୩ ଦିନ ଧରି ଚାଲିବ କେ.ଏଲ୍ ରାହୁଲ ଓ ଆଥିଆଙ୍କ ବିବାହ!

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ପୁଣି ବାଜିବ ଶାହାନାଇ। ହାତକୁ ଦି ହାତ ହେବେ କ୍ରିକେଟର୍ କେ ଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ଏମାନଙ୍କ ବିବାହ ଉପରେ ଏବେ ଫାଇନାଲ ମୋହର ବାଜି ସାରିଥିବା କୁହାଯାଉଛି। ରିପୋର୍ଟ ମୁତାବକ, ଜାନୁଆରୀ ୨୩ରେ ସାତ ଫେରା ନେବେ କେଏଲ୍ ରାହୁଲ ଓ ଆଥିଆ। ଏମାନଙ୍କ ବିବାହ ତିନି ଦିନ ଧରି ଚାଲିବ। ହଳଦୀ, ମେହନ୍ଦି ସଙ୍ଗୀତ ଆଦି ତିନି ଦିନ ହେବ। ସୁନୀଲ ଶେଟ୍ଟୀ ନିଜ ଖଣ୍ଡାଲା […]

athiya-shetty--kl-rahul

athiya-shetty--kl-rahul

Madhupriya Mistry
  • Published: Thursday, 12 January 2023
  • Updated: 12 January 2023, 03:50 PM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ପୁଣି ବାଜିବ ଶାହାନାଇ। ହାତକୁ ଦି ହାତ ହେବେ କ୍ରିକେଟର୍ କେ ଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ଏମାନଙ୍କ ବିବାହ ଉପରେ ଏବେ ଫାଇନାଲ ମୋହର ବାଜି ସାରିଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ଜାନୁଆରୀ ୨୩ରେ ସାତ ଫେରା ନେବେ କେଏଲ୍ ରାହୁଲ ଓ ଆଥିଆ। ଏମାନଙ୍କ ବିବାହ ତିନି ଦିନ ଧରି ଚାଲିବ। ହଳଦୀ, ମେହନ୍ଦି ସଙ୍ଗୀତ ଆଦି ତିନି ଦିନ ହେବ। ସୁନୀଲ ଶେଟ୍ଟୀ ନିଜ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ନିଜ ଲାଡଲୀ ଝିଅର ବିବାହ କରାଇବେ। ଏଭଳି କିଛି ଖବର ଏବେ ଶୁଣିବାକୁ ମିଳିଛି। ତେବେ ଶେଟ୍ଟୀ ପରିବାର ତରଫରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ।

ଆଥିଆ ଓ କେଏଲ୍ ରାହୁଲ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି। ଏମାନଙ୍କ ବିବାହର ସମସ୍ତ ରୀତିନୀତି ଜାନୁଆରୀ ୨୧ରୁ ୨୩ ମଧ୍ୟରେ କରାଯିବ। ୨୧ରେ ହଳଦୀ ମେହେନ୍ଦୀ, ୨୨ରେ ସଙ୍ଗୀତ ଆଉ ୨୩ରେ ଏହି ଷ୍ଟାର୍ ଯୋଡୀଙ୍କ ପଡିବ ହାତଗଣ୍ଠି।

ଏହି ଗ୍ରାଣ୍ଡ ୱେଣ୍ଡିଂରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ଉପସ୍ଥିତ ରହିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅତିଥିଙ୍କ ତାଲିକା ପ୍ରସ୍ତୁତି ମଧ୍ୟ ସରିଛି। ବଲିଉଡ ଓ କ୍ରିକେଟ ଦୁନିଆର ଅନେକ ଷ୍ଟାର୍‌ମାନେ ମଧ୍ୟ ଏହି ବିବାହରେ ସାମିଲ ହେବେ। ସଲମାନ ଖାନ୍‌, ଜ୍ୟାକି ଶ୍ରଫ, ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲିଙ୍କ ପରି ସେଲେବ୍ରିଟି ମାନେ ଏହି ବିବାହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story