ବାପା ହେବେ ଆର୍‌ଆର୍‌ଆର୍ ଷ୍ଟାର୍ ରାମଚରଣ

ହାଇଦ୍ରାବାଦ: ବାପା ହେବେ ସାଉଥର ସୁପରଷ୍ଟାର୍ ତଥା ଆର୍‌ଆର୍‌ଆର୍ ଫେମ୍ ରାମଚରଣ । ତାଙ୍କ ଘରକୁ ଖୁବଶୀଘ୍ର ଆସିବ କୁନି ଅତିଥି । ବିବାହର ଦଶ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ରାମଚରଣଙ୍କ ପତ୍ନୀ ଉପାସନା। ଏନେଇ ଖୋଦ୍ ଏହି ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ସେପଟେ ରାମଚରଣଙ୍କ ବାପା ତଥା ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ମଧ୍ୟ ସେଶାଳ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ଶେଆର କରିଛନ୍ତି। ସେ ଏକ […]

Ram Charan and Upasana

Ram Charan and Upasana

Madhupriya Mistry
  • Published: Wednesday, 14 December 2022
  • Updated: 14 December 2022, 11:59 AM IST

Sports

Latest News

ହାଇଦ୍ରାବାଦ: ବାପା ହେବେ ସାଉଥର ସୁପରଷ୍ଟାର୍ ତଥା ଆର୍‌ଆର୍‌ଆର୍ ଫେମ୍ ରାମଚରଣ । ତାଙ୍କ ଘରକୁ ଖୁବଶୀଘ୍ର ଆସିବ କୁନି ଅତିଥି । ବିବାହର ଦଶ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ରାମଚରଣଙ୍କ ପତ୍ନୀ ଉପାସନା। ଏନେଇ ଖୋଦ୍ ଏହି ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ସେପଟେ ରାମଚରଣଙ୍କ ବାପା ତଥା ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ମଧ୍ୟ ସେଶାଳ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ଶେଆର କରିଛନ୍ତି। ସେ ଏକ ଫଟୋ ଶେଆର କରିଛନ୍ତି। ଏଥିରେ ଭଗବାନ ହନୁମାନଙ୍କ ଫଟୋ ଅଛି ଏଥିସହ ତଳେ ଖୁସି ଖବର ବୋଲି ଲେଖା ଅଛି  ଚିରଞ୍ଜିବୀ ଜେଜେ ବାପା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି।

View this post on Instagram

A post shared by Ram Charan (@alwaysramcharan)

ରାମଚରଣ ଓ ଉପାସନା ଉଭୟ କଲେଜ ସାଙ୍ଗ । କଲେଜରେ ପାଠ ପଢ଼ିବା ବେଳେ ଦୁଇ ଜଣ ଭଲ ସାଙ୍ଗ ଥିଲେ । କିନ୍ତୁ ପରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା। ଦୁଇ ବର୍ଷ କାଳ ପରସ୍ପରକୁ ଡେଟ୍ କରିବା ପରେ ୨୦୧୧ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଏହାପରେ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରାମଚରଣ ଓ ଉପାସନା। ଏବେ ଉଭୟଙ୍କ ବିବାହକୁ ୧୦ ବର୍ଷ ପୂରିଛି। ଦୀର୍ଘ ଦିନ ପରେ ରାମ ଓ ଉପାସନାଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି। ଉଭବ ବାପା-ମା’ ହେବାକୁ ଯାଉଥିବା ନେଇ ବେଶ୍ ଖୁସି ଅଛନ୍ତି।

ଉଲ୍ଲେଖଯୋଗ୍ୟ, ରାମଚରଣ ଜଣେ ଫିଲ୍ମ ଷ୍ଟାର୍ ହୋଇଥିବା ବେଳେ ତାଙ୍କ ପତ୍ନୀ ଉପାସନା ପେଶାରେ ଜଣେ ବିସ୍‌ନେସ୍ ୱୁମେନ୍। ସେ ଆପୋଲ ହସ୍ପିଟାଲର ଅଧ୍ୟକ୍ଷ ପ୍ରତାପ ରେଡ୍ଡୀଙ୍କ ନାତୁଣୀ। ଉପାସନା ନିଜେ ଆପୋଲ ଲାଇଫର ଉପାଧ୍ୟକ୍ଷା। ଏଥିସହ ସେ ବି ପଜିଟିଭ ମାଗାଜିନ୍‌ର ସମ୍ପାଦିକା ମଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story