ଶଙ୍ଖ ଫୁଙ୍କିବାକୁ ଚେଷ୍ଟା କରୁଛନ୍ତି ସନ୍ନି, ହେଲେ...

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି। ନିଜର ବୋଲ୍ଡ ଆଉ ଗ୍ଲାମରସ ଅନ୍ଦାଜ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କର ଗୋଟିଏ ଝଲ୍‌କ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ଦିୱାନା କରେ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ପ୍ରାୟତଃ ସେ ସୋଶାଲ ମିଡିଆରେ ସନ୍ନି ନିଜର ଫଟୋ ଆଉ କିଛି ଫନି ଭିଡିଓ ମଧ୍ୟ ଶେଆର କରନ୍ତି। ନିକଟରେ ସନ୍ନି ଶଙ୍ଖ ଫୁଙ୍କୁଥିବା ଭିଡିଓ ଶେଆର କରିଛନ୍ତି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଶଙ୍ଖ ଫୁଙ୍କିବାକୁ […]

Sunny leone

Sunny leone

Madhupriya Mistry
  • Published: Monday, 09 January 2023
  • Updated: 09 January 2023, 01:57 PM IST

Sports

Latest News

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି। ନିଜର ବୋଲ୍ଡ ଆଉ ଗ୍ଲାମରସ ଅନ୍ଦାଜ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କର ଗୋଟିଏ ଝଲ୍‌କ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ଦିୱାନା କରେ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ପ୍ରାୟତଃ ସେ ସୋଶାଲ ମିଡିଆରେ ସନ୍ନି ନିଜର ଫଟୋ ଆଉ କିଛି ଫନି ଭିଡିଓ ମଧ୍ୟ ଶେଆର କରନ୍ତି। ନିକଟରେ ସନ୍ନି ଶଙ୍ଖ ଫୁଙ୍କୁଥିବା ଭିଡିଓ ଶେଆର କରିଛନ୍ତି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି।

ଶଙ୍ଖ ଫୁଙ୍କିବାକୁ ଚେଷ୍ଟା କରୁଛନ୍ତି ସନ୍ନି। ହେଲେ ପାରୁନାହାନ୍ତି। ବାରମ୍ବାର ଚେଷ୍ଟା କରିବା ପରେ ବି ମାରୁଛନ୍ତି ଫେଲ୍। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ସେ ଶଙ୍ଖ ଫୁଙ୍କିବାରେ ଫେଲ୍ ମାରିଥିଲେ ବି ତାଙ୍କ ଅନ୍ଦାଜ, ଚେହେରା ଓ ହସ ଫ୍ୟାନ୍‌ମାନଙ୍କୁ ମତୁଆଲା କରିଛି।

ପ୍ରକୃତରେ ଭିଡିଓରେ ସନ୍ନି ହାତରେ ଶଙ୍ଖ ଧରିଥିବା ନଜର ଆସିଛନ୍ତି। ସେ ଶଙ୍ଖ ବଜାଇବାକୁ ପୂରା ଜୋରସୋର୍‌ରେ ଲାଗିପଡିଛନ୍ତି। ସେ ଶଙ୍ଖ ଫୁଙ୍କୁଛନ୍ତି କିନ୍ତୁ ଫେଲ୍ ମାରୁଛନ୍ତି। ସନ୍ନି ନିଜ ଚେଷ୍ଟା ବିଫଳ ହେବା ପରେ ଜୋର୍‌ରେ ହସିବାକୁ ଲାଗୁଛନ୍ତି। ତାଙ୍କ ପଛରେ ଥିବା ଲୋକେ ମଧ୍ୟ ସନ୍ନିଙ୍କ ଏଭଳି ଶଙ୍ଖ ଫୁଙ୍କିବା ଦେଖି ହସିବାକୁ ଲାଗୁଛନ୍ତି।

ଏହି ଭିଡିଓକୁ ସନ୍ନି ଲଓନି ଖୋଦ୍ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଯେପରି ଭାବିଥିଲି, ସେପରି ହେଲା ନାହିଁ। ମୋତେ ଶିଖିବାକୁ ପଡିବ।’ ସୋଶାଲ ମିଡିଆରେ ଅନେକ ଲୋକେ ସନ୍ନିଙ୍କ ଏହି ଭିଡିଓକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ଏହା ଶଙ୍ଖର ଅପମାନ ବୋଲି କହିଛନ୍ତି।

View this post on Instagram

A post shared by Sunny Leone (@sunnyleone)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story