ସ୍କୁଲ୍ ବହିରେ ସୁଶାନ୍ତ ଓ ଅଙ୍କିତାଙ୍କ ଫଟୋ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନିଖୁଣ ଅଭିନୟ ବ୍ୟତୀତ ତାଙ୍କର ହସଭରା ମୁହଁ ଓ ଉଦାରତା ପାଇଁ ସ୍ମରଣ କରାଯାଉଛି । ଗତ ବର୍ଷ ଅର୍ଥାତ୍ ୨୦୨୦, ଜୁନ୍ ୧୪ ତାରିଖରେ ତାଙ୍କର ମୃତ୍ୟୁ ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଦେଇଥିଲା । ସୋଶାଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ଫଟୋ […]

Sushant-Singh-Rajput

Sushant-Singh-Rajput

Ranjit Kumar Jena
  • Published: Friday, 07 May 2021
  • Updated: 07 May 2021, 09:50 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନିଖୁଣ ଅଭିନୟ ବ୍ୟତୀତ ତାଙ୍କର ହସଭରା ମୁହଁ ଓ ଉଦାରତା ପାଇଁ ସ୍ମରଣ କରାଯାଉଛି । ଗତ ବର୍ଷ ଅର୍ଥାତ୍ ୨୦୨୦, ଜୁନ୍ ୧୪ ତାରିଖରେ ତାଙ୍କର ମୃତ୍ୟୁ ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଦେଇଥିଲା । ସୋଶାଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ଫଟୋ ବେଙ୍ଗଲୀ ପୁସ୍ତକରେ ସାମିଲ୍ କରାଯାଇଛି । ଏହି ଫଟୋରେ ପରିବାର, ପିତା ଓ ପିଲାଙ୍କୁ ନେଇ କିଛି ପ୍ରଶ୍ନ ଓ ଉତ୍ତର ଥିଲା ।

ସ୍ମିତା ପାରିଖ୍ ନିଜର ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ଶେଆର୍ କରିଛନ୍ତି । ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଙ୍କିତା ଲୋଖଣ୍ଡେ ଓ ଏକ ଛୋଟ ଛୁଆକୁ ଦେଖିବାକୁ ମିଳିଛି । ସେ ଏଥିରେ ଲେଖିଛନ୍ତି, ଏକ ଅନ୍ୟ ପ୍ରାଇମେରୀ ବଙ୍ଗାଳୀ ଟେକ୍ସଟ୍ ବୁକ୍ ଆମର ପ୍ର୍ରିୟ ସୁଶାନ୍ତ ସିଂ ରାଜପୁତଙ୍କ ଫଟୋକୁ ଏକ ପରିବାରର ପିତା ଭାବେ ଚିତ୍ରଣ କରିବା ପାଇଁ ପ୍ରକାଶିତ କରିଛି । ମୁଁ ବହୁତ ଗର୍ବ ଅନୁଭୂତ କରୁଛି । ବୋଧହୁଏ ଯେ ଆମର ଶିକ୍ଷା ବୋର୍ଡକୁ ଲାଗୁଛି ଯେ ସେମାନେ ଶ୍ରେଷ୍ଠ ।

https://twitter.com/smitaparikh2/status/1389968332237934595?s=20

ସ୍ମିତା ପାରିଖଙ୍କ ଏହି ଟ୍ୱିଟକୁ ନେଇ ଅନେକ ପ୍ରତିକ୍ରିୟା ରଖିଛନ୍ତି । ଜଣେ ଟ୍ୱିଟର୍ ୟୁଜର ଲେଖିଛନ୍ତି, ବଙ୍ଗାଳୀ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭୂତ କରୁଛି । ଏହା ପ୍ରମାଣିତ କରୁଛି ଯେ ସୁଶାନ୍ତ ନିଜ ପଛରେ ନିଆର ଓ ଅସାଧାରଣ ଉତ୍ତରାଧିକାରୀ ଛାଡ଼ି ଯାଇଛନ୍ତି । କୌଣସି ପିଲାମାନଙ୍କ ପାଇଁ ଏହାଠାରୁ ବଡ଼ ଉଦାହରଣ ଆଉ କିଛି ହୋଇନପାରେ । ଏହା ବାସ୍ତବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ସୂଚନାଯୋଗ୍ୟ, ଗତବର୍ଷ ସୁଶାନ୍ତଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା । ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ମୁମ୍ବାଇ ପୁଲିସ୍ କରୁଥିଲା, କିନ୍ତୁ ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲାରେ ଇଡି ଓ ଏନସିବି ମଧ୍ୟ ଯାଞ୍ଚ କରିଥିଲା । ସୁଶାନ୍ତଙ୍କ ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story