୍ତ ବାହୁବଳୀ ଫେମ୍‌ ଅଭିନେତା ପ୍ରଭାସଙ୍କ ଅଙ୍କଲ। ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ଦେହାନ୍ତ ହୋଇଛି। ୮୨ ବର୍ଷ ବୟସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି। ୟୁଭି କ୍ରିଷ୍ଣମ ରାଜୁ ଦୀର୍ଘ ଦିନ ହେବ […]

veteran-actor-krishnam-raju

veteran-actor-krishnam-raju

Madhupriya Mistry
  • Published: Sunday, 11 September 2022
  • Updated: 11 September 2022, 11:34 AM IST

Sports

Latest News

ହାଇଦ୍ରାବାଦ: ଆଖି ବୁଜିଲେ ଅଭିନେତା। ଆଉ ନାହାନ୍ତ ବାହୁବଳୀ ଫେମ୍‌ ଅଭିନେତା ପ୍ରଭାସଙ୍କ ଅଙ୍କଲ। ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ଦେହାନ୍ତ ହୋଇଛି। ୮୨ ବର୍ଷ ବୟସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି।

Prabhas' Uncle Krishnam Raju Responds To Rebel Star's Wedding Rumours; Here's What He Has To Say! - Filmibeat

ୟୁଭି କ୍ରିଷ୍ଣମ ରାଜୁ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ସୂଚନା ମୁତାବକ, ସେ କରୋନାରେ ଆକ୍ରାନ୍ତ ହେବା ପରେ ଅନେକ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କୁ ଅଗଷ୍ଟ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। କ୍ରିଷ୍ଣମ ରାଜୁଙ୍କର ପତ୍ନୀ ଓ ୩ ଝିଅ ଅଛନ୍ତି। ତା ଛଡ଼ା ବାହୁବଳୀ ଷ୍ଟାର ପ୍ରଭାସଙ୍କର ସେ ହଉଛନ୍ତି ଅଙ୍କଲ ବା କକା।

Krishnam Raju says, I can't direct Prabhas

ପ୍ରାୟ ୫ ଦଶନ୍ଧି ଧରି ତେଲୁଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର ବୋଲି କୁହାଯାଏ। ସେ ୧୯୬୬ରେ ତେଲୁଗୁ ଫିଲ୍ମ 'ଚିଲାକା ଗୋରିଙ୍କା'ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଆକ୍ସନ, ଥ୍ରିଲର୍‌, ଐତିହାସିକ ଓ ପୌରାଣିକ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ଅମର ଦୀପମ, ସୀତା ରାମୁଲୁ, କଟକାଟାଲ ରୁଦ୍ରାୟ ଆଦି ଅନେକ ହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କୁ ଅନେକ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story