Advertisment

ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ: ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ଆକ୍ରାନ୍ତ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆଜି ସକାଳେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ନିୟମ ଅନୁସାରେ ‘ଆଚାର୍ଯ୍ୟର ଶୁଟିଂ ପୂର୍ବରୁ କୋଭିଡ୍ ଟେଷ୍ଟ୍ କରାଇଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ୍ ଆସିଛି।’ ఆచార్య షూటింగ్ ప్రారంభించాలని,కోవిడ్ టెస్ట్ చేయించుకున్నాను. రిజల్ట్ పాజిటివ్. నాకు ఎలాంటి కోవిడ్ లక్షణాలు లేవు.వెంటనే హోమ్ క్వారంటైన్ అయ్యాను.గత 4-5 రోజులుగా నన్ను కలిసినవారందరిని టెస్ట్ చేయించుకోవాలిసిందిగా కోరుతున్నాను.ఎప్పటికప్పుడు […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଚିରଞ୍ଜୀବୀଙ୍କୁ କରୋନା

chiranjivi2

ନୂଆଦିଲ୍ଲୀ: ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ଆକ୍ରାନ୍ତ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆଜି ସକାଳେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Advertisment

ସେ ଲେଖିଛନ୍ତି, ନିୟମ ଅନୁସାରେ ‘ଆଚାର୍ଯ୍ୟର ଶୁଟିଂ ପୂର୍ବରୁ କୋଭିଡ୍ ଟେଷ୍ଟ୍ କରାଇଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ୍ ଆସିଛି।’

Advertisment


ଚିରଞ୍ଜୀବୀ ଆହୁରି ଲେଖିଛନ୍ତି ଯେ ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ତେବେ ପଜିଟିଭ୍ ବାହାରିଥିବା ଯୋଗୁ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଚିରଞ୍ଜୀବୀ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ସେମାନଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତେବେ ଏହି ଫଟୋରେ ଉଭୟ ମାସ୍କ ପିନ୍ଧି ନଥିଲେ।